ଦୌଡ଼ିଲା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ
ସୁନ୍ଦରଗଡ଼ : ଓଏସ୍ଏସ୍ସି ପରୀକ୍ଷାରେ ଅଘଟଣ । ଫିଜିକାଲ୍ ଟେଷ୍ଟ ଚାଲୁଥିବା ବେଳେ ଚାଲିଗଲା ଜଣେ ପ୍ରାର୍ଥୀଙ୍କ ଜୀବନ । ମୃତକ ରାଉରକେଲାର ପ୍ରବୀଣ କୁମାର ପଣ୍ଡା । ଖବର ଅନୁସାରେ ରାଉରକେଲାର ବ୍ୟାଚ୍ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା । ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ସେ!-->…
Read More...
Read More...