tur
Daily Archives

ତେଲିଙ୍ଗିବାଜା ପତ୍ରିକାର ନୂଆବର୍ଷ ସଂଖ୍ୟା ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସରୁ ପ୍ରକାଶ ପାଇ ଆସୁଥିବା ତ୍ରୟମାସିକ ଶିଶୁ-କିଶୋର ପତ୍ରିକା ତେଲିଙ୍ଗିବାଜାର ନୂଆବର୍ଷ ସଂଖ୍ୟା ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କାଦମ୍ବିନୀ ପତ୍ରିକା ହାଟରେ ବରିଷ୍ଠ ଶିଶୁ-ସାହିତ୍ୟିକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ ଲେଖକ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସଡକ ସୁରକ୍ଷା ମାସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ -୨୦୨୫ ଜାନୁୟାରୀ ମାସକୁ ସଡକ ସୁରକ୍ଷା ମାସ ରୂପେ ଏକ ସମ୍ପୂର୍ଣ୍ଣ ଜନ ଅଭିଯାନ କାର୍ଯ୍ୟକ୍ରମ ପାଳନ କରିବାକୁ ଓଡିଶା ସରକାର ନିର୍ଣ୍ଣୟ ନେଇଛନ୍ତି । ଦିନକୁ ଦିନ ବଢୁଥିବା ସଡକ ଦୁର୍ଘଟଣା ଓ ମୃତ୍ୟୁର ବର୍ଦ୍ଧିତ ହାରକୁ ଦୃଷ୍ଟିରେ ରଖି ସ୍ଥାନୀୟ
Read More...

ଲେବଡା ଗ୍ରାମରୁ ଜଣେ ୩ ସନ୍ତାନର ମାଁ ଘରୁ ଫେରାର, ଥାନାରେ ମାମଲା ରୁଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲେବଡା ଗ୍ରାମରୁ ଜଣେ ୩ ସନ୍ତାନର ମାଁ ଘରୁ ଫେରାର ହୋଇଯାଇଥିବା ନେଇ ଥାନାରେ ଏତଲା ହୋଇଛି । ଲେବଡା ଗ୍ରାମର ତୀର୍ଥ ପରାଭୋଇ (୪୦) ଥାନାରେ ଦେଇଥିବା ଏତଲା ମତେ ତାଙ୍କ ସ୍ତ୍ରୀ ଯମୁନା ପରାଭୋଇ (୩୫) ଆଜି ରବିବାର
Read More...

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡକ୍ରସ ବିଭାଗର ବାର୍ଷିକ ବଣଭୋଜି ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡ଼କ୍ରସ ବିଭାଗର ବାର୍ଷିକ ବଣଭୋଜି ସ୍ଥାନୀୟ ଖରାଲି ଗ୍ରାମର ରହେନଚୁଆଁମୁଣ୍ଡା ସିଦ୍ଧିକ୍ଷେତ୍ର ଗୁମ୍ଫା ପର୍ଯ୍ୟଟନ ସ୍ଥଳିରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟ ରେଡକ୍ରସ
Read More...

ଜ୍ଞାନ ଜ୍ୟୋତି ମାତା ସାବିତ୍ରୀବାଇ ଫୁଲେ ମହାସଂଘ ତରଫରୁ ଶିକ୍ଷା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜ୍ଞାନ ଜ୍ୟୋତି ମାତା ସାବିତ୍ରୀବାଇ ଫୁଲେ ମହାସଂଘ, ବଲାଙ୍ଗିର ତରଫରୁ ମାତା ସାବିତ୍ରୀବାଇ ଫୁଲେ୍‌କ ଜନ୍ମ ଦିବସକୁ ଶିକ୍ଷା ଦିବସ ରୂପେ କରାଯାଇଛି । ଏହି ସମାବେଶରେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି, ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି,
Read More...

୩ୟ ବେଣୁଧର ମେମୋରିଆଲ ଫୁଟବେଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଟିଟିଲାଗଡ ରାଇଜିଂ ଷ୍ଟାର ଚମ୍ପିଆନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚନ୍ଦନଭାଟି ଠାରେ ୩ୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଟିଟିଲାଗଡ ରାଇଜିଂ ଷ୍ଟାର ଦଳ ନକଟାସର ଏଫଏ ଦଳକୁ ଟ୍ରାଇ ବ୍ରେକରରେ ୩ - ୨ ଗୋଲରେ ହରାଇ ଚମ୍ପିଆନ ଆଖ୍ୟା
Read More...

ବିଶ୍ୱ ପକ୍ଷୀ ଦିବସରେ ପରିବେଶ ପ୍ରେମୀ ଚିନ୍ତା

ସହରର ଜଳାଶୟମାନଙ୍କୁ ଏ ବର୍ଷ ବିଦେଶୀ ପକ୍ଷୀ ଆସିଲେଣି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ମଧ୍ୟରେ କରଙ୍ଗାକଟା, ନରସିଂ ବନ୍ଧ ଓ ମାରୱାଡି ବନ୍ଧ ସମେତ ୧୭ଟି ଜଳାଶୟକୁ ପକ୍ଷୀ ଆଗମନ ନେଇ ପରିବେଶ ପ୍ରେମୀ ସହରର କରଙ୍ଗାକଟା ଠାରେ ବିଶ୍ୱ ପକ୍ଷୀ ଦିବସ ପାଳିତ କରାଯାଇଛି । ଏହି
Read More...

ଆସନ୍ତା ୯ରୁ ୧୨ ତାରିଖ ହେବ ସୁକତେଲ ମହୋତ୍ସବ

ପାଟଣେଶ୍ୱରୀ ମନ୍ଦିରରେ ଲୋଗୋ ଉନ୍ମୋଚନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାନ୍ଧନଘୋରରେ ଅନୁଷ୍ଠିତ ହେବ ଆସନ୍ତା ୯ରୁ ୧୨ ତାରିଖ ଦ୍ୱିତୀୟ ବର୍ଷ ସୁକତେଲ ମହୋତ୍ସବ । ବଲାଙ୍ଗିର ସହରର ପାଟଣେଶ୍ୱରୀ ମନ୍ଦିର ଠାରେ ସର୍ବ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଲୋଗୋକୁ ଉନ୍ମୋଚିତ କରିଥିଲେ
Read More...

୨୦୨୫ରେ ବଲାଙ୍ଗିର ନାଗରିକ କମିଟିର ରଜତ ଜୟନ୍ତୀ ପାଳନ ହେବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ତ୍ରୟୋଦଶ ସାଧାରଣ ପରିଷଦ ବୈଠକ ଡଃ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ୱାଗତ ସମ୍ଭାଷଣ ପରେ ସାଧାରଣ ସଂପାଦକ ମଧୁସୁଦନ ନାୟକ ଗତ
Read More...

୧୬ତମ ମଠଖାଇ ମହୋତ୍ସବ ଉଦ୍‌ଘାଟିତ

ପଥୋତ୍ସବରେ ଉଲ୍ଲସିତ ବଲାଙ୍ଗିର ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ ଜାନୁୟାରୀ ୨୦୨୫ ଦିନ ସକାଳେ ସ୍ଥାନୀୟ ମଠଖାଇ ମନ୍ଦିରରେ ନାଟ୍ୟଦୀପର ପୂଜା କରି ଭୂମିକା ଓ ମଠଖାଇ ମହୋତ୍ସବର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ନାଟ୍ୟଦୀପକୁ କୋଶଲ କଳାମଣ୍ଡଲକୁ ଅଣାଗଲା । ସେହି ସ୍ଥାନରେ ମହୋତ୍ସବର
Read More...