Yearly Archives

2024

ମୋ ସେବାକେନ୍ଦ୍ର ମାଧ୍ୟମରେ ଲାଇଫ ସାର୍ଟିଫିକେଟ୍‌ ପାଇଲେ ପେନ୍‌ସନ୍‌ଧାରୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନ୍‌ସନ୍‌ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରର ସହାୟତାରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଉପ କୋଷାଗାର ଅଧିକାରୀ
Read More...

ନକଲି ମଦ ଚୋରା ଚାଲାଣ ବେଳେ ଗଛକୁ ପିଟିଲା ବୋଲେରୋ : ଡ୍ରାଇଭର ମୃତ, ସହଯୋଗୀ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତର କୁସବେଟି ଓ ସାତବିଶି ମଝି ବୁଲାଣି ରାସ୍ତା ନିକଟରେ ନକଲି ମଦ ଚୋରା ଚାଲାଣ ବେଳେ ଗଛକୁ ପିଟିଲା ବୋଲେରୋ । ସୂଚନା ମୁତାବକ ଦୀପାବଳି ଚାଲିଥିବା ବେଳେ ବେପାରୀମାନେ ଏହାର ସୁଯୋଗ ନେଇ ବେଆଇନ
Read More...

କପିଲାଭଟାରେ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଉଦ୍‌ଘାଟନୀ ଉତ୍ସବର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ
Read More...

ଖ୍ରୀଷ୍ଟିୟାନ ଧର୍ମ ନେବା ପାଇଁ ପ୍ରବର୍ତ୍ତାଉ ପାଷ୍ଟରଙ୍କୁୁ ଅଟକ ରଖିଲେ ଗ୍ରାମବାସୀ : ଥାନାରେ ଅଭିଯୋଗ

ତୁରେକେଲା, (ପିତାମ୍ବର ଦୀପ) : ଉପାନ୍ତ ଅଞ୍ଚଳର ଗାଁ ଗହଳିମାନକଙ୍କରେ ଚାଲିଛି ଧର୍ମ ପରିବର୍ତ୍ତନ । ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଖ୍ରୀଷ୍ଟିୟାନ ଧର୍ମ ନେବା ପାଇଁ ପ୍ରବର୍ତ୍ତାଉ ଥିବା ଦେଖିବାକୁ ମିଳିଛି । ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା ଓ ଏକ ସଭା ଡକାଇ
Read More...

ଦୀପାବଳୀ ଉତ୍ସବ ଅବସରରେ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଜନ୍ମ ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ମାସ ପୁଣ୍ୟ ପବିତ୍ର ଶ୍ୟାମାକାଳୀ ପୂଜା ତଥା ଦୀପାବଳୀ ଉତ୍ସବ ପାଳନ ଅବସରରେ, ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ବଲାଙ୍ଗିର ପକ୍ଷରୁ ମହାନ୍ ଯୋଗୀ ପ୍ରେମୀ ଯୋଗ ନିଷ୍ଠ ଆନନ୍ଦ ଚନ୍ଦ୍ର ବେହେରାଙ୍କ ସୁପୁତ୍ରଙ୍କ ଜନ୍ମ ଜୟନ୍ତୀ ପାଳନ ଏବଂ ସୂର୍ଯ୍ୟ
Read More...

ସର୍ଟ ସାର୍ଟିକରେ ଜଳିଗଲା ବିଦ୍ୟାଳୟର ଗୋଦାମ ଗୃହ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଘନେଶ ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଦାମ ଗୃହରେ ନିଆଁ ଲାଗିଥିବା ଜଣାପଡ଼ିଛି । ଏଥିରେ ପିଲାଙ୍କ ୫ କ୍ୱିଣ୍ଟାଲ ଚାଉଳ ଜଳି ଯାଇଥିବା ସହ ଅନ୍ୟ ସାମଗ୍ରୀ ମଧ୍ୟ ଜଳି ଯାଇଥିବା ଜଣାପଡିଛି । ଏହାକୁ ନେଇ ବିଦ୍ୟାଳୟର
Read More...

କପିଲାଭଟାରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ୨ୟତମ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ହେମନ୍ତ ହଂସ ତାଙ୍କ ସହଧର୍ମିଣୀ ଗୌରୀ ହଂସ ଦାୟିତ୍ୱ ନେଇଥିବା ବେଳେ ପୂଜକ
Read More...

ଯୁବ ଇଞ୍ଜିନିୟର ସ୍ୱର୍ଗତ ସୁଜିତ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚନ୍ଦ୍ରଶେଖର ନଗର ବାସିନ୍ଦା ଯୁବ ଇଞ୍ଜିନିୟର ସୁଜିତ ମିଶ୍ରଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ଶାନ୍ତିପଡା କଲ୍ୟାଣ ମଣ୍ଡପ ଠାରେ ସ୍ୱର୍ଗତ ସୁଜିତ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ସ୍ୱର୍ଗତ
Read More...

ଛତ୍ରପୁର ମାର୍କେଟ ରୋଡ୍‌ରେ ପୂଜା କମିଟି ପକ୍ଷରୁ ଶ୍ୟାମାକାଳୀ ପୂଜା ମଣ୍ଡପର ଆୟୋଜନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ମାର୍କେଟ ରୋଡ୍‌ରେ ଆୟୋଜିତ ପୂଜା ମଣ୍ଡପରେ ମା' ଶ୍ୟାମାକାଳୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଛି । ପବିତ୍ର ଦୀପାବଳି ପର୍ବର ଆଦ୍ୟ ଦିବସ ସନ୍ଧ୍ୟାରେ ମା'ଙ୍କ ପୂଜା ଆବାହନ କରାଯାଇ ଯଥା
Read More...

୭୫ତମ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିଲେ ଜିଲ୍ଲା ଓକିଲ ସଂଘ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୭୫ତମ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ପାଇଁ ଶୁକ୍ରବାର ଜିଲ୍ଲା ବ୍ୟାପି ଉତ୍ସବର ମାହୋଲ ଦେଖାଯାଇଥିଲା । ଏହି ଅବସରରେ କଳାହାଣ୍ଡି ଓକିଲ ସଂଘ, ଭବାନୀପାଟଣା କାର୍ଯ୍ୟାଳୟରେ ଜିଲ୍ଲା ଓକିଲ ସଂଘର ସଭାପତି ସୁଧାଂଶୁ କୁମାର ନନ୍ଦଙ୍କ
Read More...