Daily Archives

ଦେଓଗାଁ ଅଞ୍ଚଳରେ ୧୫ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ : ବଢୁଛି ଜନ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜିର ସମୟରେ ଟିକିଏ ସମୟ ପାଇଁ ମୋବାଇଲ ଇଣ୍ଟରନେଟ ଠାରୁ ଦୂରେଇ ରହିବା ଲୋକଙ୍କ ପାଇଁ ଭାରି କଷ୍ଟକର । ମଣିଷ ଏବେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଉପରେ ନିଜର ଅଧିକାଂଶ କାମ ପାଇଁ ନିର୍ଭରଶୀଳ ହେଲାଣି । କେହି ଘରେ ବସି ଅଫିସ କାମ କରୁଛି ତ' ଆଉ କେହି ଏହା
Read More...

ବିଜଘାଟରୁ ଜଣେ କୁଖ୍ୟାତ ମୋବାଇଲ ଚୋର ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ବିଜଘାଟ ଗ୍ରାମର ମାନସିଂ ସାହୁଙ୍କ ପୁଅ ଅଜୟ ସାହୁ (୩୧) ନାମକ ଜଣେ କୁଖ୍ୟାତ ମୋବାଇଲ ଚୋରକୁ ପୁଲିସ୍ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୁଲିସ୍ ସୂତ୍ରରୁ ପ୍ରକାଶ ଯେ,
Read More...

ଚଣାବାହାଲ ଗ୍ରାମରେ ଦୁର୍ବୃତ୍ତଙ୍କ ଧାନଗଦା ପୋଡ଼ି ଘଟଣା : ଜଣେ ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ଗାଁର ଚାଷୀ ତରଣୀ ସୁନା (୪୫) ଧାନକାଟି ଅମଳ ପାଇଁ ରଖିଥିବା ବେଳେ ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ସବୁ ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ତରଣୀ ଏ ବିଷୟରେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ
Read More...

ଖଣ୍ଡଦେଉଳି ସହିଦ ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ସଚେତନତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସହିଦ ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ (ରେଡ୍ ରିବନ୍ କ୍ଲବ୍) ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ରବିବାର ବିଶ୍ୱ ଏଡ୍‌ସ ସଚେତନତା ଦିବସ ପାଳିତ ହୋଇଯାଇଛି । ଏକ ଶୋଭାଯାତ୍ରା
Read More...

ମୁରିବାହାଲ ବ୍ଲକର ୧୧ଟି ଖରିଫ ଧାନମଣ୍ଡି ଉଦଘାଟିତ

ଚାଷୀଙ୍କ ଟୋକନ ଆସିନି, ଆଶଙ୍କାରେ ଧାନ ବିକ୍ରି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ ଥିବା ସମସ୍ତ ୧୧ଟି ଖରିଫ ଧାନମଣ୍ଡି ସୋମବାର ଉଦ୍‌ଘାଟିତ ହୋଇଯାଇଛି । ମୁରିବାହାଲ ବ୍ଲକର ମୁରିବାହାଲ, ହଳଦୀ, ଗୁଡିଘାଟ, ଇଛାପଡା, ବଡସାଇମରା, ପତ୍ରାପାଲି,
Read More...

ଧର୍ମ ପରାୟଣ ବ୍ୟକ୍ତିଙ୍କ ଦେହାନ୍ତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ଧର୍ମ ପରାୟଣ ବ୍ୟକ୍ତି ରାମଚନ୍ଦ୍ର ଡାକୁଆ (୯୪) ଙ୍କ ସୋମବାର ସନ୍ଧ୍ୟାରେ ନିଜ ଜକିସାହି ବାସଭବନରେ ଦେହାନ୍ତ ହୋଇଯାଇଛି । ଏନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି
Read More...

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ଏଡ଼୍‌ସ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଯୁବ ରେଡ଼କ୍ରସ, ରେଡ ରିବନ କ୍ଲବ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ତଥା ଅନ୍ତର୍ଜାତୀୟ ଅନୁଷ୍ଠାନ, ଅରୁଣା, ବ୍ରହ୍ମପୁର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରରେ, ଅନ୍ତଃ ମହାବିଦ୍ୟାଳୟ ବିଶ୍ୱ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି ।
Read More...

ସୋସାଇଟି ଫର୍‌ ନେଚର ଏଜୁକେସନ ଆଣ୍ଡ ହେଲଥ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସରେ ସଚେତନ ହେଲେ ମହିଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍‌ ନେଚର ଏଜୁକେସନ ଆଣ୍ଡ ହେଲଥ (ସ୍ନେହ) ଓ ମର୍କ୍ୟୁରି ଫୋଇନିକ୍ସ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସାଲିଆ ସାହି ଭୁବନେଶ୍ୱରଠାରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏଥିରେ ମଣିପାଲ
Read More...

ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ନୂତନ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କୁ ସ୍ୱାଗତ ସମାରୋହ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସିରୋଲ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ଯୋଗଦାନ କରିଥିବା ନୂତନ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କର ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆରମ୍ଭ

ପ୍ରଥମ ଦିନ ସ୍ପନ୍ଦନର ନାଟକ ପ୍ୟୁପା ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସହରର ୨୫ ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆଜି ଠାରୁ ସିଭିକ ସେଣ୍ଟର ଠାରେ ଆରମ୍ଭ ହୋଇଛି । ଆଜି ପ୍ରଥମ
Read More...