Daily Archives

୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ୨୦ରୁ ଅଧିକ ମହିଳା ହିତାଧିକାରୀ : ଥାନାରେ ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କୁମ୍ଭାରୀ ଗାଁର ମହିଳାମାନେ ବିଭିନ୍ନ ଫାଇନାନ୍ସ ସଂସ୍ଥା ଠାରୁ ଋଣ ଆଣି ୪୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ନେଇ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଗାଁର ଜଣେ ଯୁବକ ଜଣକ ଟଙ୍କା ଆଦାୟ କରି ଚମ୍ପଟ
Read More...

ଧାନ ବୋଝେଇ ଟ୍ରକ ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା ଫାଣ୍ଡିରୁ ୧୦୦ ମିଟର ଦୂରେ ଏକ ୪୦୭ ଧାନ ବୋଝେଇ (ମେଟା ଡୋର ଓଆର୍‌ ୦୮ଏ ୭୦୦୯) ଗାଡ଼ିର ଚକ ତଳେ ବାଇକ ଆରୋହୀ ଚାପି ହୋଇଯିବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
Read More...

ରତନ ଟାଟାଙ୍କ ବ୍ୟକ୍ତିତ୍ୱ ଅନେକ ପିଢ଼ି ପାଇଁ ପ୍ରେରଣା

ନୂଆଦିଲ୍ଲୀ, (ପିଆଇବି) : ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ ବିତିଗଲାଣି । କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି ସମାଜର ପ୍ରତ୍ୟେକ ସ୍ତରରେ ଅନୁଭୂତ ହେଉଛି । ବିଶିଷ୍ଟ ଶିଳ୍ପପତି, ଯୁବ ଉଦ୍ୟୋଗୀ ଏବଂ କଠିନ ପରିଶ୍ରମ
Read More...

ଏନ୍‌ଏସି ମାନ୍ୟତା ଦାବି ତେଜୁଛି : ବଙ୍ଗୋମୁଣ୍ଡା ପଞ୍ଚାୟତକୁ ପୁଣି ଏନ୍‌ଏସି ମାନ୍ୟତା ଦାବି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ରାଜୁଡା ଅମଳର ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଦୀର୍ଘ ବର୍ଷ ଧରି ଏନ୍‌ଏସି ମାନ୍ୟତା ଦାବି ହୋଇଆସୁଛି । ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ
Read More...

ଟିଟିଲାଗଡରେ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ଗୁଲୁମି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଉଦ୍‌ଘାଟନୀ ସମାରୋହରେ
Read More...

‘କୋଶଳ ପ୍ରବାହ’ ସମ୍ବାଦପତ୍ରର ୨୪ତମ ବାର୍ଷିକୋତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ୨୪ତମ ବାର୍ଷିକୋତ୍ସବ ଉପଲକ୍ଷେ ନୃତ୍ୟ, ଗୀତ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ବିଚାରକମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ୭
Read More...

ହଳଦୀ ସିଏସ୍‌ପି ପରିଚାଳକ ଓ ଭଉଣୀଙ୍କୁ ମାଡ଼ ମାରି ଦୁର୍ବୃତ୍ତଙ୍କ ୭ ଲକ୍ଷ ୩୦ହଜାର ଟଙ୍କା ଲୁଟ୍

ସ୍କୁଟିରେ ଥିଲେ ୩ ଦୁର୍ବୃତ୍ତ, ପୁଲିସର ତଦନ୍ତ ଜାରି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ବଜାର ଛକରେ ସିଏସ୍‌ପିର ପରିଚାଳକ ଲଲିତ ଗହୀର ଓ ତାଙ୍କ ଭଉଣୀ ହିମାନୀ ଗହୀରଙ୍କୁ ମାଡମାରି ଦୁର୍ବୃତ୍ତମାନେ ୭ ଲକ୍ଷ ୩୦ ହଜାର ୨ ଶହ ଟଙ୍କା ଲୁଟି
Read More...

ବିଶ୍ୱ ସହର ଯୋଜନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତ୍ୟେକ ବର୍ଷ ନଭେମ୍ବର ୮ରେ 'ବିଶ୍ୱ ସହର ଯୋଜନା ଦିବସ' ପାଳନ ହୁଏ । ଉତ୍ତମ ସହରୀ ଡିଜାଇନ ପରିକଳ୍ପନାର ପରିବର୍ତ୍ତନଶୀଳ ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନାକାରୀ ଏବଂ ସମ୍ପୃକ୍ତ ସମ୍ପ୍ରଦାୟ ଏକତ୍ରିତ ହୁଅନ୍ତି । ଏହି ବିଶେଷ ଦିବସଟି ଗୁରୁତ୍ଵ
Read More...

ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନ ୫ଟାରେ ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ବଲାଙ୍ଗିର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ମାସିକ ବୈଠକ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ଆଦେଶ କ୍ରମେ ଗତ ବୈଠକର ବିବରଣୀ ଯୁଗ୍ମ ସମ୍ପାଦକ
Read More...

ବିଧାୟକ ଦୁର୍ଗା ତନ୍ତୀଙ୍କ ଦେଓକରଣ ସରକାରୀ ବିଦ୍ୟାଳୟ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଦେଓକରଣ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ପରିଦର୍ଶନରେ ଯାଇଥିଲେ । ବିଦ୍ୟାଳୟରେ ପହଂଚିବା ମାତ୍ରେ ବିଧାୟକଙ୍କୁ ବିଦ୍ୟାଳୟର ଶିକ୍ଷକ ଓ
Read More...