Daily Archives

ଭଡା କୋଠରୀରୁ ଯୁବକଙ୍କ ସନ୍ଧେହଜନକ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ସ୍ଥିତ ଶୁଭମ ଓ ସୌରଭ ରେସିଡେନ୍ସି ପରିସରରେ ରହିଥିବା ଏକ ଭଡା କୋଠରୀରୁ ବିହାର ରାଜ୍ୟରୁ ଆସିଥିବା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏକ ଯୁବକଙ୍କ ମୃତଦେହ ମିଳିଛି । ସ୍ଥାନୀୟ ଜଣେ ବ୍ୟକ୍ତି ପୋଲିସକୁ ଖବର ଦେଲା ପରେ
Read More...

ଫଟାମୁଣ୍ଡାରେ ବିଧବା ବୃଦ୍ଧା ଓ ତାଙ୍କ ପୁଅଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ ଅଭିଯୋଗ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ସୁମିତ୍ରା ମାହାକୁର(୬୫)ନାମକ ଜଣେ ବିଧବା ବୃଦ୍ଧା ମହିଳା ଓ ତାଙ୍କ ପୁଅଙ୍କ ଘରକୁ ପଶି ମରଣାନ୍ତକ ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏସମ୍ପର୍କରେ ଥାନାରେ ଏକ
Read More...

ଅଚାନକ ଜୁଆ ଆଡ୍ଡା ଉପରେ ରମ୍ଭା ପୋଲିସର ଚଢ଼ାଉ : ୨ ବାଇକ ସହ ୯ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଦୀର୍ଘ ମାସ ହେବ ଜୁଆ ଖେଳ ଚାଲିଥିବାକୁ ନେଇ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ରମ୍ଭା ଥାନା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଚାନକ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ ଜାରି ରଖିଥିଲା ଏବଂ
Read More...

ହାତୀସରା ୩ୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରାରେ ଦୁର୍ଗାପୂଜା ଅବସରରେ ୩ୟ ଲୋକକଳା ମହୋତ୍ସବ ଗତ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ବଜାଶାଲ ଅନୁଷ୍ଠାନ ଏବଂ କେନ୍ଦ୍ରାପଡ଼ା ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୭ ଦଫା…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘର ଦୀର୍ଘଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ଆଶାକର୍ମୀ ସଂଘର
Read More...

ଜଙ୍ଗଲି ଘୁଷୁରିଙ୍କ ଉପଦ୍ରବ ଯୋଗୁଁ ଚାଷୀ ଚିନ୍ତାରେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ, କାଣାଫାସିଆ, ବାଘଲିପାରୀ, ଛଦୌଡ଼ି ମୌଜାରେ ଜଙ୍ଗଲି ଘୁଷୁରିଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ରାତିରେ ବହୁ ସଂଖ୍ୟାରେ ଜଙ୍ଗଲି ଘୁଷୁରି ଦଳ ଦଳ ଚାଷ
Read More...

ଜଗତଜନନୀ ମାଁ ଦୁର୍ଗା ଧରାଧାମରୁ ମେଲାଣୀ ନେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ଓ ସଂସ୍କୃତିର ସହର ପଦ୍ମପୁରରେ ନିଆରା ପୂଜା ପରମ୍ପରା ସୃଷ୍ଟି କରିଥିବା ମାଁ ଜଗତଜନନୀ ଦୁର୍ଗାଙ୍କର ପୂଜନୋତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି । ଗତ ଅକ୍ଟୋବର ୯ ତାରିଖରୁ ଖଣ୍ଡାଧୁଆ ଠାରୁ ଆରମ୍ଭ ହୋଇଥିବା ପୂଜା ଆଜି ସକାଳେ ଭଷାଣୀ ଉତ୍ସବ
Read More...

ଟିକ୍ରାପଡା ଗାନ୍ଧୀ ପାଠାଗାର ନବରାତ୍ର ଦୁର୍ଗାପୂଜାରେ ମହିଳାମାନଙ୍କ ଦ୍ୱାରା ସିନ୍ଦୁର ଖେଳ ସହ ବିଜୟା ଦଶମୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧୀ ପାଠାଗାର ନବରାତ୍ର ଦୁର୍ଗାପୂଜାରେ ମହିଳାମାନଙ୍କ ସିନ୍ଦୁର ଖେଳ ସହ ବିଜୟା ଦଶମୀ ପାଳନ କରିଥିଲେ । ସମସ୍ତ ଯଂଜ୍ଞ କର୍ତ୍ତା ତଥା ମହିଳାମାନେ ସମବେତ ହୋଇ ମାଁ ଦୁର୍ଗାଙ୍କୁ ସିନ୍ଦୁର ପିନ୍ଧାଇ ମାଁଙ୍କ ଆର୍ଶିବାଦ ଭିକ୍ଷା
Read More...

ଜୁନାଗଡ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କାର୍ଯ୍ୟାଳୟରେ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । । ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ
Read More...

ନିୟୁ ମର୍ଣ୍ଣିଂ ଫାଉଣ୍ଡେସନର ଦାଣ୍ଡିଆ ନୃତ୍ୟ ପରିବେଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣିର ସାମାଜିକ ଅନୁଷ୍ଠାନ ନିୟୁ ମର୍ଣ୍ଣିଂ ଫାଉଣ୍ଡେସନ୍‌ ଓ ଝିରପାଣି ଦୁର୍ଗାପୂଜା କମିଟିର ମିଳିତ ଆନୁକୂଲ୍ୟରେ ଦୁର୍ଗାପୂଜା ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଥିଲା । ଫାଉଣ୍ଡେସନର ଅଧ୍ୟକ୍ଷା ଗୌରୀ କୁମ୍ଭାର
Read More...