Daily Archives

ଜଟିଳ ହେଉଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟା

ନିଖୋଜ ଦିଗମ୍ବରଙ୍କ ଫେରିବା ପ୍ରତୀକ୍ଷାରେ ପରିବାର ଲୋକ ଜୟପାଟଣା, (ଶେଷଦେବ ବେହେରା) : ଅଧିକ ଉପାର୍ଜନ ନାଆଁରେ ନିଜର ଜନ୍ମମାଟି ଛାଡ଼ି ବାହାର ରାଜ୍ୟକୁ କାମ ପାଇଁ ଚାଲି ଯିବାର ଦୃଷ୍ଟାନ୍ତ ସର୍ବଦା ଲାଗି ରହିଛି । ସେହିଭଳି ଉଛୁଲା ଗ୍ରାମରଏକ ଯୁବ ରାଜମିସ୍ତ୍ରୀ ପରିବାରକୁ ଛାଡି ବାହାର
Read More...

ଐତିହାସିକ ଅଙ୍ଗ ଆଳତୀର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହିଆସିଛି । ଆଜି ବୁଧବାର ଭାଦ୍ରବ ପୂର୍ଣ୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ପଦ୍ମପୁର ମହୁଲପାଲି ସ୍ଥିତ ଅଙ୍ଗନଦୀ ଘାଟ ଠାରେ ଐତିହାସିକ
Read More...

ଗୁଞ୍ଚିତରା ରେଳଫାଟକ ନିକଟ ଟ୍ରେନଲାଇନରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ଟିଟିଲାଗଡ଼ରୁ ବଲାଙ୍ଗିର ରେଳ ଲାଇନ୍ ଗୁଞ୍ଚିତରା ରେଳଫାଟକ ପାଖରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟିଟିଲାଗଡ଼ ରୁ ବଲାଙ୍ଗିରକୁ ସଂଯୋଗ କରୁଥିବା ରେଳ ଲାଇନର ୭୪୦/୧୫ ପୋଲ ପାଖରେ ଜଣେ ଅଜଣା ମହିଳା (୪୦)ଙ୍କ ଶବ ପଡ଼ି ରହିଥିଲା ।
Read More...

ଭାରତୀୟ ମଜଦୁର୍‌ ସଂଘ ପକ୍ଷରୁ ବିଶ୍ଵକର୍ମା ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର୍‌ ସଂଘ ୧୭ ସେପ୍ଟେମ୍ବର ଅଥବା ବିଶ୍ଵକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା ଦେଶରେ ପାଳନ କରିଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର୍‌ ସଂଘ ପକ୍ଷରୁ ମହାଆଡମ୍ବରରେ ପାଳନ କରାଯାଇଥିଲା । ଏହି ଉପଲକ୍ଷେ
Read More...

ମୁରିବାହାଲ – ରହେନଭଟା ରେଳୱେ ଷ୍ଟେସନ ମଝି ଟ୍ରେନ ଲାଇନ ପାର୍ଶ୍ଵରେ ପଡ଼ିଥିବା ଛତିଶଗଡ଼ର ଜଣେ ବୃଦ୍ଧଙ୍କ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳୱେ ଷ୍ଟେସନ ଓ ରହେନଭଟା ରେଳୱେ ଷ୍ଟେସନ ମଧ୍ୟରେ ଥିବା ତେନ୍ତୁଳିଖୁଣ୍ଟି ଗ୍ରାମ ନିକଟ ୧୮୮/୨୨ ଓ ୧୮୮/୨୪ ରେଳଖମ୍ବର ରେଳଧାରଣା ପାର୍ଶ୍ୱରୁ ଜଣେ ବୃଦ୍ଧ(୭୦)ଙ୍କ କ୍ଷତାକ୍ତ ମୃତ ଦେହକୁ ଟିଟିଲାଗଡ ଜିଆରପି ଓ ଆରପିଏଫ
Read More...

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ୨ ସହଯୋଗୀ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଓ ଲିଲିମା ପ୍ରଧାନଙ୍କ ପକ୍ଷରୁ ସାରଙ୍ଗଡ଼ ଥାନାରେ ଅଭିଯୋଗ ପ୍ରକାରେ ସାରଙ୍ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ୱାଳ ଏକ ସ୍ୱତନ୍ତ୍ର ଟିମ୍ ଗଠନ
Read More...

ବଲାଙ୍ଗିର ସୁପ୍ରିମଟାକ୍ସ କଲେଜ ଅଫ୍ ନର୍ସିଂରେ ପ୍ରେସ୍‌ମିଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ସୁପ୍ରିମଟାକ୍ସ କଲେଜ ଅଫ୍ ନର୍ସିଂର ଏକ ପ୍ରେସ୍‌ମିଟ୍‌ ସ୍ଥାନୀୟ ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ହୋଇଯାଇଛି । ସୁପ୍ରିମଟାକ୍ସ ଚେୟାରମେନ୍‌ ଅଜିତ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରେସ୍‌ମିଟରେ ଶ୍ରୀ ପାଲ ୨୦୨୪-୨୫ ଚତୁର୍ଥ ବେଚ୍‌
Read More...

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅତିଥି ପ୍ରଶିକ୍ଷକ ମାନଙ୍କୁ ଅଣଦେଖା

ଆମରଣ ଅନଶନ ଆନ୍ଦୋଳନରେ ବସିବେ ପ୍ରଶିକ୍ଷକ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଅତିଥି ପ୍ରଶିକ୍ଷକ ସଂଘ, ବଲାଙ୍ଗିର ଶାଖା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଆଲୋକ କୁମାର ପଣ୍ଡାଙ୍କ
Read More...

ବଙ୍ଗୋମୁଣ୍ଡାରେ କୋଶଲ ଅସ୍ମିତା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ଆମ୍ବେଦକର ଛକ ନିକଟରେ କୋଶଲି ସାହିତ୍ୟ ଏକାଡେମୀ ପକ୍ଷରୁ ସଚେତନତା ପାଇଁ ପରିକ୍ରମା କରୁଥିବା କୋଶଲ ଅସ୍ମିତା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ, କୋଶଲ ଯୁବଶକ୍ତି
Read More...

କୁତୁର୍ଲା ପେକ୍ସରେ ବାର୍ଷିକ ସାଧାରଣ ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପେକ୍ସ କାର୍ଯ୍ୟାଳୟରେ ୨୦୨୪ - ୨୫ ବର୍ଷ ପାଇଁ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପେକ୍ସ ସଭାପତି ନୀଳାମ୍ବର ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଜିତେନ୍ଦ୍ର ନାଗ ସଭା ପରିଚାଳନା
Read More...