Daily Archives

ଇସ୍ପାତ କାରଖାନା ପାଚେରୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ବନ୍ଧମୁଣ୍ଡା ଉତ୍ତମବସ୍ତି ପାୱାର ଗ୍ରିଡ ରାଉଲକେଲା ଇସ୍ପାତ କାରଖାନା ପାଚେରୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ମୃତ ଯୁବକ ହେଲେ ବାନ୍ଧମୁଣ୍ଡା ତିଲକାନଗରର ରାମାଇ ମନ୍ଦିଆ (୪୦) । ବନ୍ଧମୁଣ୍ଡା ପୁଲିସ
Read More...

ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କର୍‌କୁ ଧକ୍କା ଦେଲା ବସ୍ : ୧୦ ଆହତ, ୨ ଗୁରୁତର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କର୍‌କୁ ଧକ୍କା ଦେଇଛି । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ
Read More...

ଉଲିସିର୍କା ଠାରେ ଧରା ପଡିଲେ ୨ ଲୁଟେରା : ଜଣେ ଫେରାର୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବୁଧବାର ସନ୍ଧ୍ୟାରେ ନର୍ଲା ଥାନା ଅନ୍ତର୍ଗତ ଉଲିଶିର୍କା ଗ୍ରାମ ନିକଟରେ ସାଗରା ମେନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ର ଏଜେଣ୍ଟ ଗ୍ରୁପ୍ କଲେକ୍ସନ୍‌ କରି ଫେରୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ବାଇକ୍‌ରେ ଆସି ଅତର୍କିତ ଭାବେ ଆକ୍ରମଣ
Read More...

କୋରାପୁଟ ଖୁବଶୀଘ୍ର ଜାରି କରିବ ପିଜିଏସ୍ ପ୍ରମାଣିକୃତ ଜୈବିକ ଉତ୍ପାଦ

ଭବାନୀପାଟଣା, (ପିଆଇବି) : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର ପକ୍ଷରୁ କୋରାପୁଟ ଲକ୍ଷ୍ମୀପୁରସ୍ଥିତ ବିପିକେପି କ୍ଲଷ୍ଟର ଏଫ୍ଆଇଏସି ସୌଧରେ ସହଭାଗୀ ଗ୍ୟାରେଣ୍ଟି ବ୍ୟବସ୍ଥା(ପିଜିଏସ୍) ଉପରେ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ପଶ୍ଚିମ ଓଡ଼ିଶା ବିଜେପିର ସାଙ୍ଗଠନିକ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଜୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଜୀଙ୍କ ଆଗ୍ରହ କ୍ରମେ ବରଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡାକ୍ତର ଅରୂପାନନ୍ଦ ସାହୁଙ୍କ ସଭାପତିତ୍ୱରେ 'ତ୍ରିରଙ୍ଗା ଯାତ୍ରା ତଥା ଘର
Read More...

ଅଷ୍ଟମ ବାଟାଲିୟନ୍‌ ହାବିଲଦାର ଓ ସିପାହୀ ଶାଖା ସଂଘ ପାଇଁ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଥିବା ଅଷ୍ଟମ ବାଟାଲିୟନରେ ସିପାହୀ ଶାଖା ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଯାଇଛି । ବୁଧବାର ଦିନ ଅଷ୍ଟମ ବାଟାଲିୟନ ଦୁର୍ଗପତି ସାରଦାପ୍ରସାଦ ଦାଶଙ୍କ ନିକଟରେ ମୋଟ୍‌ ୨୨ ଜଣ ବିଭିନ୍ନ ପଦ
Read More...

ଗଞ୍ଜାମ ମହାବିଦ୍ୟାଳୟର ୫୬ତମ ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୫୬ ବର୍ଷରେ ପଦାର୍ପଣ କରିଛ ଗଞ୍ଜାମ ମହାବିଦ୍ୟାଳୟ । ଏହି ଅବସରରେ ବୁଧବାର ଦିନ ତାର ସ୍ୱର୍ଣ୍ଣକ୍ଷେତ୍ର ସମାରୋହ ଅଧ୍ୟକ୍ଷ ନରସିଂହ ଭୋଳଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି
Read More...

ଟିଟିଲାଗଡ଼ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ୧୦ଟା ସମୟରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକର ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ଵାରା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଘଣ୍ଟାଶୁଣି
Read More...