shyamal
Daily Archives

ଅଙ୍ଗନଦୀ ସ୍ରୋତରେ ଭାସିଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରି ସମ୍ବର୍ଦ୍ଧିତ ହେଲେ ୩ ଛାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମହୁଳପାଲି ଅଙ୍ଗନଦୀରେ ଗତ ରବିବାର ଦିନ ସକାଳେ ଗାଧୋଇବା ସମୟରେ ମଝି ପାଣି ସ୍ରୋତରେ ଭାସି ଯାଉଥିବା ଛାତ୍ରଙ୍କୁ ୩ ଜଣଛାତ୍ର ଉଦ୍ଧାର କରି ଜୀବନ ବଞ୍ଚାଇଥିବାରୁ ଟାଉନ୍ କ୍ଲବ ତରଫରୁ ଉକ୍ତ ୩ ଜଣ ଛାତ୍ରଙ୍କୁ ଘଟଣାର ସ୍ମୃତି ଉଦ୍ଧେଶ୍ୟରେ
Read More...

ରାଜପୁର ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପୋଲିସ : ୫ ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ରାଜପୁର ଗ୍ରାମରେ ଗତ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା । ସେ ସମ୍ପର୍କରେ ଜୁନାଗଡ଼ରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡକାୟତି ଘଟଣାର ପର୍ଦ୍ଦାଫାଶ
Read More...

ମୁରିବହାଲ ପଞ୍ଚାୟତ ସମିତିର ଷଷ୍ଠ ଦ୍ଵିମାସିକ ବୈଠକ ଅନୁଷ୍ଠିତ

ବିଭିନ୍ନ ବିଷୟକୁ ନେଇ ସରଗରମ ଆଲୋଚନାସମିତି ସଭ୍ୟଙ୍କ ମଧ୍ୟରେ ତୁତୁମେମେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତିର ଷଷ୍ଠ ଦ୍ଵିମାସିକ ବୈଠକ ବୁଧବାର ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି
Read More...

ଟିଙ୍ଗୋପଖାନ ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ସ୍ଥିର : ଡାକ୍ତରଖାନାରେ ଆକ୍ରାନ୍ତଙ୍କୁ ଭେଟିଲେ ଜିଲ୍ଲାପାଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଟିଙ୍ଗପଖାନ ଗ୍ରାମରେ ୨୭ ଜଣ ଝାଡ଼ାବାନ୍ତିରେ ସଂକ୍ରମିତ ହେବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଦିବାସୀ ବହୁଳ ଏହି ଗାଁ ବିକାଶରୁ ବହୁଦୂରରେ ରହିଥିବା ବେଳେ ସଂକ୍ରମଣ ହେତୁ ଅନେକ ପ୍ରଶାସନିକ ଅଧିକାରୀଙ୍କ ସହ
Read More...

ଗଞ୍ଜାମ କଲେଜର ୫୬ତମ ସ୍ଵ-ନକ୍ଷତ୍ର ଉତ୍ସବରେ ଆଲୁମିନ୍ ସଦସ୍ୟ ଭାବେ ମନ୍ତ୍ରୀ ବିଭୂତି ଜେନାଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଞ୍ଜାମ ସହରର ୫୬ତମ ସ୍ଵ-ନକ୍ଷତ୍ର ଉତ୍ସବ ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମୋ-କଲେଜ୍ ତଥା ଏହି କଲେଜର ଆଲୁମିନ୍ ଅବା ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ
Read More...

ସପ୍ତମ ହିରୋ ଇଣ୍ଟର୍‌ ନେସ୍‌ନାଲ୍‌ ଚାମ୍ପିଅନ୍‌ସିପ୍‌ରେ ରାଉରକେଲାରୁ ୪ ମନୋନିତ

ରାଉରକେଲା, (କେପିଏନ୍‌ଏସ୍‌) : ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦ ନେକ୍ସଟ୍ ଜେନ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରତିଷ୍ଠାତା ଆନନ୍ଦ କୁମାର ସୁନାଙ୍କ ନେତୃତରେ ଏକ ସମ୍ବାଦ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୁନା ସାମ୍ବାଦିକ ମାନଙ୍କୁ ସୂଚନା
Read More...

କଣ୍ଟାବାଞ୍ଜିରେ ଡ୍ରେନେଜ୍ ବ୍ୟବସ୍ଥା ଫେଲ୍‌

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ପ୍ରବଳ ବର୍ଷା ଯୋଗୁଁ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଭିତରେ ଥିବା ଜିଆର୍‌ପି ପୋଷ୍ଟରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରେଳବାଇ ବିଭାଗର ତ୍ରୁଟିପୂର୍ଣ୍ଣ ଡ୍ରେନେଜ୍‌ ବ୍ୟବସ୍ଥା କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ
Read More...

ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜସ୍ଵ
Read More...

ରୋଟାରୀ କ୍ଲବ ଅଫ୍ ରୋଟାରୀ ଭାଇବ୍ରାଣ୍ଟର ତୃତୀୟ ଅଧିଷ୍ଠାନ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରୋଟାରୀ ଭାଇବ୍ରାଣ୍ଟର ତୃତୀୟ ଅଧିଷ୍ଠାନ ଦିବସ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ରୋଟ୍ରାକ୍ଟ ରିମ୍ ଝିମ୍ ନାୟକ, ଲିପ୍ସା ସିଂ ଓ ରିୟା ମୁଖାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୨୬୧ର ଡିଜି
Read More...

ଗୁଡେଭେଲା ବ୍ଲକସ୍ତରୀୟ ପ୍ରାଥମିକ ବିଭାଗର କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୁଡଭେଲା ବ୍ଲକସ୍ତରୀୟ ପ୍ରାଥମିକ ବିଭାଗର କୁଇଜ୍ ପ୍ରତିଯୋଗିତା ଆଜି ପୂର୍ବାହ୍ନ ୧୧ଟା ସମୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜାମୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...