Daily Archives

ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ର ଲୋକର୍ପଣ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ ବରଗଡ, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବରଗଡ଼ ଗସ୍ତ କରି ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବ ନିର୍ମିତ ସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ ଲୋକର୍ପଣ କରିଛନ୍ତି ।
Read More...

ନକଲି କାଗଜପତ୍ର ଜମି ହଡ଼ପ ନେଇ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ଧାମନଡ଼ଙ୍ଗାରେ ନକଲି କାଗଜପତ୍ର ଜରିଆରେ ଶିବ ତାଣ୍ଡି ଓରଫ ବାବୁଲାଲ ଜଣକ ବ୍ୟକ୍ତିଙ୍କ ଜମି ଧାମନଡ଼ଙ୍ଗାର ପାର୍ବତୀ ତାଣ୍ଡି ହଡ଼ପ କରି ବିକ୍ରି କରିଥିବା ନେଇ ମୃତ ଶିବଙ୍କ ଝିଅ ନିଶା ତାଣ୍ଡି ଓ
Read More...

ଡ. ମନସୁଖ ମାଣ୍ଡଭିୟ ଜାତୀୟ ଯୁବ ପୁରସ୍କାର ବିଜେତା ଏବଂ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନଙ୍କ ସହ…

ମୋ ଭାରତ ପ୍ଲାଟଫର୍ମକୁ ଅଧିକ ଯୁବ ଅନୁକୂଳ କରିବା ଉପରେ ଆଲୋଚନାଭାରତର ଯୁବପିଢ଼ି ହିଁ ଆମର ଭବିଷ୍ୟତ ନିର୍ଣ୍ଣୟକାରୀ : କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀଠାରେ
Read More...

ଶିଙ୍ଗପାଲିରେ ବିଦ୍ୟୁତ୍ ଆଘାତରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ : ବାହାର ରାଜ୍ୟରେ ବାପା ଓ ମା’

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ଶିଙ୍ଗପାଲି ଗ୍ରାମର ନିକିତା ସୁନା(୧୮) ନାମକ ଜଣେ କଲେଜ ଛାତ୍ରୀଙ୍କ ଘରେ ବିଦ୍ୟୁତ୍ ଆଘାତରେ ଶୋଚନୀୟ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଶିଙ୍ଗପାଲି ଗ୍ରାମର ଜଳନ୍ଧର ସୁନାଙ୍କ ବଡ ଝିଅ ନିକିତା
Read More...

କୁକୁଡାଙ୍କୁ ବିଷ ଦେଇ ହତ୍ୟା କରିଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମରେ ଜଣେ କୁକୁଡ଼ା ଚାଷୀଙ୍କ ଫାର୍ମରେ କେହି ଦୁବୃର୍ତ୍ତ କୁକୁଡାଙ୍କୁ ବିଷ ଦେଇ ହତ୍ୟା କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଲେ କୁକୁଡ଼ା ଚାଷୀ । ସୂଚନା ଅନୁଯାୟୀ ସାଲେପାଲି
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମ୍ୱର୍ଦ୍ଧନା ସଭାରେ ଯୋଗଦେଇ ଓଡ଼ିଆ ଅସ୍ମିତା କଥାକୁ ତାଙ୍କ ମତରେ ଦୋହରାଇଥିବା ବେଳେ ଆଗାମୀ ଦିନରେ ଓଡିଆ ଭାଷାର ଉନ୍ନତି ପାଇଁ ମେଡ଼ିକାଲ୍‌ ସାଇନ୍ସ ପୁସ୍ତକ
Read More...

ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଗାଡି ବଣ୍ଟନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଏଗାର ଜଣ ଦିବ୍ୟାଙ୍ଗ ଭାଇଭଉଣୀ ମାନଙ୍କୁ ବ୍ୟାଟେରୀ ଚାଳିତ ଗାଡ଼ି ମାଗଣାରେ ବଣ୍ଟନ କରାଯାଇଛି । ବରଗଡ଼ ଜିଲ୍ଲାର ଦିବ୍ୟାଙ୍ଗଙ୍କ ପାଇଁ କାମ କରୁଥିବା ବରପାଲିର ସୁଇଟ୍ ଏଣ୍ଡ ସ୍ମାଇଲ୍‌ ସଂଗଠନର ମୁଖ୍ୟ ଶ୍ରୀମତୀ ମଞ୍ଜୁଲତା ଦାସଙ୍କ
Read More...

ପାଟଣାଗଡ଼ରେ ସିରିଜ ଚୋରି ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନା, ବାଇକ୍‌ ଓ ସ୍କୁଟି

ପାଟଣାଗଡ଼, (ଅଶୋକ କୁମାର ବାଗ) : ଦିନକୁ ଦିନ ପାଟଣାଗଡ଼ରେ ବଢ଼ିଚାଲିଛି ଅପରାଧିକ କାର୍ଯ୍ୟକଳାପ, ଅଞ୍ଚଳରେ ଚୋରି ଏକ ସାଧାରଣ ଘଟଣା ହେବାକୁ ବସିଲାଣି, ପ୍ରାୟ ପ୍ରତିଦିନ କୋଉଠି ବାଇକ୍‌ ଅଟକାଇ ଟଙ୍କା ଲୁଟ୍‌ ତ କୋଉଠି ଦୋକାନ ସଟର ଭାଙ୍ଗି ଚୋରି ହେଉଥିବା ଦେଖିବାକୁ ମିଳିଛି । ରହେନମାଲ
Read More...

ପଦ୍ମପୁର ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ସୀମାନ୍ତରେ ଅବସ୍ଥିତ ପଦ୍ମପୁର ଉପଖଣ୍ଡ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏଠାରେ ପ୍ରାୟତଃ ଗ୍ରାମାଞ୍ଚଳ ଗୁଡିକରେ ଜନବସତିରେ ବସବାସ କରନ୍ତି । ପଦ୍ମପୁର ଠାରେ ତତ୍‌କାଳୀନ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଲାଲ ରାଜେନ୍ଦ୍ର ସିଂ
Read More...

ବମକ ଗ୍ରାମ ପଞ୍ଚାୟତରେ ସାତୋଟି ନୂତନ ଗୃହ ଉଦ୍‌ଘାଟିତ

ମ.ରାମପୁର, (ହେମନ୍ତ ସାହୁ ) : ମ.ରାମପୁର ବ୍ଲକ୍ ଅନ୍ତର୍ଗତ ବମକ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମସ୍ଥିତ ସାତୋଟି ନୂତନ ଗୃହ ଉଦ୍ଘାଟିତ ହେଇଯାଇଛି ! ବମକ ଗ୍ରାମ ପଞ୍ଚାୟତ ର ପାଠାଗାର ଗୃହ ,ଅଭ୍ୟର୍ଥନା ଗୃହ, ଅଙ୍ଗନୱାଡ଼ି କେନ୍ଦ୍ର ବମକ ସମେତ , ଗୋଷ୍ଟୀସାଧନା କେନ୍ଦ୍ର କୁଟିଗୁଡୁମ୍,
Read More...