Daily Archives

ବଲାଙ୍ଗିର ସହରରେ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଉଦ୍‌ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି ପଞ୍ଚମ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରୁ ଭୀମ ଭୋଇ ମେଡ଼ିକାଲ୍‌ କଲେଜକୁ ଯାଉଥିବା ରାସ୍ତା ନେହେରୁ ନଗରରେ ଆଜି ସଂଧ୍ୟାରେ
Read More...

ନୂଆଦିଲ୍ଲୀରେ ପାରମ୍ପରିକ ହଲୱା ସମାରୋହ ସହିତ କେନ୍ଦ୍ର ବଜେଟ୍ ୨୦୨୪-୨୫ ପାଇଁ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ୨୦୨୪-୨୫ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ହଲୱା ସମାରୋହ ଅନୁଷ୍ଠିତ
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମାହେଶ୍ୱରୀ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ଯୁବ ସାମାଜିକ ସଂଗଠନ ମାହେଶ୍ୱରୀ ସାମାଜିକ ସଂଗଠନ ତରଫରୁ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୈଦେଶିକ ବ୍ୟାପାର ତଥା ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା, ଓଡିଶା କାର୍ଯ୍ୟାଳୟ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଶତାଧିକ ପୁରୁଷ
Read More...

ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଫରେଷ୍ଟ ବିଭାଗ ଡାକବଙ୍ଗଳାଠାରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ ସିଇଓ ହିମାଂଶୁ ଭରାସଗରିଆଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଲୋକସଭା ସାଂସଦଙ୍କ ମୁରିବାହାଲ ବ୍ଲକ ପ୍ରତିନିଧି ରୂପେ ଶ୍ରୀବତ୍ସ ବେହେରା ନିଯୁକ୍ତ : ବିଭିନ୍ନ ମହଲରୁ ଶୁଭେଚ୍ଛା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନବନିର୍ବାଚିତ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ମୁରିବାହାଲ ବ୍ଲକ ସାଂସଦ ପ୍ରତିନିଧି ରୂପେ ଶ୍ରୀବତ୍ସ ବେହେରା ପୁଣି ଥରେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ବେହେରା ସାଂସଦ ପ୍ରତିନିଧି ନିଯୁକ୍ତ ହେବା ପରେ ମଙ୍ଗଳବାର ସେ
Read More...

ପରିବେଶର ବିକାଶ ତଥା ନୂତନ ଜଙ୍ଗଲ ସୃଷ୍ଟି କରିବା ଆମର ଧ୍ୟେୟ ହେଉ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜଙ୍ଗଲ ତଥା ପରିବେଶ ବଞ୍ଚିଲେ ଆମେ ବଞ୍ଚିବା । ପରିବେଶର ବିକାଶ ତଥା ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗରେ ସମସ୍ତେ ଉଦ୍ୟମ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଆହ୍ୱାନ ଜଣାଇଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ
Read More...

କନ୍ଧମାଳରେ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ ସାର୍ତ୍ତାଗୁଡ ନିକଟ ପିଲା ସାଲୁଙ୍କୀ ନଦୀ କୂଳରେ ଏକ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି କରାଯାଇଛି । ପରିଷଦର ସଭାପତି ଦିଲ୍ଲୀପ କୁମାର
Read More...

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସମସ୍ତ ଡାକ୍ତରଙ୍କ ସହ ଆଲୋଚନା କଲେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ବାଗ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଙ୍ଗଳବାର ଦିନ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ନିର୍ବାଚନ ମଣ୍ଡଳୀରେ ଥିବା ଡାକ୍ତରଖାନାର ଡାକ୍ତର ମାନଙ୍କ ସହ ଏକ ବୈଠକ କରିଛନ୍ତି । ଏହି ବୈଠକରେ ବଙ୍ଗୋମୁଣ୍ଡା, ମୁରିବାହାଲ,
Read More...

୧ କ୍ୱିଣ୍ଟାଲ୧୨ କିଲୋ ଗଞ୍ଜେଇ ଜବତ : ୨ ଗିରଫ

ଭୁବନେଶ୍ୱର : ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ସୋମବାର ଦିନ ସେମାନଙ୍କୁ ଧରିବା ପାଇଁ
Read More...

ରାଜା ଦୁର୍ଗାମାଧବ ପ୍ରସାଦ ସିଂହଦେଓ ଗ୍ରନ୍ଥାବଳୀ ଲୋକାର୍ପଣ

ଭବାନୀପାଟଣା, (ହେମନ୍ତ ସାହୁ) : ରାଜା ଦୁର୍ଗାମାଧବ ପ୍ରସାଦ ସିଂହଦେଓଙ୍କ ଗ୍ରନ୍ଥାବଳୀ ଲୋକାର୍ପଣ ଉତ୍ସବ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ଅନନ୍ୟ ଉପହାର ବୋଲି ଉତ୍ସବ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ଓଡିଶାର ଅଗ୍ରଣୀ
Read More...