Monthly Archives

June 2024

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ଲୋକଙ୍କ ସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ଗରିବଙ୍କ ପାଇଁ ସମର୍ପିତ ଥିଲା ପ୍ରଥମ କ୍ୟାବିନେଟ୍ ନିଷ୍ପତ୍ତି : ଶ୍ରୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : ଅଶ୍ୱିନୀ ବୈଷ୍ଣବ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ବୈଷ୍ଣବ
Read More...

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ

ଭୁବନେଶ୍ୱର : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ନାଁରେ ମୋହର ବାଜିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ
Read More...

ଦାଦନ ଶ୍ରମିକ ଦୁଃଖ ଶୁଣିବ କିଏ : ଦଇବକୁ ବିଧାତା ସାହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିଗାଁ ଠାରେ ଏକ ଦାଦନ ଶ୍ରମିକର କରୁଣ କାହାଣୀ ଦେଖିବାକୁ ମିଳିଛି । ଦହିଗାଁ କଲୋନିପଡାର ଦୁଆରୁ ବରିହା(୩୮) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବରିହା ବହୁ ଦୁଃଖରେ ଦିନ କାଟୁଛନ୍ତି । ଦୁଆରୁ ବରିହା ଅନ୍ୟ ଲୋକଙ୍କ କାମ କରି
Read More...

ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

ଭୁବନେଶ୍ୱର : ଆସନ୍ତା ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା । ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି ହୋଇଛି । ନୂଆ ସରକାର ଗଠନ ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ,
Read More...

ନବୀନଙ୍କୁ ବିଜେପିର ନିମନ୍ତ୍ରଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି ରାଜ୍ୟ ବିଜେପି । ନବୀନ ନିବାସକୁ ଯାଇ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପିର ୫ ଜଣ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ : ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ୍‌ ଠାରେ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟସଭା ସାଂସଦ
Read More...

ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ରେଳ ଲାଇନରୁ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ, ଜିଆର୍‌ପି ପୋଲିସର ତନାଘନା ଜାରି

ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ରେଳ ଷ୍ଟେସନ ନିକଟ ରେଳ ଲାଇନ୍‌ ଉପରେ ପଡିଛି ଜଣେ ପୁରୁଷ ଏବଂ ମହିଳାଙ୍କ ମୃତଦେହ । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କିଛି ସ୍ଥାନୀୟ ଲୋକ ରେଳ ଲାଇନ୍‌ ଟ୍ରାକ୍‌ ଉପରେ ଦୁଇ ଜଣଙ୍କ ମୃତଦେହ ଦେଖି ଜିଆର୍‌ପି ପୋଲିସକୁ ଖବର
Read More...

କରଞ୍ଜିଆ ପ୍ରସିଦ୍ଧ ପୁର୍ନେଶ୍ୱର ଶୈବପୀଠରେ ପାରମ୍ପରିକ ରୀତିନୀତି ଅନୁସାରେ ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : କରଞ୍ଜିଆ ପ୍ରସିଦ୍ଧ ପୁର୍ନେଶ୍ୱର ପୀଠରେ ମହାସମାରୋହରେ ଦେବ ଦମ୍ପତ୍ତିଙ୍କ ବିବାହ ଶେଷ ହୋଇଛି । ରାତି ୮ ଟାରେ ବାହାରିଥିଲା ଦେବ ବରଯାତ୍ରୀ । ରୀତିନୀତି ଅନୁଯାୟୀ ମହାଦେବଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ, ଇନ୍ଦ୍ର, ଯମ, ନାରଦ ଆଦି ଦେବଗଣ ।
Read More...

ଟିଟିଲାଗଡରେ ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ଶୀତଳ ଷଷ୍ଠୀ ୨୪ ବର୍ଷରେ ପଦାର୍ପଣ କରିଛି । ସୋମବାର ସଂଧ୍ୟାରେ ବର ପିତାମାତା କାନ୍ତ ଖର୍ସେଲ ଓ କନକ ଖର୍ସେଲ ସିରଭଟାପଡ଼ା ନିଜ ବାସଭବନରୁ ବାବା ଧବଳେଶ୍ଵରଙ୍କୁ ଧରି ବରଯାତ୍ରୀଙ୍କ ସହ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ବାଦ୍ୟଯନ୍ତ୍ର,
Read More...

ବିଜେପୁରରେ ଖଗେଶ୍ୱର ଜୟନ୍ତୀ ଉତ୍ସବ

ଖଗେଶ୍ୱର ସାହିତ୍ୟ ପାଠ୍ୟ ପୁସ୍ତକରେ ସ୍ଥାନୀତ ହେଉ ବରଗଡ, (ନିରୋଜ କୁମାର ପାଣୀ) : ପ୍ରଚଣ୍ଡ ପ୍ରତିଭାଧର ଅଧିକାରୀ ସାହିତ୍ୟପ୍ରାଣ କବି ଖଗେଶ୍ୱର ସେଠଙ୍କ ରଚନାବଳୀ ଅନନ୍ୟା, ଅନୁପମା ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ରଚିତ ତାଙ୍କ ସାହିତ୍ୟ ବହୁ ଉଚ୍ଚାଙ୍ଗ ଅନ୍ୟାୟ, ଅନୀତି ବିରୁଦ୍ଧରେ
Read More...