Daily Archives

ରାମୋଜି ରାଓଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ରାମୋଜି ରାଓ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏ ଭାରତୀୟ ଗଣମାଧ୍ୟମରେ ବିପ୍ଳବ ଆଣିଥିଲେ ।
Read More...

ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ କଲେଜ ଛାତ୍ର ମୃତ

ରାଉରକେଲା : ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ ଘଟିଛି । ଗାଧୋଇବାକୁ ଯାଇଥିବାବେଳେ ଦୁଇ ଜଣ ବୁଡ଼ି ଯାଇଛନ୍ତି । ମୃତ ଛାତ୍ର ଦ୍ୱୟ ହେଲେ ରଜତ ସାହୁ (୨୧) ଓ ସମୀର ସୁକୁମାର ନାୟକ (୨୩) । ସୂଚନା ଅନୁସାରେ ରାଉରକେଲା ଏନ୍‌ଆଇଟିକୁ ଇଣ୍ଟରନ୍‌ସିପ୍‌ ପାଇଁ ଆସିଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ
Read More...

ପଦ୍ମ ଧରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର : ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ବିଜେଡି ଟିକେଟ୍‌ରେ ୫ ଥର ସାଂସଦ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀ ଏବେ ପଦ୍ମ ଧରିଛନ୍ତି । ଦିଲ୍ଲୀରେ ଥିବା ନବ ନିର୍ବାଚିତ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ସହ କାନ୍ଧରେ ବିଜେପି ଉତ୍ତରୀୟ ପକାଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଫଟୋ ଏବେ
Read More...

ବଲାଙ୍ଗିର ଜିଲ୍ଲାର କେଉଁ ବିଧାୟକ ହେବେ ମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାରେ ବିଜେପି ବାଜିମାତ୍‌ କରିବା ପରେ ସରକାର ଗଢ଼ିବାକୁ ଯାଉଛି । ତେବେ ବିଜେପି ମନ୍ତ୍ରୀ ମଣ୍ଡଳରେ ବଲାଙ୍ଗିର ଜିଲ୍ଲାର ବିଜେପି ବିଧାୟକ ମାନଙ୍କ ମଧ୍ୟରୁ କିଏ ସାମିଲ୍‌ ହେବେ, ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚଳିତ ନିର୍ବାଚନରେ ବିଜେଡ଼ି
Read More...

ନବୀନ ନିବାସରେ ବିଜେଡ଼ିର ବରିଷ୍ଠ ନେତାଙ୍କ ଭିଡ଼

ଭୁବନେଶ୍ୱର : ନବୀନ ନିବାସରେ ବିଜେଡ଼ିର ବରିଷ୍ଠ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି । ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତାମାନେ । ବୈଠକରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଭି.କେ.ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିବା ଖବର ମିଳୁଛି
Read More...

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ : ୩ ମୃତ

ନୂଆଦିଲ୍ଳୀ : ଦିଲ୍ଲୀର ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା କୁହାଯାଉଛି । ଶନିବାର ସକାଳେ ନରେଲା ଶିଳ୍ପାଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।
Read More...

ଆସନ୍ତାକାଲି ଶପଥ ନେବେ ମୋଦୀ

ନୂଆଦିଲ୍ଲୀ : ଆସନ୍ତାକାଲି ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଦିଲ୍ଲୀ ରବିବାର ଦିନ ହାଇ ଆଲର୍ଟରେ ରହିବ । ପାରାମିଲିଟାରୀ କର୍ମଚାରୀ, ଏନଏସଜି କମାଣ୍ଡୋ, ଡ୍ରୋନ୍ ଏବଂ ସ୍ନାଇପରଙ୍କର ପରି ବହୁ ଉଚ୍ଚ ସ୍ତରୀୟ ସୁରକ୍ଷା ଏହି କାର୍ଯ୍ୟକ୍ରମ ପାଇଁ
Read More...

କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷଙ୍କ ଦେହାନ୍ତ : ବିଭିନ୍ନ ମହଲରେ ଶୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ହେଲା ଶାରୀରିକ ଅସୁସ୍ଥରେ ପୀଡ଼ିତ ଥିଲେ । ସେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ
Read More...

ଦଶ ବଛର ଉତରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ କେ ଫିର୍‌ଲା ବିଜେଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶ ବଛର ଉତରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ କେ ଫିର୍‌ଲା ବିଜେଡି । ୨୦୧୪ ଆର୍‌ ୨୦୧୯ ନିର୍ବାଚନ ଥି ନିଜର୍‌ ଦବ୍‌ଦବା ଥି ଜିତିଥିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ୨୦୧୪ ତକ୍‌ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କର୍‌ ହାତେ ଥିଲା
Read More...

ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନରେ ଉନ୍ନତି ପାଇଁ ଖୁସି ବ୍ୟକ୍ତ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି
Read More...