Monthly Archives

April 2024

ଜିରାଳ ସାପ୍ତାହିକ ହାଟରେ ବୋମାମାଡ

କାମାକ୍ଷାନଗର : ଜିରାଳ ସାପ୍ତାହିକ ହାଟରେ ବୋମାମାଡ । ଗୋରୁ ବେପାରୀଙ୍କ ଉପରକୁ ବୋମାମାଡ କରି ବୋଲେରୋ ଗାଡିସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ୩ଟା ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରି ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟିନେଲେ । ସୂଚନାଥାଉକି, ଗୋରୁ ବେପାରୀଙ୍କ ଉପରକୁ
Read More...

ଆନ୍ତର୍ଜାତୀୟ ବିବେକ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୫ ଏପ୍ରିଲରେ "ଆନ୍ତର୍ଜାତୀୟ ବିବେକ ଦିବସ" ପାଳନ କରାଯାଏ । ମିଳିତ ଜାତିସଂଘ ଏହି ଦିନ ପ୍ରତିଷ୍ଠା କରିଥିଲା ​​ଯାହା ଆତ୍ମ - ପରୀକ୍ଷଣ ଏବଂ ନୈତିକ ଭାବରେ କାର୍ଯ୍ୟ କରିବାର ଗୁରୁତ୍ୱ ଉପରେ ଧ୍ୟାନ ଦେଇଥାଏ । ଏହି ଦିନ ଶାନ୍ତି ଏବଂ
Read More...

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଚୁଲାଭାଟ ଗାଁର ଜଣେ ମହିଳାଙ୍କୁ ଭାଲୁ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଖବର ମିଛିଛି । ସୂଚନା ଅନୁଯାୟୀ ଚୁଲାଭାଟର କଥାବାଇ ରାଉତ ନାମକ ମହିଳା (୪୫) ସକାଳୁ ମହୁଲ ଗୋଟାଇବାକୁ ଯାଉଥିବା
Read More...

ହିନ୍ଦୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ର ଏକ ନିଚ୍ଛକ ପଲି କୋଳରେ ୧୯୯୦ ମସିହାରେ ଗଢି ଉଠିଥିବା କବି ପ୍ରସନ ପାଟ୍ଟଶାଣୀ ଉଚ୍ଚବିଦ୍ୟାଳୟ, ମୁନିନ୍ଦା ବହୁତ ଘାତ ପ୍ରତିଘାତ ମଧ୍ୟରେ ମୁଣ୍ଡ ଟେକି ପୁରୀ ଜିଲ୍ଲାରେ ତଥା ଓଡିଶାରେ ତାର ନାଁକୁ ବଜାଇ ରଖିଛି । ଏହି
Read More...

ବାଲିଗୁଡା ଆସନକୁ ଝୁଲାଇ ରଖିଛି ବିଜେଡି : ବଢୁଛି ନାନା କଳ୍ପନା ଜଳ୍ପନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାର ୩ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଘୁ. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି । ହେଲେ ବାଲିଗୁଡା ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି । ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି ।
Read More...

ଉତ୍କଳ ପ୍ରାନ୍ତୀୟ ମାରୱାଡି ସମ୍ମେଳନ ଟିଟିଲାଗଡ଼ ଶାଖା ୨୦୨୪/୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ : ଅଧକ୍ଷ ଭାବେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମହାବୀର ଧର୍ମଶାଳାଠାରେ ଉତ୍କଳ ପ୍ରାନ୍ତୀୟ ମାରୱାଡି ସମ୍ମେଳନ ଟିଟିଲାଗଡ଼ ଶାଖାର ବର୍ଷ ୨୦୨୪/୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସର୍ବ ସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ରାଜେଶ
Read More...

ଥମୁନି ଦାଦନ ମୃତ୍ୟୁ ଦୁଃଖ : ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ମୃତ୍ୟୁର ବିକଳ ଚିତ୍ର

ଖପ୍ରାଖୋଲ, (ଅଶୋକ କୁମାର ବାଗ) ଥମୁନି ଦାଦନ ମୃତ୍ୟୁ ଦୁଃଖ । ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ମୃତ୍ୟୁର ବିକଳ ଚିତ୍ର । ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଓଲଟା । କାମ ଧନ୍ଦା ନପାଇ ହତାଶ ହେବା ପରେ
Read More...

ଏକତ୍ର ଓ ଓଡ଼ିଶା ନାଟ୍ୟ ସଂଘର ଆଲୋଚନାଚକ୍ର : ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ । ନାଟକରେ ଆତ୍ମବୋଧ ରହିଲେ ନାଟକ ଗ୍ରହଣୀୟ ହୋଇଥାଏ ବୋଲି ଏକତ୍ର ଓ ଓଡ଼ିଶା ନାଟ୍ୟ ସଂଘର ଆଲୋଚନାଚକ୍ରରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଶ୍ୱ ନାଟକ ଦିବସ ପରୀପ୍ରେକ୍ଷୀରେ ଓଡ଼ିଶା ନାଟ୍ୟ
Read More...

ଜିଏସ୍‌ଏଚ୍‌ଇଆର ଆଣିଛି ସ୍ୱୟଂ ସେବା କେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଗରୁ ଭଲ ହେବା ପାଇଁ ମଣିଷ ବିଭିନ୍ନ ଔଷଧ ଉପରେ ନିର୍ଭର କରୁଛି । ଶରୀର ସୁସ୍ଥ ରହିଲେ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ । ତେବେ ଜୀବନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ରାଉରକେଲାର ଜଣାଶୁଣା ପ୍ରତିଷ୍ଠିତ ଡାକ୍ତର ବିଶ୍ୱଜିତ ମହାପାତ୍ର ଏକ ଟ୍ରଷ୍ଟ
Read More...

ଦି ହ୍ୟୁମାନିଟି ଫାଉଣ୍ଡେସନର ଶ୍ରଦ୍ଧା ଆଶ୍ରମରେ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ହ୍ୟୁମାନିଟି ଫାଉଣ୍ଡେସନର ଉତ୍କଳ ଦିବସ ସେକ୍ଟର ୧୬ ଶ୍ରଦ୍ଧା ଅନୁଷ୍ଠାନରେ ପାଳିତ ହୋଇଯାଇଛି । ଫାଉଣ୍ଡସନର ପ୍ରତିଷ୍ଠାତା ଦୀପ୍ତି ସୁନ୍ଦରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର
Read More...