ଡ୍ୟୁଟି କରୁଥିବା ତିନି କର୍ମଚାରୀଙ୍କୁ ଦଳିଦେଲା ଟ୍ରକ୍
ବରଗଡ଼ : ଟ୍ରକ୍ ଧକ୍କାରେ ଚାଲିଗଲା ତିନିଜଣଙ୍କ ଜୀବନ । ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଶୋକା କମ୍ପାନିରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳିଦେଲା ଟ୍ରକ୍ । ଘଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ । ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ!-->…
Read More...
Read More...