Monthly Archives

April 2024

ବିଶ୍ୱ ଐତିହ୍ୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଏପ୍ରିଲ୍ ୧୮ରେ ଆୟୋଜିତ ହେଉଥିବା "ବିଶ୍ୱ ଐତିହ୍ୟ ଦିବସ କିମ୍ବା ସ୍ମାରକୀ ଏବଂ ଐତିହ୍ୟ ସ୍ଥଳ ପାଇଁ ଆନ୍ତର୍ଜାତୀୟ ଦିବସ" ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକା ଦ୍ୱାରା ସ୍ୱୀକୃତିପ୍ରାପ୍ତ ସାଂସ୍କୃତିକ ତଥା ପ୍ରାକୃତିକ ସ୍ଥାନଗୁଡିକର ଏକ
Read More...

ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର : ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ତାତି ସହ ଏଣିକି ବଢିବ ଗୁଳୁଗୁଳି । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ପାଇଁ ୨୪ଟି ଜିଲ୍ଲାକୁ ହିଟୱୋଭ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ
Read More...

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ

ଭୁବନେଶ୍ୱର : ତାପମାତ୍ରା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ଆସନ୍ତା ୩ ଦିନ
Read More...

ଚନ୍ଦନଭାଟି ଶିଶୁ ମନ୍ଦିରରେ ରାମ ନବମୀ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିଠାରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଧୁମ୍ ଧାମ୍‌ରେ ପାଳିତ ହୋଇଯାଇଛି । ଶ୍ରୀରାମ ରଥ ସହିତ ବିଦ୍ୟାଳୟରୁ ସମସ୍ତ ଶିଶୁ ଭାଇ ଭଉଣୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ସକାଳ ଘ୭.୩୦ମି.ରେ ଚନ୍ଦନଭାଟି ଗ୍ରାମ ପରିକ୍ରମା
Read More...

କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇ ଲଢ଼ିବେ ମୁଖ୍ୟମନ୍ତ୍ରୀ : ସ୍ୱାଗତ ଜଣାଇଲେ ମୁରିବାହାଲ ବ୍ଲକ ଅଞ୍ଚଳବାସୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କଣ୍ଟାବାଞ୍ଜି ସହ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନରୁ ଏକ ସଙ୍ଗେ ବିଜେଡ଼ିର ବିଧାୟକ ପ୍ରାର୍ଥୀ ଘୋଷିତ ହୋଇଛନ୍ତି
Read More...

ପବିତ୍ର ରାମ ନବମୀ ପାଇଁ ସମଗ୍ର ଜୟପାଟଣା ଅଞ୍ଚଳ ଉତ୍ସବମୁଖର

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ଶ୍ରୀରାମ ନବମୀ ପାଳନ ଅବସରରେ ସମଗ୍ର ଜୟପାଟଣା ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି । ବିଭିନ୍ନ ଅଞ୍ଚଳର ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୋଳକାମୁଣ୍ଡା, କଦୋପଦର, ବାନେର, ଧନ୍‌ସୁଲି, ମୁଖିଗୁଡ଼ା, ରେଙ୍ଗାଲପାଲି ଆଦି
Read More...

ଶ୍ରୀରାମ ନବମୀରେ ମନ୍ଦିର ବୁଲିଲେ ସମରେନ୍ଦ୍ର ନରସିଂହ : ଅଂଚଳ ପାଇଁ ମାଗିଲେ ଶାନ୍ତି, ମୈତ୍ରୀ, ଏକତା ଓ ଉନ୍ନତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ପ୍ରଭୁଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ସମଗ୍ର ବଲାଙ୍ଗିର ସହର ଭକ୍ତିମୟ ପରିବେଶରେ ପୁରି ଉଠିଛି । ସହର ମଧ୍ୟରେ ପ୍ରତ୍ୟେକ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ସହରବାସୀଙ୍କର ଗହଳି ଲାଗି ରହିଛି । ଏ ଅବସରରେ
Read More...

ଖୁଟୁଲୁମୁଣ୍ଡା ଗାଁରେ ଆମ୍ବେଦକର ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ ଗ୍ରାମପଞ୍ଚାୟତ ଖୁଟୁଲୁମୁଣ୍ଡା ଗ୍ରାମରେ ବିଶ୍ୱରତ୍ନ ଡାକ୍ତର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସାଇଭାଇ ସୋସିଆଲ ୱାର୍କର ଫାଉଣ୍ଡର ପ୍ରତିଷ୍ଠାତା ରାଜେନ୍ଦ୍ର
Read More...

ପାଣିରେ ବୁଡ଼ି ପ୍ରାଣ ହରାଇଲେ ୭ ବର୍ଷର ବାଳକ ରୁଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘଂଟ ଶଙ୍ଖ ବାଦ୍ୟ ସହ ଗ୍ରାମବାସୀ ଏକ ଆଧ୍ୟାତ୍ମିକ ପଟୁଆରରେ କଳସ ବିସର୍ଜନ ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ପୋଖରୀ ପାଣିରେ ବୁଡ଼ି ପ୍ରାଣ ହରାଇଛି ଜଣେ ୭ ବର୍ଷର ପୁଅ ରୁଦ୍ର ମାଝି । ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ
Read More...

ମାହେଶ୍ୱରୀ ତରଫରୁ ନାରୀ ସଶକ୍ତିକରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ତରଫରୁ ନାରୀ ସଶକ୍ତିକରଣ ପାଇଁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାହେଶ୍ୱରୀ ସବୁବେଳେ ନାରୀ ଶକ୍ତିକୁ ଏକ ମର୍ଯ୍ୟାଦାଜନକ ସ୍ଥାନରେ ସମାଜରେ ଦେଖିବାକୁ ଚାହେଁ । ସେଥି ପାଇଁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ
Read More...