Monthly Archives

April 2024

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି : ବଡ଼ଚଣାରୁ ଲଢ଼ିବେ ବର୍ଷା

ଭୁବନେଶ୍ୱର : ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି । ବଡ଼ଚଣାରୁ ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ପ୍ରାର୍ଥୀତ୍ୱ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରାଙ୍କୁ
Read More...

ଗୋଟିଏ ଦିନରେ ‘ରାମ ନାମ’ କବିତା ଲିଖନ ରେକର୍ଡ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାମ ନବମୀ ଅବସରରେ ରାଜ୍ୟସ୍ତରୀୟ ରାମ ନାମ ଶୀର୍ଷକ ଲିଖିତ କବିତା ସୃଜନ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହା ଆଧ୍ୟାତ୍ମିକ ସାହିତ୍ୟର ସର୍ବବୃହତ୍ ପ୍ରତିଯୋଗିତା ଥିଲା । ସକାଳ ୭ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ
Read More...

ଜନ ଆଶିର୍ବାଦ ସଭାରେ ଯୋଗ ଦେଲେ ହଜାର ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜିବୀ

ଅଭିଜ୍ଞତାର ସକରାତ୍ମକ ପ୍ରୟୋଗ ଅଂଚଳର ବିକାଶ କରିଥାଏ - ସମରେନ୍ଦ୍ରବିକାଶ ଦିଗରେ ନରସିଂହଙ୍କ ପଦାଙ୍କ ଅନୁସରଣର ପ୍ରତିଜ୍ଞା କଲେ ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ହଜାର ହଜାର ସଂଖ୍ୟାରେ ଅଂଚଳରୁ ବୁଦ୍ଧିଜିବୀ ବରିଷ୍ଠ ନାଗରିକ ମତେ ଆଶିର୍ବାଦ ଦେବା ପାଇଁ ଆସି ଥିବାରୁ ମୁଁ
Read More...

ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କଲେ ପୂର୍ବତନ ମେୟର ଶିବଶଙ୍କର ଦାଶ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କଲେ ପୂର୍ବତନ ମେୟର ଶିବଶଙ୍କର ଦାଶ, ଯାହାଙ୍କ ନାମ ସାଧାରଣରେ ପିଣ୍ଟୁ ବୋଲି ଜାଣନ୍ତି । ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପିଣ୍ଟୁ ଏକ ଖୋଲା ଯାନରେ ଆସି ଜିଲ୍ଲା ମହକୁମା
Read More...

ଗାଈ ଓ ଛେଳି ଖାଇଗଲେ ୧୦ ଲକ୍ଷ ଟଙ୍କାର ଗଛ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ବନଖଣ୍ଡ ଜଙ୍ଗଲ ଜମିରେ ହୋଇଥିଲା ବ୍ୟାପକ ବୃକ୍ଷରୋପଣ । ଖର୍ଚ୍ଚ ହୋଇଥିଲା ୧୦ ଲକ୍ଷରୁ ଅଧିକ ଟଙ୍କା । କିନ୍ତୁ ଗଛମାନଙ୍କର ଦେଖାମିଳୁନି । ଯେଉଁ ଜାଗାରେ ବନୀକରଣ ହୋଇଥିବା ଦର୍ଶାଯାଇଛି, ତାହା ଏବେ ଟାଙ୍ଗରା ଭୂଇଁ । ଏହା ହେଉଛି ବୌଦ୍ଧ ବନଖଣ୍ଡ
Read More...

ଦେଓଗାଁ ବ୍ଲକରେ ଗୋପାଳଜୀଙ୍କ ପ୍ରତି ଆସ୍ଥା ପ୍ରକାଶ କଲେ ଜନସାଧାରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଏକ ଅପାରଗ ଓ କଥା କହୁଥିବା ସରକାର ଚାଲିଛି । ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ଚାଲୁଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଓଡିଶାରେ ଲାଗୁ କରା ନଯାଇ ସେଇ ଟଙ୍କାରେ କେବଳ ଛାପା ବଦଳାଇ ରାଜ୍ୟ ସରକାର ନିଜର ବାହାବା ନେଉଛନ୍ତି ।
Read More...

ବଲାଙ୍ଗିର ଜଗନ୍ନାଥପଡ଼ାରେ ଆରମ୍ଭ ହେଲା ରାମଲୀଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ାରେ ଆରମ୍ଭ ହେଲା ରାମଲୀଳା । ଖୁବ୍‌ ଉତ୍ସାହର ସହ କଳାକାରମାନେ ନୀତି ପରମ୍ପରା ଅବଲମ୍ବନ କରି ଗତ ରାତିରୁ ରାମଲୀଳା ଅଭିନୟ ଆରମ୍ଭ କରିଛନ୍ତି । ଆଗାମୀ ୨୧ ଦିନ ଧରି ରାମଜୀ ନାଟ୍ୟ ସଂସଦ ପଖ୍ୟରୁ ଜଗନ୍ନାଥପଡ଼ା ନାଟ୍ୟ ମଣ୍ଡପରେ ରାତି
Read More...

ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ଅଧିକ ମତଦାନ

୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣଉତ୍ତର-ପୂର୍ବାଞ୍ଚଳ ସମେତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସରିଛି ମତଦାନବସ୍ତରର ୫୬ଟି ଗାଁରେ ଏବଂ ଗ୍ରେଟ୍ ନିକୋବରର ଶୋମ୍ପେନ ଜନଜାତିରେ ପ୍ରଥମ ଥର ପାଇଁ ମତଦାନ ହୋଇଛିବହୁ ସଂଖ୍ୟକ ପ୍ରଥମ ଥର ମତଦାତା
Read More...

କଂଗ୍ରେସ ଦଳରେ ଯୋଗ ଦେଲେ ଦେଓଗାଁ ବ୍ଲକ ଗୌରଗୋଠ ଗାଁର ବହୁ ଯୁବକ

ସମରେନ୍ଦ୍ରଙ୍କ ନେତୃତ୍ୱ ଓ ନରସିଂହଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସ୍ଥିତ ଗୌରଗୋଠ ଗାଁର ବିଜେଡି ଦଳର ଆଗ ଧାଡିର ଯୁବକମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି କଂଗ୍ରେସ ଦଳରେ ଯୋଗଦାନ
Read More...

ଏଲ୍‌ସିଏ ତେଜସ୍‌ ଏମ୍‌କେ୧ଏ ପାଇଁ ସ୍ୱଦେଶୀ ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ…

ନୂଆଦିଲ୍ଲୀ, (ପିଆଇବି) : ଡିଆର୍‌ଡିଓର ଏରୋନ୍‌ଟିକାଲ୍‌ ଡେଭ୍‌ଲପ୍‌ମେଣ୍ଟ ଏଜେନ୍ସି (ଏଡିଏ) ସ୍ୱଦେଶୀ ଲିଡିଂ ଏଜ୍ ଆକ୍‌ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍)କୁ ହସ୍ତାନ୍ତର କରିଛି । ବର୍ତ୍ତମାନର ୮୩ ଏଲ୍‌ସିଏ ତେଜସ୍‌
Read More...