Daily Archives

ପ୍ରଜ୍ଞା ପ୍ରବାହର ବୁଦ୍ଧିଜୀବୀ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପ୍ରଜ୍ଞା ପ୍ରବାହର ବୁଦ୍ଧିଜୀବୀ ସମ୍ମିଳନୀ ରାଉରକେଲା କ୍ଲବ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଲୋଚ୍ୟ ବିଷୟ ବୈଶ୍ୱିକ ପରିଦୂର୍ଶ୍ୟରେ ଭାରତ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମର ସହ ସଂଯୋଜକ କ୍ରିଷ୍ଣକାନ୍ତ ଜୟସ୍ୱାଲଙ୍କ
Read More...

ଭୋଟର ସଚେତନତା ରେଲି ଓ ନବାଗତା ଛାତ୍ରୀଙ୍କୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୂଡ଼ାମଣି ବାରିକଙ୍କ ନିର୍ଦ୍ଦେଶ କ୍ରମେ, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜ ବୋରା ସମ୍ବର ଲୋକନାଥ
Read More...

ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ : ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ପୃଥିବୀ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ଵାରା ବିଶ୍ୱ ପୃଥିବୀ ଦିବସ ପାଳନ କରାଯାଇଥିଲା । ଆଇ. ଇ. ଆଇ. ଲୋକାଲ୍ ସେଣ୍ଟର୍ ବିଲଡିଂ, ପଟେଲ ମେମୋରିଆଲ୍ ସେମିନାର ହଲ୍‌ଠାରେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡ୍‌ରେ ହୋଇଥିଲା ।
Read More...

ମାନବିକ ବସ୍ତି ଉଚ୍ଛେଦକୁ ଶୀଘ୍ର ବନ୍ଦ କରିବାକୁ ବିଜେପିର ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : ସାଧାରଣ ନିର୍ବାଚନର ଘୋଷଣା ପରେ ରାଉରକେଲା ରଘୁନାଥପଲ୍ଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର- ୬ ଏକତା କ୍ଳବ୍ ବସ୍ତିରେ ଡିଏଫଓ ଦ୍ଵାରା ମାନବିକ ବସ୍ତି ଉଚ୍ଛେଦ କରାଯାଉଥିଲା । ଏହି ଉଚ୍ଛେଦକୁ ବିରୋଧ କରି ବିଜେପି ଜିଲ୍ଲା ସଭାନେତ୍ରୀ ଲତିକା
Read More...

ଜଗନ୍ନାଥପଡ଼ାର ରାମଲୀଳାରେ ଭରତ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ପ୍ରଦର୍ଶିତ ହୋଇଛି ଭରତ ମିଳନ । ରାମଙ୍କୁ ଭେଟି ଶ୍ରୀରାମଙ୍କ ପାଦୁକା ନେଇ ଫେରିଛନ୍ତି ଭରତ । ଏଥିସହିତ ଅଯୋଧ୍ୟା କାଣ୍ଡ ସମାପ୍ତ ହେବା ସହ ଲଙ୍କାକାଣ୍ଡ ଆରମ୍ଭ ହୋଇଛି । ଚମକ୍ରାର ଅଭିନୟରେ ଦର୍ଶକଙ୍କୁ
Read More...

ଉଠା ଦୋକାନୀମାନଙ୍କ ସହ କଳିକେଶଙ୍କ ଭାବ ବିନିମୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଠା ଦୋକାନୀମାନଙ୍କ ସହ ଭାବ ବିନିମୟ କରିଛନ୍ତି ବଲାଙ୍ଗିର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ବଲାଙ୍ଗିର ମୀନା ଟେଣ୍ଟ ହାଉସ୍‌ରେ ବଲାଙ୍ଗିର ଉଠାଦୋକାନୀ ମହାସଂଘର ସଭାପତି ଦଳିତ ନେତା ଶମ୍ଭୁ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଟିଟିଲାଗଡ ଦେଶିଲ ନିକଟରେ ମାଟି ପକାଇ ପୋତା ଯାଉଛି ଜମି : ରୟାଲ୍ଟି କାହା ପାଖକୁ ଗଲା ?

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଜମି ବ୍ୟାପାର କରିବା ପାଇଁ ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ଜମି କିଣା ବିକା ଚାଲିଛି । ଖାଲୁଆ ଜମିକୁ ଉଚ୍ଚ କରିବା ପାଇଁ ଶହ ଶହ ଟ୍ରିପ ମାଟି ପକାଯାଉଛି । ତାହା ପୁଣି ଆର୍‌ଆଇଙ୍କୁ ନ ଜଣାଇ । ସରକାରୀ ମାଟି ନେବାକୁ ହେଲେ ଆର୍‌ଆଇ
Read More...

ମନରେଗା ଦୁର୍ନୀତି ଓ ଲୋକପାଳଙ୍କ ସର୍‌ଜମିନ୍‌ ତଦନ୍ତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଶିମିଲିପଦର୍ ପଂଚାୟତ ଅନ୍ତର୍ଗତ ଲୋକାପଡ଼ା ଗ୍ରାମର ଭେଲୁଆମୁଣ୍ଡା ବନ୍ଧର (ପୋଖରୀର) ଉନ୍ନତିକରଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଗରିବ ଲୋକଙ୍କୁ କାମଧନ୍ଦା ଯୋଗାଇଦେବା ନିମନ୍ତେ ସରକାର ମନରେଗା ଯୋଜନା
Read More...

ପ୍ରଥମ ରୟାଲ ଓପନ୍‌ କରାଟେ ଚମ୍ପିୟାନ୍‌ସିପ୍‌ ଆସନ୍ତା ୨୭ ଓ ୨୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଥମ ରୟାଲ କରାଟେ ଓପନ୍‌ ଚମ୍ପିୟାନ୍‌ସିପ୍‌ ୨୦୨୪ ଚଳିତ ମାସ ୨୭ ଓ ୨୮ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ସେକ୍ଟର ୧୯ ସ୍ଥିତ ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମୁଖ୍ୟ ଅନୁଦେଷ୍ଟା
Read More...

ବାଲିଗୁଡା ପୋଲିସଙ୍କୁ ବଡ ସଫଳତା : ୪ କୋଟିରୁ ଅଧିକ ଗଞ୍ଜେଇ ଜବତ

ବାଲିଗୁଡା : ବାଲିଗୁଡା ପୋଲିସଙ୍କୁ ବଡ ସଫଳତା । ଗଦ୍ରଙ୍ଗିଆ ଘାଟି ନିକଟ ଇର୍ପିଗୁଡା ଜଙ୍ଗଲରୁ ୪କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ । ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ନେଇ ଖବର ପାଇବା ପରେ ଅଚାନକ ରେଡ୍‌ କରିଥିଲା ପୋଲିସ । ପୋଲିସ ଆସୁଥିବାର
Read More...
error: Content is protected !!