Daily Archives

ଲେବଡା ଅଞ୍ଚଳରୁ ଜଙ୍ଗଲ ବିଭାଗ ପକ୍ଷରୁ ୧୩୨ଟି କେନ୍ଦୁଗଣ୍ଡି ଜବତ : ବାରମ୍ବାର ଖସିଯାଉଛନ୍ତି ମୁଖ୍ୟ ଚୋରା ଚାଲାଣକାରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ସଦର ଫରେଷ୍ଟ ବିଟ ଅନ୍ତର୍ଗତ ଲେବଡା ପଞ୍ଚାୟତ ଓ ଅଦାବାହାଲ ପଞ୍ଚାୟତ ମଧ୍ୟବର୍ତ୍ତୀ ଅଇଁଲାଭଟା ଗ୍ରାମର ଗୋଚରରେ ଥିବା ଏକ ଚାଷ ଜମିର ପାଳଗଦାରେ ଲୁଚାଇ ରଖାଯାଇଥିବା ୧୩୨ ଖଣ୍ଡ ମୂଲ୍ୟବାନ କେନ୍ଦୁଗଣ୍ଡିକୁ ଜଙ୍ଗଲ
Read More...

ସାନର ଆକ୍ରମଣରେ ବଡ଼ର ମୃତ୍ୟୁ

ଚିପିଲିମା : ସମ୍ବଲପୁର ମହାନଗର ନିଗମ ୱାର୍ଡ ନଂ ୧ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ବୀର ବିଶ୍ଵାଳ ନିଜ ଗାଁରେ ରହୁଥିବା ବେଳେ ତାଙ୍କର ଜଣେ ଭାଇ ସଞ୍ଜୟ ବିଶ୍ଵାଳ (୪୦) ଆଜି ମଦ୍ୟପାନ କରି ନିଜ ପୈତୃକ ଗ୍ରାମ ସାହାଜବାହାଲକୁ ଆସିଥିଲେ । ଘରେ ଥିବା ବଡ଼ଭାଇ ବୀର ସାଙ୍ଗରେ ତାଙ୍କ କୌଣସି
Read More...

ଟ୍ୱିନ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ

ଭୁବନେଶ୍ୱର : ଦୁଇ ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ସକାଳୁ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ହୋଇଛି । ଛତିଶଗଡ଼ ଉପରେ ଗତକାଲିର ସକ୍ରିୟ ଘୂର୍ଣ୍ଣବଳୟ ଏବଂ
Read More...

ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ଆତଙ୍କ

ଭଞ୍ଜନଗର : ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ଆତଙ୍କ । ବ୍ୟାପକ ଫସଲ ନଷ୍ଟ । ଭଞ୍ଜନଗର ଘୁମୁସର ବନଖଣ୍ଡ ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗୋଠ ଛଡ଼ା ହୋଇଥିବା ଏହି ଦନ୍ତା କରଡ଼ାବଣି ଗାଁକୁ ପଶି ଆସିବା ସହ ବିଲରେ ଫସଲ ନଷ୍ଟ କରଛି । ଅନେକ ଲୋକଙ୍କ ମୁଗ
Read More...

ସିରିଆରେ କାର ବୋମା ବିସ୍ଫୋରଣ : ୮ ମୃତ ୨୩ ଆହତ

ବେରୁଟ : ରବିବାର ସକାଳେ ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ହୋଇଥିବା ଉତ୍ତର ସିରିଆର ଏକ ବଜାରରେ କାର୍ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁଦ୍ଧ ମନିଟର ଏହି ସୂଚନା
Read More...

ପ୍ରେମ ପ୍ରତାରଣାର ଶିକାର ହେଲେ କିନ୍ନର

ବଲାଙ୍ଗିର, (କେପିଏନ୍‌ଏସ୍‌) : କିନ୍ନରଙ୍କ ସହ ପ୍ରେମ ସମ୍ପର୍କ ମାହାଙ୍ଗା ପଡ଼ିଲା । ପ୍ରଥମେ କିନ୍ନରଙ୍କୁ ପ୍ରେମ ବିବାହ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଏନେଇ କିନ୍ନର ଜଣକ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । କିନ୍ନରଙ୍କ ଲିଖିତ ଅଭିଯୋଗ ପରେ ବଲାଙ୍ଗିର ପୋଲିସ ଏକ
Read More...

ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ତେମେରୀର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟେମରୀର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପାଇକମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ (ରାଜ୍ୟପାଳ ପୁରସ୍କାର ପ୍ରାପ୍ତ) ମୁଖ୍ୟବକ୍ତା
Read More...

ଚୋରୀ ପାଇପ୍‌ ଉଦ୍ଧାର : ଜଣେ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧୀନସ୍ଥ ଘୁନସର ଗାଁରେ ଜଣେ ଚାଷୀଙ୍କ ଚାଷ ଜମିରୁ ଚୋରୀ କରିଥିବା ଅଭିଯୋଗରେ ଗତ ସେପ୍ଟେମ୍ବର ୧୭ ସଇଁତଲା ଥାନା ଲିଖିତ ଅଭିଯୋଗ ହୋଇଥିଲା । ଏ ନେଇ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଜାରି ରଖିଥିଲା । ଗିରଫ
Read More...

ଗୋଳାବାରୁଦ କାରଖାନା ଚାକିରୀ ନାଁରେ ନକଲି ନିଯୁକ୍ତି ପତ୍ର ଓ ଗେଟ୍‌ପାସ୍‌ରେ ଧରାପଡି ଜେଲ ଗଲେ ୩ ଯୁବକ : ଘଟଣା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ବଡ଼ମାଳଠାରେ ଥିବା ସର୍ବଭାରତୀୟ ପ୍ରତିରକ୍ଷା ବିଭାଗର ଗୋଳାବାରୁଦ କାରଖାନା ପରିସରରେ ଶୁକ୍ରବାର ଚାକିରୀ ଆଳରେ ନକଲି ନିଯୁକ୍ତି ପତ୍ର ଓ ସୁରକ୍ଷା ଗେଟ୍‌ପାସ୍‌ ତିଆରି କରି ୩ଜଣ ଚାକିରୀ ପାଇଁ ଯାଇଥିବା ବେଳେ କାରଖାନା ପ୍ରଶାସନିକ ଅଧିକାରୀ
Read More...

ମେହେରପଡ଼ା ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ମେହେରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପୁରସ୍କାର ବିତରଣୀ ଉତ୍ସବ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ଅସ୍ମିତା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...