Daily Archives

ଝରନିପାଲିଠାରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଝରନିପାଲି ସାପ୍ତାହିକ ବଜାରଠାରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏଫ୍ଇଏସ୍‌ର ମାଷ୍ଟର ଟ୍ରେନର ମହେନ୍ଦ୍ର ପଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁନିତା ସାହୁ
Read More...

ବେଦାନ୍ତ କମ୍ପାନୀର ଜୁଳୁମ ପ୍ରତିବାଦରେ ବିସ୍ଥାପିତଙ୍କ ଗଣ ବିକ୍ଷୋଭ ଓ ପଦଯାତ୍ରା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବେଦାନ୍ତ କମ୍ପାନୀ ପାଇଁ ଘରଗଲା, ଜମି ଗଲା, ସମସ୍ତଙ୍କୁ ସର୍ବହରା କରିଦେଲା କମ୍ପାନୀ । ଅଞ୍ଚଳବାସୀଙ୍କୁ ବିକାଶର ସ୍ୱପ୍ନ ଦେଖାଇ ବିନାଶ କରୁଛି ବେଦାନ୍ତ କମ୍ପାନୀ । ଅଞ୍ଚଳବାସୀ ଅଭିଯୋଗ ପରେ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି
Read More...

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋମାରେ, ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ଅନିର୍ଦ୍ଧିଷ୍ଟ ଆମରଣ ଅନଶନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳର ମୁଖ୍ୟ ଚିକିତ୍ସାଳୟ କୁହାଯାଉଥିବା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଡାକ୍ତରଙ୍କୁ ନେଇ ରୋଗୀସେବା ଚାଲୁଥିବା ବେଳେ ଏଠାରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ଦାବିରେ ବିଭିନ୍ନ ସଂଗଠନର
Read More...

ଅସୀମ କରାଟେ ଏକାଡେମୀ ତରଫରୁ ରକ୍ତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁନ୍ଦେଇମାଲ ଗ୍ରାମର ବିଶ୍ୱାମିତ୍ର ପୋଡ କିଡନୀ ସମସ୍ୟା ହେତୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ରକ୍ତର ଆବଶ୍ୟକ ହେବାରୁ ତାଙ୍କ ସମ୍ପର୍କୀୟ ରୋହିତ ଓ ରମେଶ ପଧାନ ଅସୀମ କରାଟେ
Read More...

ଟିଟିଲାଗଡ଼ ଜେଲରୁ ଦୁଇ କଏଦୀ ଫେରାର ଘଟଣା : ତଦନ୍ତ ପାଇଁ ପହଞ୍ଚିଲେ ଜେଲ ଡିଆଇଜି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସବ୍‌ ଜେଲ୍‌ର କଡ଼ା ସୁରକ୍ଷା ବଳୟ ଚିରି କେମିତି ଫେରାର୍‌ ହେବାରେ ସକ୍ଷମ ହେଲେ ମର୍ଡର୍‌ କେସ୍‌ରେ ଜେଲ୍‌ ଦଣ୍ଡ ଭୋଗୁଥିବା ଦୁଇ ଆସାମୀ ? ଫେରାର୍‌ ହେବାକୁ କେମିତି ପାଇଲେ ସୁଯୋଗ ? ସେମାନଙ୍କ ଫୋରର୍‌ ପଛରେ ଆଉ କିଛି ରହସ୍ୟ ରହିଛି କି ? ଏସବୁ ଦିଗରେ
Read More...

ସୁଶ୍ରୀ ଏସ୍‌. ରାନୀ ମେହେର ୫୦୦ ଜଣ ଅଭାବୀ ଲୋକଙ୍କୁ ଖାଇବାକୁ ଦେଇ ତାଙ୍କ ଜନ୍ମଦିନ ପାଳନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏକ ନିଆରା ଦିନ, ଯେତେବେଳେ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଏସ୍‌. ରାନୀ ତାଙ୍କ ଜନ୍ମଦିନରେ ୫୦୦ ଜଣ ଅଭାବୀ ଲୋକଙ୍କୁ ଖାଇବାକୁ ଦେଇ ପାଳନ କରିଥିଲେ । ଏହା କେବଳ ଏକ ସାଧାରଣ ଉତ୍ସବ ନୁହେଁ ବରଂ ଏକ ପ୍ରେରଣାଦାୟକ ପଦକ୍ଷେପ । ସମାଜ ପାଇଁ ସେବା ମାଧ୍ୟମରେ
Read More...

ଚନ୍ଦ୍ରମଣି ନାଟ୍ୟ ସଂଘ ଗୃହ ପ୍ରତିଷ୍ଠା

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅଗ୍ରଣୀ ଶତାୟୁ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘର ଅନୁଷ୍ଠାନ ଗୃହ ଆଜି ଶୁଭ ଉଦ୍‌ଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗଦେଇ ଗୃହ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମ.ରାମପୁର ସରପଞ୍ଚ
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ : ଅଶ୍ୱିନୀ କୁମାର ନାଏକ ହେଲେ ନୂତନ ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲ୍ଲା ସାମ୍ବାଦିକ ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ଭିତ୍ତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ : ବଲାଙ୍ଗିର, କେନ୍ଦୁଝର,ଖୋର୍ଦ୍ଧା, ବୌଦ୍ଧ ଓ କଟକ ଜିଲ୍ଲାରେ ପୂର୍ତ୍ତ…

ଉଦ୍‌ଘାଟନ : ବଲାଙ୍ଗିରରେ ରୂପାନ୍ତରିତ ହରିଶଙ୍କର ମନ୍ଦିରକେନ୍ଦୁଝର ଯୋଡାରେ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭରଖୋର୍ଦ୍ଧା ଜଟଣି କୁଦିଆରୀରେ ୭୬୨ ମିଟର ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ଓଡିଶାର ଦୀର୍ଘତମ ସେତୁରାକଡୋର- ଫସାଦ ରାସ୍ତାରେ ତେଲ ନଦୀ
Read More...

ହରିଶଙ୍କର ସୌନ୍ଦର୍ଯ୍ୟିକରଣ ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି । ଆଜି
Read More...