Daily Archives

ଅରୁଣାଚଳ ପ୍ରଦେଶରେ ମୋଦୀ ଉଦ୍‌ଘାଟନ କଲେ ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗ ‘ସେଲା ଟନେଲ’

ଇଟାନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଇଟାନଗରରେ ବିଶ୍ୱର ସବୁଠାରୁ ଲମ୍ବା ଟନେଲ ‘ସେଲା ଟନେଲ’ର ଉଦ୍‌ଘାଟନ କରିଛନ୍ତି । ସମୁଦ୍ର ପତନରୁ ୧୩୦୦୦ ଫୁଟ ଉଚ୍ଚତାରେ ନିର୍ମିତ ସେଲା ଟନେଲ ହେଉଛି ବିଶ୍ୱର ସବୁଠାରୁ ଲମ୍ବା ଟନେଲ । ପାଖାପାଖି ୮୨୫ କୋଟି ଟଙ୍କା ବ୍ୟୟରେ
Read More...

ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏହି ଲୋକ ଅଦାଲତରେ ସମୁଦାୟ ୩୧ଟି ଦେୱାନୀ ମାମଲାର ଫଇସଲା ହୋଇଥିଲା ।
Read More...

ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇଦେବା 'ମୋ ବସ୍‌' ସେବାର ଲକ୍ଷ୍ୟଆଗକୁ ରାଜ୍ୟର ସବୁ ସହରରେ 'ମୋ ବସ୍‌' ସେବା ସୁବିଧା ମିଳିବଉତ୍ତମ ଯୋଗାଯୋଗ ସମୃଦ୍ଧ ଭବିଷ୍ୟତର ଆଧାର : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ
Read More...

ରାଷ୍ଟ୍ରୀୟ ଅବସାଦରୁ ଓହରିବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୯ରେ ଆମେରିକା ଏବଂ ବିଶ୍ଵର ଅନ୍ୟାନ୍ୟ ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଏ । ଏହି ଦିବସଟି ଲୋକମାନଙ୍କୁ ଦୁ୍ଃଖ ପାଶୋରିବାକୁ, ଅତୀତର ଅଭିଯୋଗକୁ ଆଗକୁ ବଢିବାକୁ ନଦେବାକୁ ଏବଂ ଜୀବନ ଉପରେ ଏକ ସକରାତ୍ମକ ଦୃଷ୍ଟିକୋଣ ଗ୍ରହଣ
Read More...

ଟ୍ରକ ଧକ୍କାରେ ପଥଚାରୀ ମୃତ

ଭୁବନେଶ୍ୱର : ଭୁବନେଶ୍ୱର ଶୁକ୍ରବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ପଳାଶୁଣି ଛକରେ ଏକ ଟ୍ରକ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ନାମ ଯୁଧିଷ୍ଠିର ସାହୁ(୭୦) । ଘର ଢେଙ୍କାନାଳ ଭୁବନ । ସେ ପଳାଶୁଣିରେ ରହୁଥିଲେ । ସନ୍ଧ୍ୟା ୬.୩୦ଟା ସମୟରେ
Read More...

୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ୨ ଗିରଫ

ବୌଦ୍ଧ : ବୌଦ୍ଧ ପୋଲିସ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ପୋଲିସ ଗଞ୍ଜେଇ ଚାଲାଣ ସଂପର୍କରେ ଖବର ପାଇ ଏକ ଟିମ୍‌ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ବଲାସିଙ୍ଗା ପଟରୁ ଦ୍ରୁତ
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରେହୀ ମୃତ

ବାଉଁଶୁଣୀ : ମନମୁଣ୍ଡା ଥାନା ମହେଶ୍ୱରପିଣ୍ଡା ନିକଟରେ ୫୭ନଂ ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଖବର ଅନୁଯାୟୀ, ମନମୁଣ୍ଡା ଥାନା ଜମଟାଙ୍ଗୀ ଗ୍ରାମର ଅର୍ଜୁନ ମେହେର ଏକ ବାଇକ ଯୋଗେ ନିଜ ଗ୍ରାମ ଜମଟାଙ୍ଗୀରୁ ମନମୁଣ୍ଡାକୁ ଯାଉଥିଲେ
Read More...

ଧାନ କ୍ଷେତରେ ପୋଡି ହୋଇ ବୃଦ୍ଧ ମୃତ

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନିଶ୍ଚିନ୍ତପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି । ଘଟଣାରେ ଗ୍ରାମର ୭୪ ବର୍ଷୀୟ ବୃଦ୍ଧ ଦୂତ ମହାନ୍ତ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନାଯୋଗ୍ୟ, ନିଶ୍ଚିନ୍ତପୁର ଗ୍ରାମ ନିକଟରୁ ଅନିତ ଦୂରରେ
Read More...

ସାନଟିକାରେ ଜଳେଶ୍ଵର ମହୋତ୍ସବ ଓ ମହାଶିବରାତ୍ରି ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଲୋଇସିଂହା ଥାନା ଅନ୍ତର୍ଗତ ସାନଟିକା ସ୍ଥିତ ଜଳେଶ୍ଵର ଶୈବପୀଠରେ ମହାଶିବରାତ୍ରି ଜାଗର ଯାତ୍ରା ତଥା ଜଳେଶ୍ଵର ମହୋତ୍ସବ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ପୀଠରେ ପ୍ରତ୍ୟହ ଶିବ ପୁରାଣ ପଠନ ସାଙ୍ଗକୁ ଶିବଯଜ୍ଞ ଅନୁଷ୍ଠିତ
Read More...

ଓଜେୟୁ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ : ବିଭିନ୍ନ କ୍ଷେତ୍ରରୁ କୃତିତ୍ୱ ହାସଲ କରିଥିବା ମହିଳା ହେଲେ…

ସଇଁତଲା, (ପ୍ରମୋଦ ସେଲମା) : ସ୍ଥାନୀୟ ୟସ ହୋଟେଲ ପରିସରରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗିର ଶାଖା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଟିଟିଲାଗଡ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ
Read More...