ରାଜ୍ୟସ୍ତରୀୟ ବକ୍ତବ୍ୟରେ ପ୍ରଥମ ସ୍ଥାନ ହାସଲ କଲେ କୁମ୍କୁମ୍ ପ୍ରିୟଦର୍ଶିନୀ : ଜିତିଲେ ଏକ ଲକ୍ଷ ଟଙ୍କା ଅର୍ଥରାଶି
କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବାରବନ୍ଧା ପଞ୍ଚାୟତ, ବେଲ୍ଗାଆଁର ଝିଅ ରାଜ୍ୟସ୍ତରୀୟ ଘୋଷଣାନାମା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ଏକ ଲକ୍ଷ ଟଙ୍କା ଅର୍ଥରାଶି ଦ୍ଵାରା ପୁରସ୍କୃତ ହେଇଛନ୍ତି । ବେଲ୍ଗାଆଁ ନିବାସୀ ହେମନ୍ତ ସାହୁ ଏବଂ!-->…
Read More...
Read More...