Yearly Archives

2023

ବଲାଙ୍ଗିର ଯାଦବ ସମାଜ ତରଫରୁ ସପ୍ତାହ ବ୍ୟାପୀ ବୃକ୍ଷରୋପଣ : ସାଂସଦଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ନୂତନ ଗୃହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବନ ମହୋତ୍ସବ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏ ବର୍ଷ ମଧ୍ୟ ଯାଦବ ଭବନରୁ ଯାଦବ ସମାଜ ପକ୍ଷରୁ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇ
Read More...

ଶିଶୁ ଶ୍ରମିକ ମୁକ୍ତ ଓଡିଶା ସଂକଳ୍ପ ନେଇ ଆରମ୍ଭ ହୋଇଛି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ୟ୍ୟକ୍ରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଏଡ଼ଏଟ୍ଏକ୍ସନ୍ ଓ ୟୁନିସେଫ ଦ୍ୱାରା ଟିଟଲାଗଡ ମ୍ୟୁନିିସିପାଲିଟି କାର୍ୟ୍ୟାଳୟ ଠାରେ ସମସ୍ତ ଦାୟିତ୍ୱ ସଂପନ୍ନ ଗୋଷ୍ଠୀଙ୍କୁ ନେଇ ଶିଶୁ ଶ୍ରମିକ ଉପରେ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ
Read More...

ବଲାଙ୍ଗିର ଚାନ୍ଦ ମନ୍ଦିରରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକଳ ରୂପ ଅରୁପର ଆଧାର, ବେଶ ବହୁଳ ଓ ବିଭିନ୍ନତାର ପରିପୂର୍ଣ୍ଣ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରସିଦ୍ଧ ସୁନାବେଶ ଗୁରୁବାର ଦିନ ସ୍ଥାନୀୟ ଟିକ୍ରାପଡାଠାରେ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଆଷାଢ ଶୁକ୍ଳ
Read More...

ଡ଼. ଅଶୋକ କୁମାର ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ଅଧ୍ୟକ୍ଷ ଡ଼. ଅଶୋକ କୁମାର ମହାପାତ୍ରଙ୍କୁ ଆଜି ସେବା ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେ ବଡ଼ଗାଁ ସୁନ୍ଦରଗଡ଼ଠାରୁ ଅଧ୍ୟାପନା ଆରମ୍ଭ କରି ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ, ସରକାରୀ ମହିଳା
Read More...

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ତଥା ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ଵରେ ଥିବା ଜୟଦେବ ପାଣିଗ୍ରାହୀ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ସେ ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା
Read More...

ଲୋୟର ସୁକତେଲ ବିସ୍ଥାପିତ ଜିଏସ୍‌ ଡୁଙ୍ଗୁରିପାଲି ଗ୍ରାମକୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବନ୍ଦ କଲା ପ୍ରଶାସନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ସମ୍ପୂର୍ଣ୍ଣ ଭାବେ ବିସ୍ଥାପିତ ହେବାକୁ ଯାଉଥିବା ଲୋଇସିଂହା ବ୍ଲକର ଜିଏସ୍‌ ଡୁଙ୍ଗୁରିପାଲି ଗ୍ରାମକୁ ଗତ ତିନିଦିନ ହେଲା ପ୍ରଶାସନ ପକ୍ଷରୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଛି । ଫଳରେ ଗ୍ରାମବାସୀ ନାହିଁ ନ
Read More...

ମାହେଶ୍ୱରୀ ସଂଗଠନ ତରଫରୁ “ନିଉ ଡିରେକ୍ସନ୍ ଫର୍ ଡ୍ରିମ୍” ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପରି ଏକ ଛୋଟ ବିକାଶଶୀଳ ସହରରେ ଛାତ୍ରଛାତ୍ରୀମାନେ ପ୍ରୟୋଗାତ୍ମକ ଉଚ୍ଚଶିକ୍ଷା ବିଷୟରେ ଜାଣିବା ତଥା ପଢିବାର ସୁଯୋଗ ସୀମିତ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ତଥା ସଚେତନତା ଆଣିବା ଲକ୍ଷ୍ୟରେ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ
Read More...

ବଲାଙ୍ଗିରବାସୀଙ୍କ ୨୨ ବର୍ଷର ସ୍ୱପ୍ନ ପୂରଣ ହେବ : ୪୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ବଲାଙ୍ଗିର ବାଇପାସ ରାସ୍ତାର ହେଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ୨୨ ବର୍ଷର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଏକ ପ୍ରକାର ଅପେକ୍ଷାର ଅନ୍ତ ଘଟିଛି । ୪୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ବଲାଙ୍ଗିର ବାଇପାସ ରାସ୍ତାର ଶିଳାନ୍ୟାସ ହୋଇଛି । ବଲାଙ୍ଗିରବାସୀ ଏହି ୨୨ ବର୍ଷ ଭିତରେ କେତେ ଥର ରାଜରାସ୍ତାକୁ
Read More...

ଚୂଡ଼ାପାଲି ନିକଟସ୍ଥ ଦାଉପାଲିରେ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଚୂଡ଼ାପାଲି ନିକଟସ୍ଥ ଦାଉପାଲି ଏସ୍‌ଏଚ୍‌-୪୨ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଘୁଟୁପାଲିର ଶିବ ପ୍ରସାଦ ବାଗ(୨୪) ଅନ୍ୟ ଜଣକୁ
Read More...

ଏକଲ ସୁର ତାଲର ୪ ସଦସ୍ୟ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ତରଫରୁ ଏକଲ ସୁର ତାଲର ୪ଜଣ ସଦସ୍ୟଙ୍କୁ ସମ୍ମାନିତ କରାଯାଇଛି । ପରିଷଦର ଅନୁପମ ଗୁପ୍ତାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଶୋକ କକ୍କଡ ସ୍ୱାଗତ ଭାଷଣ ସହ
Read More...