ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର
କୋରାପୁଟ : କୋରାପୁଟ ଜିଲ୍ଲା ପୁଲିସ ମୁଖ୍ୟାଳୟର ନକ୍ସଲ ସେଲ ଭିତରେ ଜଣେ ଇନ୍ସପେକ୍ଟର ନିଜ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ଇନ୍ସପେକ୍ଟର ଜଣକ ହେଲେ ନରେନ୍ଦ୍ର ବିଶ୍ଵାଳ ।
ସେଲ୍ରେ ଥିବା ଏକେ- ୪୭ ବନ୍ଧୁକରେ ସେ ନିଜ ବେକରେ ଗୁଳି ଫୁଟାଇଥିବା କୁହାଯାଉଛି । ତାଙ୍କୁ ପ୍ରଥମେ!-->!-->!-->…
Read More...
Read More...