Yearly Archives

2023

ଶୌଚ ବେଳେ ଜଣଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ରାହ୍ମଣି ନଦୀରେ ଶୌଚ ବେଳେ ଜଣକୁ କୁମ୍ଭୀର ଟାଣିନେଇଛି । ପେଣ୍ଠପାଳ ପଂଚାୟତ କୁଳସାହି ନିକଟରେ କୁମ୍ଭୀର ଟାଣିନେଇଛି । ଉକ୍ତ ବ୍ୟକ୍ତି ଜଣକ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କୁଳସାହି ଗ୍ରାମର ଅମୁଲ୍ୟ ଦାସ ।ପେଣ୍ଠପାଳ
Read More...

ମଣିପୁର ହିଂସାକୁ ଜୋରଦାର ପ୍ରତିବାଦ : ରାଜରାସ୍ତାକୁ ଓହ୍ଲାଇଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

କଳାହାଣ୍ଡି, (ପି.କେ. ସାହୁ) : ମଣିପୁରରେ ଆଦିବାସୀ କୁକି ସଂପ୍ରଦାୟ ଉପରେ ବର୍ବରୋଚିତ ଆକ୍ରମଣ ଓ ଅତ୍ୟାଚାର ସହିତ ମହିଳାଙ୍କୁ ଗଣଧର୍ଷଣ ଓ ହତ୍ୟା କରାଯିବା ଘଟଣାକୁ ନେଇ ସାରାଦେଶରେ ପ୍ରତିବାଦର ସ୍ୱର ତେଜି ଉଠୁଥିବା ବେଳେ କଳାହାଣ୍ଡିରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିବାଦର ସ୍ବର ।
Read More...

ଗୋଛାପଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର : ଶହୀଦ ସପ୍ତାହ ପାଳନ ପାଇଁ ଆହ୍ୱାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳରେ ମାଓବାଦୀମାନେ ବ୍ୟାନର ଲଗାଇ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଗୋଛାପଡା ଥାନାର ମାଓ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ଗୋଛାପଡା ପଞ୍ଚାୟତର ଡେରାକୁମ୍ପା ଗାଁ ନିକଟରେ
Read More...

ବଲାଙ୍ଗିରରେ ପୁଣି ଦୁର୍ଘଟଣା : ସରକାରୀ ବସ ଧକ୍କାରେ ବାଇକ ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାତିରେ ପୁଣି ବଲାଙ୍ଗିର ସହର ନିକଟ ପୁଇଁନ୍ତଲା ଥାନା ଅଧିନସ୍ଥ ମଲମୁଣ୍ଡା ଛକଠାରେ ଏକ ସରକାରୀ ବସ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇପଡିଥିବା ଜଣାପଡିଛି । ଗୁରତୁର ଯୁବକ ଜଣକ ହେଉଛନ୍ତି କୂଲେରବାହାଲି ଗାଁର ରିଙ୍କୁ ତାଣ୍ଡି (୩୦) । ସୂଚନା
Read More...

ଓଡ଼ିଶା ଜାଗା ମିଶନ ଟିମ୍‌ର ରାଜ୍ୟ ଉପଦେଷ୍ଟା ଶାଶ୍ୱତୀ ମିଶ୍ରଙ୍କ ବଲାଙ୍ଗିର ପୌର ପରିଷଦ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଜାଗା ମିଶନ ଟିମ୍‌ର ରାଜ୍ୟ ଉପଦେଷ୍ଟା ଶାଶ୍ୱତୀ ମିଶ୍ର ଗୁରୁବାର ବଲାଙ୍ଗିର ପୌର ପରିଷଦ ଗସ୍ତରେ ଆସିଚନ୍ତି । ପ୍ରଥମେ ସେ ସାମ୍ବାଦିକ ଭବନଠାରେ ଜାଗା ମିଶନ ପାଇଁ ଆଶାୟୀ ଥିବା ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଉଭୟ
Read More...

ବଲାଙ୍ଗିର ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ବଲାଙ୍ଗିର ପର୍ଯ୍ୟବେକ୍ଷକ ତଥା ବିଧାୟକ ସୁଶାନ୍ତ ସିଂ ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ବଲାଙ୍ଗିର ସହରର ମା' ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିବା ସହିତ ମା' ସମଲେଶ୍ୱରୀଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହି ଅବସରରେ
Read More...

ପାଇକମାଲ ଲାୟନ୍ସ କ୍ଲବର ପ୍ରତିଷ୍ଠା ଦିବସ

ଲାୟନ କୀର୍ତ୍ତନ ସୋନୀଙ୍କ ଜନ୍ମ ଦିବସ ପାଳନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଲାୟନ୍ସ କ୍ଲବର ପ୍ରତିଷ୍ଠା ଦିବସ ଓ ଲାୟନ କୀର୍ତ୍ତନ ସୋନୀଙ୍କ ୫୪ତମ ଜନ୍ମ ଦିବସ ନୃସିଂହନାଥ କସ୍ତୁରବା ମାତୃନିକେତନ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ପ୍ରଥମ ପାଇକମାଲ, ପଦ୍ମପୁର,
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ସଭାଗୃହରେ ସଂସ୍କୃତ ପରିଷଦ ବଲାଙ୍ଗିର ମାସିକ ଅଧିବେଶନ ସମ୍ପାଦକ ତଥା ଆଇନଜୀବୀ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ନୀଳମଣି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀଙ୍କ ବେଦ ପଠନ ଓ ମଙ୍ଗଳାଚରଣ
Read More...

ବଲାଙ୍ଗିର କରାଟେ ସ୍କୁଲର କଲିକତା ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲିକତାରେ ହେବାକୁ ଥିବା ୭ମ ଆନ୍ତର୍ଜାତୀୟ କରାଟେ ଚମ୍ପିୟାନସିପ୍‌ରେ ବଲାଙ୍ଗିର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମରେ ଥିବା ବଲାଙ୍ଗିର କରାଟେ ସ୍କୁଲର ୧୦ ଜଣ କରାଟେକା ଅଂଶଗ୍ରହଣ କରିବେ । ଏହି ଚମ୍ପିୟାନସିପ୍‌ ଚଳିତ ମାସ ୨୯ ଓ ୩୦ ତାରିଖ ନେତାଜୀ ଇନ୍‌ଡୋର
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଳନ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତ୍ରିବେଣୀ ହୋଟେଲଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ତଥା ବାର୍ଷିକ ଉତ୍ସବ ବିକ୍ରମାନନ୍ଦ ବହିଦାରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଏବଂ
Read More...