Yearly Archives

2023

ବ୍ରାହ୍ମଣୀ ନଦୀ କୁଳରୁ ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର କପଣ୍ଡ ଗ୍ରାମର ଓରାମ ସାହି ନିକଟ ବ୍ରାହ୍ମଣୀ ନଦୀରୁ ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ସୂଚନାରୁ ପ୍ରକାଶ ଯେ, କପଣ୍ଡ ଗ୍ରାମ ଓରାମ ସାହିର କିଛି ଲୋକ ନିକଟ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ନଦୀ
Read More...

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବଣାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବଣାଇଁଗଡ, (ନାରାୟଣ ଚନ୍ଦ୍ର ବେହେରା) : ୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବଣାଇଁ ପାଳନ କମିଟିର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ସଇଁତଲା ସହରରେ ମାଙ୍କଡ଼ ଆତଙ୍କ : ଧରିବା ପାଇଁ ବନ ବିଭାଗର ନିଦ ହଜିଯାଇଛି, ୧୫ରୁ ଅଧିକ ଜଣ ଆକ୍ରମଣର ଶିକାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଏବେ ମାଙ୍କଡ଼ ପଳ ଆତକ ଦେଖାଯାଇଛି । ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଦେଖାଦେଇଛି । ମଟର ସାଇକେଲ ଶବ୍ଦ ଶୁଣି ମାଙ୍କଡ଼ ବାଇକ ଆରୋହୀ ବ୍ୟକ୍ତିମାନଙ୍କୁ ଦୌଡାଉ ଥିବାରୁ ସହରର ୧୫ରୁ ଅଧିକ ଲୋକ ଆକ୍ରମଣର ଶୀକାର
Read More...

ପାଇକମାଲ ହାଇ ସ୍କୁଲରେ ବୃକ୍ଷ ରୋପଣ ଉତ୍ସବ, ଜନ୍ମଦିନରେ ବୃକ୍ଷ ଲଗାଇବା ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୃକ୍ଷ ରୋପଣ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ପରିବେଶ ସମିତିର ସମ୍ପାଦକ ମିନକେତନ ସାହୁ, ସମ୍ମାନିତ
Read More...

ସ୍କୁଲସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୩-୨୪ ସ୍କୁଲସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ମନୋଜ କୁମାର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ପଦ୍ମପୁର ଉପଖଣ୍ଡ
Read More...

ପ୍ରତିଟି ଭୋଟ୍ ମୂଲ୍ୟବାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ପଦ୍ମପୁର ଉପଖଣ୍ଡ ପ୍ରଶାସନ ସ୍ୱତନ୍ତ୍ର ଭାବରେ ପ୍ରୟାସ ଆରମ୍ଭ କରିଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
Read More...

ଚୋରି ହୋଇଥିବା ବାଇକ ଉଦ୍ଧାର କଲା ଆଗଲପୁର ପୋଲିସ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମର ସତ୍ୟାନନ୍ଦ ବେହେରା ପି-ପୁରନ୍ଦର ବେହେରା ଆଗଲପୁର ଥାନାରେ ୨୭-୭-୨୩ ତାରିଖ ରାତିରେ ସେ ବ୍ୟବହାର କରୁଥିବା ପଲସର ବାଇକ ନଂ-ଓଆର ୦୩ ଏଫ ୧୩୪୮ ରଂଗ କଳା ତାଙ୍କ ଘର ଭିତରେ ପଶି ଚୋରି ହୋଇଥିବା ଲିଖିତ
Read More...

ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଭବିଷ୍ୟତ : ସ୍ଥାୟୀତ୍ୱ ଓ ସମ୍ଭାବନା

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଓ ପ୍ରାଥମିକତା ବେଶ୍ ସ୍ପଷ୍ଟ ଓ ଦୃଶ୍ୟମାନ ହେଉଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯିବା ଦରକାର । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବର୍ତ୍ତମାନର ସରକାରଙ୍କ
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ବ୍ରହ୍ମପୁରଠାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବ୍ରହ୍ମପୁର ମହାନଗର ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ପୌର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଉପଖଣ୍ଡସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଏହି
Read More...

ଗାଁର ବନ୍ଧକୁ ନେଇ ତୁତୁ ମେମେ : ସଦର ଥାନା ଘେରିଲେ ମାଧିଆପାଲି ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାଧିଆପାଲି ଗ୍ରାମଠାରେ ବନ୍ଧକୁ ନେଇ ତୁତୁ ମେମେ ହେବାରୁ ଗ୍ରାମର ଶତାଧିକ ମହିଳାମାନେ ସଦର ଥାନା ଘେରିଥିବା ଜଣାପଡିଛି । ସଦରଥାନା ଘେରିଥିବା ଜଣେ ମହିଳାଙ୍କ କହିବାନୁସାରେ, ମାଧିଆପାଲି ଗାଁରେ ଗୋଟିଏ ବନ୍ଧ ଅଛି ।
Read More...