Yearly Archives

2023

ମା’ ଦକ୍ଷିଣେଶ୍ୱରୀ ମନ୍ଦିର ପୀଠରେ ବୃକ୍ଷ ରୋପଣ

କଟକ, (ଶ୍ରୀକାନ୍ତ ବେଉରା) : କଟକ ସଦର ବୟାଳିଶମୌଜା ବେଣ୍ଟକାର ପଞ୍ଚାୟତ ଅନ୍ତର୍ଗତ ଏରଞ୍ଚ ଗ୍ରାମସ୍ଥିତ ମା' ଦକ୍ଷିଣେଶ୍ୱରୀ ମନ୍ଦିର ପୀଠରେ ସଫେଇ କାର୍ଯ୍ୟକ୍ରମ ହେବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷାବିତ୍ ସ୍ୱାଧୀନ ଶେଖର
Read More...

କୁଲୁତା ସମାଜ ବଲାଙ୍ଗିର ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଁ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ କରୁଣାରୁ ରବିବାର ଦିନ କୁଲୁତା ସମାଜ ବଲାଙ୍ଗିର ତରଫରୁ ସମାଜର ସେବା ସଦନ ଖୁଜେନପାଲି ସ୍ଥିତ ନିର୍ଦ୍ଧାରିତ ସ୍ଥାନରେ ସମାଜର ସଭାପତି ରବିନ୍ଦ୍ର କୁମାର ପଧାନଙ୍କ ନେତୃତ୍ୱରେ ୧୫୦ ଗୋଟି ବୃକ୍ଷ ରୋପଣ କରାଯାଇଛି । ଉକ୍ତ
Read More...

ରେଡକ୍ରସ ସୋସାଇଟି ତରଫରୁ ହାଇଜେନିକ କିଟ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାରୁ ଯୋଗାଇଥିବା ହାଇଜେନିକ୍‌ କିଟ୍‌କୁ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ସୋସାଇଟି ତରଫରୁ ବଲାଙ୍ଗିର ସହର ପଥରଚେପା ସ୍ଥିତ ପାର୍ବତୀଗିରି ବାଲ ନିକେତନ ଓ ଅଦୃଶା ଶିଶୁ ଘର ଅନ୍ତବାସୀଙ୍କୁ ବଣ୍ଟନ କରାଯାଇଛି ।
Read More...

କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ୭.୩୪ କେଜି ଗଂଜେଇ ସହ ମୋଟର ସାଇକେଲ ଜବତ, ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପେଟ୍ରୋଲିଂଗ ବେଳେ ରବିବାର ଦିନ କଂଟାବାଂଜି ଥାନା ବୁରୋମାଲ ପଂଚାୟତ ଧୁମସୁ ଗାଁ ନିକଟରେ ଜଣେ ଗଂଜେଇ ଚାଲାଣ କରୁଥିବା ବ୍ୟକ୍ତିକୁ କଂଟାବାଂଜି ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ।
Read More...

ଖପ୍ରାଖୋଲ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଖପ୍ରାଖୋଲ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ
Read More...

ଦୁର୍ଘଟଣାଗ୍ରସ୍ତ ହେଲା ତିର୍ଥଯାତ୍ରୀ ବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ସ୍ଥିତ ଷୋହଳ ନମ୍ବର ଜାତୀୟ ରାଜପଥଠାରେ ତିର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀବାହୀ ବସଟି ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ସଂକେତ ଖୁଣ୍ଟରେ ପିଟି ହୋଇ ଯାଇଥିଲା । ସୌଭାଗ୍ୟ ବଶତଃ
Read More...

ଗଞ୍ଜାମ ବ୍ଲକରେ ଭିନ୍ନକ୍ଷମଙ୍କୁ ଉପକରଣ ବାଣ୍ଟିଲେ ସାଂସଦ ଓ ବିଧାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ବୈଠକ କାର୍ଯ୍ୟାଳୟଠାରେ ଭାରତ ସରକାରଙ୍କ ସାମାଜିକ ସଶକ୍ତିକରଣ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ଏବଂ ବ୍ଲକ ପ୍ରଶାସନର ସହାୟତାରେ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି ।
Read More...

ସ୍ନେହୀ ମହିଳା ସମିତିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିଶିଷ୍ଟ ସାମାଜିକ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ବର୍ଷ ସାରା ବିଭିନ୍ନ ସମାଜ କଲ୍ୟାଣ ତଥା ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ଏହି କ୍ରମରେ ଆଜି ବଣାଇ ସ୍ଥିତ ବାଣେଶ୍ୱର ମନ୍ଦିର ପରିସରରେ ଏକ ବୃକ୍ଷ
Read More...

ବାସନ୍ତୀ ପାଠାଗାରର ବ୍ୟଙ୍ଗ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ବ୍ୟଙ୍ଗ ସାହିତ୍ୟ ଆସର ପାଠାଗାରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ଅଧ୍ୟକ୍ଷତା, ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ,
Read More...

ବଣାଇଗଡ଼ କଂଗ୍ରେସ କମିଟିର ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବଣାଇଗଡ଼, (ହବିବ ମହମ୍ମଦ) : ଆଜି ଆଇଟିଡିଏ ମିଟିଙ୍ଗ ହଲରେ ବଣାଇଗଡ଼ କଂଗ୍ରେସ କମିଟିର ଏକ ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଣାଇ ବ୍ଲକ କଂଗ୍ରେସର ଶତାଧିକ କର୍ମୀ ନୂତନ ଭାବେ ମନୋନୀତ ଜିଲ୍ଲା ସଭାପତି ଜନାର୍ଦନ ଦେହୁରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ
Read More...