ବିପଦରେ ବିସ୍ଥାପିତ ଗୋ ସମ୍ପଦ : ଗାଡି ଧକ୍କାରେ ୭ ଗାଈ ମୃତ
ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଗତକାଲି ତାଳଚେର ଗୋଡ଼ିବନ୍ଧ ରାସ୍ତାରେ ଅଜଣା ଗାଡି ସାତ ଭୋଟି ଗାଈକୁ ମଡ଼େଇ ଫେରାର ହୋଇ ଯାଇଥିବା ଖବର ଆମର ହସ୍ତଗତ ହୋଇଛି । ଗ୍ରାମଗୁଡିକ ଖଣି ଦ୍ୱାରା ବିସ୍ଥାପିତ ହେବା ପରେ ଏବଂ ଚାରଣଭୂମି ସବୁ ଖଣି ଅଧିକୃତ କରିଥିବା ଯୋଗୁଁ ଯେଉଁସବୁ ଗୃହ ପାଳିତ ଜୀବ!-->…
Read More...
Read More...