Yearly Archives

2023

ପଦ୍ମପୁର ନାଗରିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ରାଜାଜୀ ଟାଉନ ହଲ ପରିସରରେ ନାଗରିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ମହେନ୍ଦ୍ର କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଅଜିତ ଶତପଥି ସାଗତ ଭାଷଣ ପ୍ରଦାନ କରିଥିଲେ । କମିଟିର ଦିବଂଗତ ସଭ୍ୟ ଉଦୟ ରଞ୍ଜନ
Read More...

ଅସହାୟଙ୍କୁ ସାହା ହୋଇ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୦ ବର୍ଷୀୟା ମହିଳା ସଚି ବିଶ୍ୱାଳ । ଘର ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଗାଁରେ । ସ୍ୱାମୀ, ଦୁଇ ପୁଅ, ତିନି ଝିଅ ସହ ଘର ସଂସାର କରି ଚଳୁଥିଲେ । ବୟସର ଅପରାହ୍ନରେ ସ୍ୱାମୀ ଛାଡି ଚାଲି ଯିବା ପରେ ଦୁଇ ପୁଅ ମା'ଙ୍କୁ ଆଉ ପଚାରିଲେ ନାହିଁ । ତିନି ଝିଅ
Read More...

ଉତ୍କଳ ଖରୁଡା ସମାଜର ସାଧାରଣ ଅଧିବେଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଉପଦେଷ୍ଟା ରାମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଗଞ୍ଜାମ ସହର ଓଡ଼ିଆ ଢାମଣା ସାହି ସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଖରୁଡା ସମାଜର ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଅଧିବେଶନରେ ବରିଷ୍ଠ ସଦସ୍ୟ ସୁବାଷ ମହାପାତ୍ର,
Read More...

ଓଡ଼ିଶା ରାଜ୍ୟ ମତ୍ସ୍ୟଜୀବୀ ମଜଦୁର ସଙ୍ଘର ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ରାଜ୍ୟ ମତ୍ସ୍ୟଜୀବୀ ମଜଦୁର ସଙ୍ଘ ସଲଗ୍ନ ଭାରତୀୟ ମଜଦୁର ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରମ୍ଭା ସହର ସ୍ଥିତ ଲକ୍ଷ୍ମୀପୁର ସାହିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ
Read More...

ପଶ୍ଚିମ ଓଡିଶା ବିଶା ଶହେ ତୈଳିକ ସାହୁ ସମାଜର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ସ୍ଥାନୀୟ ମେହେର ସମାଜ ଧର୍ମଶାଳାଠାରେ ପଶ୍ଚିମ ଓଡିଶା ବିଶା ଶହେ ତୈଳିକ ସାହୁ ସମାଜର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ସମାଜର କାର୍ଯ୍ୟବାହକ ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ବଲାଙ୍ଗିର ଗସ୍ତରେ ୫ଟି ସଚିବ

ବଲାଙ୍ଗିର (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ୫ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ ଆସିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ସେ ବଲାଙ୍ଗିର ଜିଲ୍ଲାର ଅନେକ ପ୍ରକଳ୍ପର ସମୀକ୍ଷା କରିବା ସହ ଜନଶୁଣାଣି ସଭାରେ ଯୋଗ ଦେଇଥିଲେ । ଏହି ଗସ୍ତ
Read More...

ବଲାଙ୍ଗିର ଟାଉନ ପୋଲିସକୁ ମିଳିଲା ବଡ଼ ସଫଳତା : ସହରର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ପୋଲିସ ଏକ ଚୋରି ଘଟଣାରେ ବଡ଼ ସଫଳତା ପାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ମାସ ୩୦ ତାରିଖ ରାତ୍ରୀରେ ବଲାଙ୍ଗିର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଜଳରାମ ମନ୍ଦିର ଗଳିରେ ଥିବା ପ୍ରିନ୍ସ ମୋବାଇଲ ଦୋକାନରୁ ସଟର
Read More...

ଜୟ ଦୁର୍ଗା ଏଣ୍ଟର ପ୍ରାଇଜେସ୍‌ର ୱାନ୍‌ ଗ୍ରାମ୍‌ ଗୋଲ୍ଡ ଜ୍ୱେଲରୀ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ଗ୍ରାମରେ ଆଜି ଜୟ ଦୁର୍ଗା ଏଣ୍ଟର ପ୍ରାଇଜେସ୍‌ର ୱାନ୍‌ ଗ୍ରାମ୍‌ ଗୋଲ୍ଡ ଜ୍ୱେଲରୀ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ
Read More...

ସର୍ବେଶ୍ୱରୀ ଷଡଙ୍ଗୀଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣପଡା ନିବାସୀ ସର୍ବେଶ୍ୱରୀ ଷଡଙ୍ଗୀଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ୪ ପୁତ୍ର ଜ୍ୟେଷ୍ଠ ପୁତ୍ର ରାଧାଗୋବିନ୍ଦ ଷଡଙ୍ଗୀ, ବାଳଗୋବିନ୍ଦ, ଗୋବିନ୍ଦ ବଲ୍ଲବ ଓ
Read More...

ମାହେଶ୍ୱରୀ ସେବା ସଂଗଠନକୁ ପ୍ରଦାନ କରାଯିବ ପାର୍ବତୀଗିରି ସେବା ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରଠାରେ ପୂଜ୍ୟପୂଜା ସେବା ସଂଗଠନର ଏକ ବୈଠକ ଶିକ୍ଷାବିତ କପିଳ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ବହ୍ନିକନ୍ୟା ମାଆ ପାର୍ବତୀଗିରି ସେବା ସମ୍ମାନ ବଲାଙ୍ଗିରର
Read More...