କରଙ୍ଗାକଟା ବନ୍ଧ ପୁନଃଉଦ୍ଧାର ଦାବୀରେ ଜଳ ସତ୍ୟାଗ୍ରହ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ମଧ୍ୟ ଭାଗରେ ରହିଥିବା ଐତିହ୍ୟ ସଂପନ୍ନ କରଙ୍ଗାକଟା ବନ୍ଧର ପୁନଃଉଦ୍ଧାର ଦାବୀରେ ଆଜି ପୌରାଂଚଳର ୭, ୮, ୧୧ ଓ ୧୨ ନମ୍ବର ୱାର୍ଡର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ସହରରେ!-->…
Read More...
Read More...