Yearly Archives

2023

କୁଲତା ସମାଜର ଆଂଚଳିକ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ଘଷିଏନ୍‌ ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କୁଲତା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମା’ ରଣେଶ୍ୱର ରାମଚଣ୍ଡିଙ୍କ ପୂଜାପାଠ କରି ଡାଙ୍ଗବାହାଲ ଆଂଚଳିକ କେନ୍ଦ୍ରର ଜିଲ୍ଲା ସଭାପତି ବେଲାର ସିଂ ଭୋଇ ହର୍ଡାଟାଲ
Read More...

ବଡ଼ଗୁଣ୍ଡୁରୀ ପଞ୍ଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

ଜେଇଙ୍କୁ ଠିକାଦାର ସଜେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛି ବିଜେଡି : କାଳନ୍ଦି ସାମଲ ତାଳଚେର/କଣିହାଁ : ତାଳଚେର ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକର ବଡ଼ଗୁଣ୍ଡୁରୀ ପଞ୍ଚାୟତ ଅଫିସ୍ ସମ୍ମୁଖରେ କଣିହାଁ ମଣ୍ଡଳ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦୁର୍ନୀତି ଭଷ୍ଟାଚାର ବଂଶବାଦ,
Read More...

ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା

ଉପଯୁକ୍ତ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ପୁରୀ ପୌରପାଳିକା ଲିଜ୍‌ ଜମିଗୁଡିକ ହେବ ନିୟମିତବର୍ଷ ବର୍ଷର ସମସ୍ୟାର ହେବ ସମାଧାନ୨୦ ଦିନ ମଧ୍ୟରେ ସର୍ଭେ କାମ ସାରିବାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାମ ପାଇଁ ଟେଣ୍ଡର ସେପ୍ଟେମ୍ବର ଶେଷ ସୁଦ୍ଧା ଭୁବନେଶ୍ୱର :
Read More...

ତୃତୀୟ ଦିନରେ ଶିକ୍ଷକଙ୍କ ଗଣଧାରଣା : ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

ମ.ରାମପୁର, (ହେମନ୍ତ ସାହୁ) : ତିନି ଦଫା ଦାବୀରେ ଅଟଳ ରହିଛି ଶିକ୍ଷକ ସଂଘ । ଆଜିତୃତୀୟ ଦିନରେ ପହଞ୍ଚିଛି ଗଣଧାରଣା । ତେବେ ଏହି ଧାରଣା ପାଇଁ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିଛି । ଅନ୍ୟପଟେ ଶିକ୍ଷକମାନେ ଭୟ ନୁହେଁ ନ୍ୟାୟ ଦିଅ ବୋଲି ନିଜ ଜିଦ୍‌ ଧରି ନିରନ୍ତର
Read More...

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନ ୫୫ତମ ନେଟୱାର୍କ ପ୍ଲାନିଂ ଗ୍ରୁପ୍ ପକ୍ଷରୁ ଛ’ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ…

• ଏଥିରେ ତିନିଟି ରେଳବାଇ ଓ ତିନିଟି ସଡକ ପ୍ରକଳ୍ପ ଅନ୍ତର୍ଭୁକ୍ତ: ଏହି ଛ’ଟି ପ୍ରକଳ୍ପ ପାଇଁ ୧୪ହଜାର କୋଟି ଟଙ୍କା ବ୍ୟୟ ହେବା ଘେନି ଆକଳନ କରାଯାଇଛି• ନେଟତ୍ତ୍ୱାର୍କ ପ୍ଲାନିଂ ଗ୍ରୁପ ଦ୍ୱାରା ଏଯାବତ୍ ୧୧ଲକ୍ଷ କୋଟି ଟଙ୍କାର ୧୦୬ ଟି ପ୍ରକଳ୍ପ ନିମନ୍ତେ ସୁପାରିସ କରାଗଲାଣି• ନୂଆ
Read More...

ବିଏସଏନଏଲ ଓଡିଶା ପରିମଣ୍ଡଳରେ ହିନ୍ଦୀ ପକ୍ଷ ଉଦଘାଟିତ

ଭୁବନେଶ୍ୱର, (ପିଆଇବି) : ବିଏସଏନଏଲ ଓଡିଶା ଦୂରସଞ୍ଚାର ପରିମଣ୍ଡଳ ଦ୍ୱାରା ବିଏସଏନଏଲ ଭବନ ସମ୍ମିଳନୀ କକ୍ଷରେ ହିନ୍ଦୀ ପକ୍ଷ-୨୦୨୩ ଉଦଘାଟିତ ହୋଇଯାଇଛି ।ଓଡିଶା ଦୂରସଞ୍ଚାର ପରିମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରଧାନ
Read More...

ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ କାଳରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ

● ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ବୀନାରେ ୫୦, ୭୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ● ବୀନା ତୈଳ ବିଶୋଧନାଗାରରେ ପେଟ୍ରୋ ରସାୟନ ପରିସରର ଶିଳାନ୍ୟାସ● ନର୍ମଦାପୁରମ୍ଠାରେ ଶକ୍ତି ଓ ଅକ୍ଷୟ ଶକ୍ତି ନିର୍ମାଣ ଅଞ୍ଚଳ ନିମନ୍ତେ ଶିଳାନ୍ୟାସ ଓ ରତଲାମଠାରେ ବୃହତ
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ଉଦଘାଟିତ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୧୩/୦୯/୨୦୨୩ ଗାନ୍ଧୀ ନଗର ସ୍ଥିତ ରାଜଭବନରୁ ଆଭାସୀ ମାଧ୍ୟମରେ ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଆୟୁଷ୍ମାନ ଭବ’ ଅଭିଯାନର ଲକ୍ଷ୍ୟ ହେଛଛି କୌଣସି
Read More...

ଆସୁଛି ପାର୍ବଣ ଋତୁ, ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ । ଗଣେଷ ପୂଜା ପାଇଁ ଚଳଚଞ୍ଚଳ ମୂର୍ତ୍ତି କାରିଗର ପରିବାର । କାରିଗରଙ୍କ ରଙ୍ଗ ତୂଳିରେ ଜୀବନ୍ତ ହୋଇଉଠିଛି ମାଟିର ମୂର୍ତ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ଆସନ୍ତା ୧୯
Read More...

ରାଜ୍ୟ ସରକାରଙ୍କ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ କାହା ପାଇଁ, ମାସ ମାସ ଧରି ମିଳୁନି ଛତୁଆ, ଖାଉଛି କିଏ : ସାଧାରଣରେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ତଥା ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ବିକାଶ ତଥା କୁପୋଷଣକୁ ରୋକିବା ଦିଗରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ସେ ଭିତରୁ ଛତୁଆ, ବାଦାମ ଲଡୁ ଅନ୍ୟତମ । ଟିଟିଲାଗଡର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ
Read More...