Yearly Archives

2023

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପଦ୍ମପୁର ଜିଲ୍ଲାକୁ କାର୍ଯ୍ୟକାରୀ କରାଯାଉ : କ୍ରିୟାନୁଷ୍ଠାନ କମିଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଦୀର୍ଘ ଦିନର ଦାବୀ ଗତ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ପାଇଁ ଟାଉନ ହଲଠାରେ କ୍ରିୟାନୁଷ୍ଠାନ କମିଟି ତରଫରୁ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲଟ ଅଞ୍ଚଳର
Read More...

ମହମ୍ମଦ ଜୟନ୍ତୀ ପାଳନ ନିମନ୍ତେ ଅନୁଷ୍ଠିତ ହେଲା କ୍ୱିଜ୍‌ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମୁସଲିମ ସମ୍ପ୍ରଦାୟର ଲୋକମାନେ ଆସନ୍ତା ୨୮ ତାରିଖରେ ଧର୍ମଗୁରୁ ମହମ୍ମଦ ଜୟନ୍ତୀ ଅତି ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଅବସରରେ ଏକ କ୍ୟୁଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ୨୮ ତାରିଖ ଧର୍ମ ଗୁରୁ
Read More...

ପୋଖରୀରେ ଭାଷୁଛି ବୃଦ୍ଧଙ୍କ ଶବ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଟିକପାଲିରେ ପୋଖରୀରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଖବର ମିଳିଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ଟିକପାଲିର ବେଣୁ ବନଗୁଲା (୬୦) ବୋଲି ସୂଚନା ମିଳିଛି । ତେବେ ମୃତ ବେଣୁଙ୍କୁ କେହି ହତ୍ୟା କରିଛି ନା ବେଣୁ ନିଜେ ପଖୋରୀକୁ ଡେଇଁ ଆତ୍ମହତ୍ୟା
Read More...

ଅନ୍ୱେଷାର ୯୩ତମ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୯୩ତମ ସାମୁହିକ ଜନ୍ମ ଦିବସ ପାଳନ ରେଲୱେ କଲୋନୀ ସ୍ଥିତ ଶାନ୍ତି ଭବନଠାରେ ପାଳିତ ହୋଇଯାଇଛି । ଅନ୍ୱେଷାର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରୋଟାରୀଆନ ପ୍ରଶାନ୍ତ
Read More...

ମାଣ୍ଡୋସିଲ ମୋଟର ଚାଳକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୧ଟା ସମୟରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଧାନ ମଣ୍ଡିରେ ମୋଟର ଚାଳକ ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ମାଣ୍ଡୋସିଲ ମୋଟର ଚାଳକ ସଂଘର ସଭାପତି ରବି ସାହଙ୍କ ସଭାପତିତ୍ୱ କରିଥିବା
Read More...

ଆନ୍ଦୋଳନ ଭୟଙ୍କର ହେବ : ପଶ୍ଚିମ ଓଡିଶା ଶିକ୍ଷକ ଫୋରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩ ଦଫା ଦାବୀ ନେଇ ପ୍ରାଥମିକ ଶିକ୍ଷକମାନେ AUPTFର ଆହ୍ୱାନରେ ସମୂହ ଛୁଟି ନେଇ ଆନ୍ଦୋଳନ ଚଲାଇ ଥିଲେ, କିନ୍ତୁ କେତେକ ସ୍ୱାର୍ଥନ୍ଵେସୀ ଶିକ୍ଷକ ନେତୃତ୍ୱମାନଙ୍କ ଦ୍ୱାରା ଯେଉଁ ଭଳି ଭାବେ ଅଗଣତାନ୍ତ୍ରିକ ଶୈଳୀରେ ଆନ୍ଦୋଳନକୁ ଭଣ୍ଡୁର କରାଗଲା, ଏହାକୁ ପଶ୍ଚିମ
Read More...

ଟିଟିଲାଗଡ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କ୍ୟୁ ୱାନ ହସ୍ପିଟାଲର ଚେୟାରମେନ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ୨୪ ତାରିଖ ରବିବାର ଦିନ ନିଶୁଳ୍କ ଅସ୍ଥି ସମ୍ବନ୍ଧୀୟ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏନେଇ ପରିଚାଳକ ସଂସ୍ଥା ରାଜସ୍ଥାନୀ ହେଲ୍‌ଥ୍‌ ଫାଉଣ୍ଡେସନ୍ ଚେନ୍ନାଇ ଦ୍ଵାରା ପରିଚାଳିତ
Read More...

‘ତାମ୍ପରା’ ହ୍ରଦକୁ ସଙ୍କୁଚିତ କରି କୋଠା-ନିର୍ମାଣ ନେଇ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍‌ର ପିଟିସନ୍‌ ଦାଖଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : "ତାମ୍ପରା" ହ୍ରଦକୁ ସଙ୍କୁଚିତ କରି ସ୍ଥାୟୀ ପ୍ରକଳ୍ପ ନିର୍ମାଣ କରିଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍‌ ଏକ ପିଟିସନ୍‌ ଦାଖଲ କରିଥିବା କୁହାଯାଇଛି । ଛତ୍ରପୁରର ସୁଶୋଭିତ ମଧୁରଜଳ ହ୍ରଦ "ତାମ୍ପରା" ହେଉଛି,
Read More...

ବିଶ୍ବ ସାଙ୍କେତିକ ଭାଷା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ସାଙ୍କେତିକ ଭାଷା ଦିବସ ନୀଳାଚଳ ସେବା ପ୍ରତିଷ୍ଠାନରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷ କନ୍ଦୁରି ଚରଣ ଚମ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ସାଙ୍କେତିକ ଭାଷାର ପ୍ରୟୋଗ ଓ ଗୁରୁତ୍ଵ ଉପରେ ଆଲୋଚନା
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ପ୍ରଦାନରେ ଅନିୟମିତତା ମାମଲାରେ ଫେରାର ଥିବା ଦୁଇ ଜଣଙ୍କୁ ଛତିଶଗଡ ରାଜ୍ୟରୁ ଗିରଫ୍‌…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତରେ ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ବିଡ଼ିଓଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରଙ୍କୁ ଗତ ୧୮ ତାରିଖ ଦିନ ଖପ୍ରାଖୋଲ ପୋଲିସ
Read More...