ଟିଟିଲାଗଡରେ ପ୍ରୋଫେଟ ମହମ୍ମଦଙ୍କ ଜନ୍ମଦିନ ପାଳିତ : ଶାନ୍ତିର ବାର୍ତ୍ତା ନେଇ ବାହାରିଲା ଶୋଭାଯାତ୍ରା
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ଜନ୍ମଦିନ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ପ୍ରଥମେ ସକାଳୁ ମୁସଲିମ ସମ୍ପ୍ରଦାୟର ସମସ୍ତ ଲୋକ ମସଜିଦକୁ ଆସି ଏକା ସଙ୍ଗେ ନମାଜ ପାଠ କରିଥିଲେ । ସମସ୍ତେ ଏକଜୁଟ୍ ହେବା ପରେ ମସଜିଦ୍ଠାରୁ ଏକ!-->…
Read More...
Read More...