Yearly Archives

2023

ଯାଦବ ସମାଜର ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ପ୍ରସ୍ତୁତି ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଯୁବ ଯାଦବ ସମାଜ ଦ୍ୱାରା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ୧୪ ତାରିଖ ଦିନ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେବ । ଏହି ପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଛି । ଏହା
Read More...

ଜାତୀୟ ଆଇନ ସେବା ଦିବସ ପାଳିତ

ଆଇନ ଆଖିରେ ସମସ୍ତେ ସମାନ, ଉଚିତ ଆଇନ ମିଳିବା ଉଚିତଊ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି କୋର୍ଟ ପରିସରେ ଜାତୀୟ ଆଇନ ସେବା ଦିବସ ଗୁରୁବାର ଅପରାହ୍ନରେ ପାଳିତ ହୋଇଯାଇଛି । ଏହି ଅବସରରେ ତାଲୁକ ଆଇନ ସେବା କମିଟିର ଚ୍ୟାରମେନ ତଥା ଅତିରିକ୍ତ ଜିଲ୍ଲା
Read More...

ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସର ବାର୍ଷିକ ବୈଠକ

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ କାର୍ଯ୍ୟକାରୀ କମିଟିର ବାର୍ଷିକ ବୈଠକ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାର ସମସ୍ତ
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମନ୍ଵୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର ୬୦ରୁ ୭୫ ବର୍ଷ ପର୍ଯ୍ୟନ୍ତ ନାଗରିକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ତୀର୍ଥ କରିବାର ସୁଯୋଗ ମିଳିବ ।
Read More...

କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ (ଏଲସିଡିସି)ର ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ
Read More...

ଗିରଫ୍‌ ହେଲେ ନକଲି ଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶିକ୍ଷା ବିଭାଗରେ ଜାଲ୍‌ ସାର୍ଟିଫିକେଟ୍‌ଧାରୀଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଳକ ଡଙ୍ଗାପଦର ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ
Read More...

ଅସାମାଜିକ କାର୍ଯ୍ୟ ନେଇ ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ମହାବିଦ୍ୟାଳୟ ପୁଣି ଚର୍ଚ୍ଚାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନରେ କଲେଜରେ ଅଧ୍ୟାପକ ମାନେ ପାଠ ପଢ଼ାଉଥିବା ବେଳେ ରାତିରେ ରାତ୍ରି ଜଗୁଆଳି ବଲାଙ୍ଗିର ଅଞ୍ଚଳରୁ ଦେହଜୀବୀମାନଙ୍କୁ ଡକାଇ କଲେଜ ପରିସରରେ ଦେହ ବେପାର କରୁଥିବା ଖବର ପାଇ ପୋଲିସ ଗିରଫ କରିଛି ରାତ୍ରି ଜଗୁଆଳିଙ୍କୁ । ଏପରି ଏକ ଘଟଣା ଘଟିଛି ପାଟଣାଗଡ ବ୍ଲକ
Read More...

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଆୟୁର୍ବେଦିକ ମେଡିକାଲ କଲେଜ ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍‌ହ୍ନରେ ବଲାଙ୍ଗିର ଆୟୁର୍ବେଦିକ ମେଡିକାଲ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ କାର୍ୟ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି ।
Read More...

ଆମ ଓଡିଶା ନବୀନ ଓଡିଶା ଦ୍ୱାଦଶ ଦିନରେ : ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡର ୬ଟି ନିର୍ବାଚନମଣ୍ଡଳୀ ପାଇଁ ୧୩୯.୫୦ କୋଟି : ୩୦୧୬ ପ୍ରକଳ୍ପଢେଙ୍କାନାଳର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୦୬ କୋଟି : ୩୦୫୩ ପ୍ରକଳ୍ପବୌଦ୍ଧର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୩୪.୫୦ କୋଟି : ୧୧୫୯ ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାଏହି କାର୍ଯ୍ୟକ୍ରମ ଗାଁରେ ଆଧୁନିକ
Read More...

ବଲାଙ୍ଗିରରେ ଜାରି ରହିଛି ଧୂଆଁଧାର୍‌ ଅପରାଧିକ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୂଆଁଧାର୍‌ ଅପରାଧିକ ଘଟଣା ବଲାଙ୍ଗିରରେ ଜାରି ରହିଛି । ବଲାଙ୍ଗିର ପୋଲିସ ପକ୍ଷରୁ ନିଆଯାଉଥିବା ଦୃଢ଼ କାର୍ଯ୍ୟାନୁଷ୍ଠାନ ବି ଅପରାଧ ରୋକିବାରେ ସକ୍ଷମ ହୋଇ ପାରୁନଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ସହର ଉପକଣ୍ଠରେ କ୍ରମାଗତ ଲୁଟ୍ କରୁଥିବା ବଲାଙ୍ଗିର ସଦର
Read More...