Yearly Archives

2023

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ପଞ୍ଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ-ଓ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗରୁଡ଼ଧ୍ଵଜ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ତୁଳସୀ ଯାତ୍ରାକୁ ସୋନପୁରରେ ସ୍ୱାଗତ

ସୋନପୁର : ୬ ଦଫା ଦାବି ନେଇ ଆରମ୍ଭ ହୋଇଥିବା ତୁଳସୀ ଯାତ୍ରାକୁ ଆଜି କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଉ, ରତ୍ନଭଣ୍ଡାର ଗଣତି ଓ ମରାମତି କରାଯାଉ ଏବଂ ଚାଷୀମାନଙ୍କ ଜମିକୁ ଫେରସ୍ତ କରାଯାଉ ଆଦି ଦାବି କରାଯାଇଛି । ଏହି ଅବସରରେ ସ୍ଥାନୀୟ ପଶ୍ଚିମ
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ସ୍କୁଲ ଛାତ୍ର ଗୁରୁତର

ସୋର : ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ସ୍କୁଲ ଛାତ୍ର ଗୁରୁତର ହୋଇ ପଡ଼ିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସବିରା ହାଇସ୍କୁଲର ଦୁଇଜଣ ଛାତ୍ର ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ଦୁହେଁ ସୋର ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି ।
Read More...

ସଚେତନତା ଶୋଭାଯାତ୍ରା ଓ ସଚେତନତା ରଥ ପରିକ୍ରମା ସପ୍ତାହ ପାଳନ ଶୁଭାରମ୍ଭ

ସପ୍ତାହ ପାଳନ ପରିପ୍ରେକ୍ଷୀରେ ଶୂନ୍ୟ ମୃତ୍ୟୁକୁ ଗୁରୁତ୍ୱାରୋପସଡ଼କ ସୁରକ୍ଷା ନିୟମର କଡାକଡି ପାଳନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ
Read More...

ଉଦ୍‌ଘାଟନ ହେଲା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ କୋଶଳ କଳା ମଣ୍ଡଲ ପଡିଆ ସ୍ଥିତ ଜିଲ୍ଲା ପାଠାଗାରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟନ ହୋଇଯାଇଛିଛି । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏହି ରଥର ଶୁଭାରମ୍ଭ କରିଛନ୍ତି । ଲଲିତ କଳା ଏକାଡେମୀର ସେକ୍ରେଟାରୀ
Read More...

ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ୫ କିଲୋ ବ୍ରାଉନ ସୁଗାର ଜବତ କଲା କଷ୍ଟମ୍‌ ବିଭାଗ

ପାରାଦୀପ : ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ୫ କିଲୋ ବ୍ରାଉନ ସୁଗାର ଜବତ କରିଛି କଷ୍ଟମ୍‌ ବିଭାଗ । ପାରାଦୀପ ବନ୍ଦର ନିଷିଦ୍ଧାଂଚଳରୁ ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ଧରାପଡିଥିବା ସୂଚନା ମିଳିଛି । ଇଣ୍ଡୋନେସିଆରୁ ଆସି ପାରାଦୀପ ଦେଇ
Read More...

ଓବିସି ଜନ ଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁଇଁତଳା, (ସରୋଜ କୁମାର ମେଶ୍ୱା) : ଓବିସି ଜନ ଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲା ସଂଯୋଜକ ସରୋଜ କୁମାର ମେଶ୍ଵାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୬ ଡିସେମ୍ବର ୨୦୨୩ରେ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ସାଲେଭଟା, ଚଣ୍ଡୀ ମନ୍ଦିରଠାରୁ ବାହାରି ଆଗଲପୁର ଡୁଡୁକା
Read More...

ଘଟଗାଁ ରାସ୍ତା ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ, ୧୨ ଆହତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେମୁଖ୍ୟମନ୍ତ୍ରୀ ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଭୁବନେଶ୍ୱର : ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ଏଡ଼ସ୍‌ ଦିବସ ଅବସରରେ ସାରା ବିଶ୍ୱରେ ସଚେତନତା ନିମନ୍ତେ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର
Read More...

ବଲାଙ୍ଗିରରେ ହାତୀ ସଂରକ୍ଷଣ ସଚେତନତା ର‍୍ୟାଲି ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ବଲାଙ୍ଗିର ବନ ବିଭାଗ ପକ୍ଷରୁ ହାତୀ ସଂରକ୍ଷଣ ସଚେତନତା ର‍୍ୟାଲି ଆୟୋଜିତ ହୋଇଯାଇଛି । ବର୍ତ୍ତମାନ ସମୟରେ ହାତୀ ସଂରକ୍ଷଣ ଏକ ବିରାଟ ଚ୍ୟାଲେଂଜ ହୋଇ ଆମ ସାମ୍‌ନାକୁ ଆସିଥିବା ବେଳେ ଏହି
Read More...