ଟିଟିଲାଗଡରେ ଜିଓ ଗ୍ରାହକ ଅସନ୍ତୋଷ : ନେଟ ଶୀଘ୍ର ସରୁଥିବା ଅଭିଯୋଗ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ଅଗ୍ରଣୀ ସେବା ଯୋଗାଉଥିବା କମ୍ପାନୀ ମଧ୍ୟରୁ ଜିଓ ଅନ୍ୟତମ । ଏହି କମ୍ପାନୀର ଟାୱାର ତଥା ନେଟୱର୍କ ସ୍ପିଡ ଥିବା ଯୋଗୁଁ ଲୋକେ ବହୁଳ ପରିମାଣରେ ଏହି କମ୍ପାନୀର ସିମ୍ କିଣିବା ସହ ବ୍ୟବହାର କରୁଛନ୍ତି । ଟିଟିଲାଗଡ ସହରରେ କିଛି ଦିନ ହେବ କେତେ ଡାଟା!-->…
Read More...
Read More...