Monthly Archives

March 2023

ତୁରେକେଲା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ୩ ଦଫା ଦାବୀ ପୂରଣ ନ ହେଲେ ସମୁହ ଛୁଟି ନେବେ : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ମିଳିତ ଶିକ୍ଷକ ମହାସଂଘର ଏକ ବୈଠକ ତୁରେକେଲାଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମିଳିତ ପ୍ରାଥମିକ
Read More...

ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ଏକ ଦିବସୀୟ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆରସି) ସଭା କକ୍ଷଠାରେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ମେମ୍ବରମାନଙ୍କୁ ନେଇ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ
Read More...

ସାମାଜିକ ଅନୁଷ୍ଠାନ ମାନବିକତା ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ଅନୁଷ୍ଠାନ ମାନବିକତା ପକ୍ଷରୁ ଆଜି ସେକ୍ଟର-୬ ସାଇ ମନ୍ଦିର ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସଂଯୋଜକ ସରୋଜ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ
Read More...

ଏକ୍ସନ ମୋଡ଼ରେ ପାଟଣାଗଡ଼ ପ୍ରଶାସନ ଓ ପୋଲିସ

ବେଆଇନ ବାସଗୃହ ଉଚ୍ଛେଦ ସହ ଇଟାଭାଟି ସମ୍ପୂର୍ଣ୍ଣ ନଷ୍ଟ ପାଟଣାଗଡ଼, (ସଦାଶିବ ସରାଫ) : ବଲାଙ୍ଗିର ପରେ ଏବେ ପାଟଣାଗଡ଼ ଅଞ୍ଚଳରେ ଅବାଧ ଭାବରେ ବଢୁଥିବା କ୍ରାଇମ ଉପରେ ରୋକ ଲଗାଇବାକୁ ଜିରୋ ଟଲୋରେନ୍ସ ନୀତି ଅବଲମ୍ବନ କରିଛି ପାଟଣାଗଡ଼ ପ୍ରଶାସନ ଓ ପୋଲିସ । ସରକାରୀ ସ୍ଥାନରେ ରହିଥିବା
Read More...

ପିଲାଙ୍କ ପାଖରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ଼/ମୁରିବାହାଲ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଅନ୍ତର୍ଗତ ବଡଉଡାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋସିଙ୍ଗ ପ୍ରଧାନୀ ସଭାପତିତ୍ୱ କରି
Read More...

ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ସମୟ ନିର୍ଦ୍ଧାରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ସମୟ ନିର୍ଦ୍ଧାରଣ ଓ ସମୟ ସାରଣୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାରେ ପ୍ରକାଶିତ ଏହି ପଦକ୍ଷେପ ଯୋଗୁଁ ଯାତ୍ରା
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଶିଶୁ ବାଟିକା ବିଭାଗର ଦ୍ୱିତୀୟ ପର୍ଯ୍ୟାୟ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପତଞ୍ଜଳି ଯୋଗ ସମିତିର ସଦସ୍ୟା ସାଗରିକା ପୁରୋହିତ ଯୋଗ ଦେଇ ଶିଶୁର ଶାରୀରିକ ଓ
Read More...

ବିଦ୍ୟୁତ କଲୋନୀ ବିଦ୍ୟାଳୟରେ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଦ୍ୟୁତ କଲୋନୀର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା ବିକାଶ ମଞ୍ଚର
Read More...

ଜାତୀୟ ଶିକ୍ଷାନୀତିରେ ବିଦ୍ୟାଳୟରେ ତିନିବର୍ଷର ଶିଶୁଙ୍କୁ ମିଳିବ ପ୍ରବେଶିକାର ସୁଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଶିକ୍ଷାନୀତିରେ ଏଣିକି ତିନିବର୍ଷର ଶିଶୁଙ୍କୁ ବିଦ୍ୟାଳୟରେ ପ୍ରବେଶିକା ପ୍ରଥା ପ୍ରଚଳନ କରାଯିବା ନିମନ୍ତେ ରାଜ୍ୟ ସରକାର ବିହିତ ପଦକ୍ଷେପର ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି । ଏଥି ନିମନ୍ତେ ପ୍ରାରମ୍ଭ ଶ୍ରେଣୀ ଖୋଲିବା ନିମନ୍ତେ
Read More...

କିଛି ମାସର ନୀରବତା ପରେ ପୁଣି ତେଜିଛି ଓଡ଼ିଶା-ଛତିଶଗଡ଼ ସୀମା ବିବାଦ

ସିନାପାଲି, (ନିରାକାର ମେହେର) : କିଛି ମାସର ନୀରବତା ପରେ ପୁଣି ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ତେଜିଛି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ପଞ୍ଚାୟତରେ ଏକ ରାସ୍ତା ନିର୍ମାଣକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଛତିଶଗଡ଼ ପକ୍ଷରୁ ସରଜମିନ୍‌ ତଦନ୍ତ କରି
Read More...