ବେଆଇନ ବାଲି ଚାଲାଣ ବେଳେ ୪ ଗୋଟି ଟ୍ରାକ୍ଟରକୁ ଜବତ କଲା ପ୍ରଶାସନ
ଟିଟିଲାଗଡ଼, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ତହସିଲ ଅଧୀନରେ ଥିବା ନାରେନ ଉନ୍ଦେର ନଦୀ ବାଲିଘାଟରୁ ବୁଧବାର ବେଆଇନ ଭାବରେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ପ୍ରଶାସନର ତଦନ୍ତ ଆରମ୍ଭ ହୋଇଥିଲା । ଯାହାକୁ ନେଇ ପ୍ରଶାସନ ୪ ଗୋଟି ଟ୍ରାକ୍ଟରକୁ ଜବତ କରି!-->…
Read More...
Read More...