ପୋଲିସ ଉପରେ ଡ୍ରାଇଭର ସଂଘର ଆକ୍ରମଣ ଘଟଣାରେ ୧୫ ଜଣଙ୍କୁ କୋର୍ଟ ଚାଲାଣ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ରାଜପଥ ଜଗନ୍ନାଥପୁର ଛକରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନକାରୀମାନେ ନିୟୋଜିତ ପୋଲିସ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ ଉପରେ ଡ୍ରାଇଭର ସଂଘର!-->…
Read More...
Read More...