Monthly Archives

February 2023

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଇଲାକା ମରାତିରା ହାଟଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ମରାତିରା ଗ୍ରାମର ମୂଳିଆ ସାହୁ (୭୮) ବୋଲି ଜଣାପଡିଛି । ସୂଚନାନୁଯାୟୀ, ମରାତିରା ଗ୍ରାମର ମୂଳିଆ ସାହୁ ଆଜି
Read More...

ସତ୍ୟନଗର ରେଳୱେ ଓଭରବ୍ରିଜ ତଳୁ ଅଜଣା ମୃତଦେହ ଠାବ

ଭୁବନେଶ୍ୱର : ଭୁବନେଶ୍ୱର ସତ୍ୟନଗର ଓଭରବ୍ରିଜ ତଳ ରେଳ ଲାଇନ୍‌ରେ ଠାବ ହେଲା ଅଜଣା ମୃତଦେହ । ମୃତକ ଜଣେ ପୁରୁଷ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ । ମୃତ୍ୟୁର କାରଣ ସୁଇସାଇଡ କିମ୍ୱା ମର୍ଡର ତାହା ବି ସ୍ପଷ୍ଟ ହୋଇ ନାହିଁ । ଘଟଣାସ୍ଥଳରେ ଜିଆର୍‌ପି ପୋଲିସ ପହଞ୍ଚି ତଦନ୍ତ
Read More...

ମହାଶିବରାତ୍ରି ଅବସରରେ ସଲମନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ମହାଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଶୈବପୀଠ ବିରେଶ୍ୱର ମନ୍ଦିର ନିକଟରେ ସଲମନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସଲମନ ବାଙ୍ଗାରିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବିଷାକ୍ତ ଫଳ ଖାଇ ମହିଳାଙ୍କ ମୃତ୍ୟୁ

କୋକସରା : କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟ୍ରା ପଂଚାୟତ କନ୍ଦାବୁଟ୍ରା ଗ୍ରାମର ଭଜନ ଛତ୍ରିଆଙ୍କ ସ୍ତ୍ରୀ ହୀମାଦ୍ରି ଛତ୍ରିଆ(୫୬) ବିଷାକ୍ତ ଫଳ ଖାଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତ କିଛି ମାସ ହେବ ସେ ମାନସିକ ରୋଗରେ ଆକ୍ରାନ୍ତ ରହିଥିବା ପରିବାର ପକ୍ଷରୁ ସୂଚନା
Read More...

ଆଜିଠୁ ଆରମ୍ଭ ହେବ ଆଦିବାସୀ ମେଳା-୨୦୨୩

ନୃତ୍ୟ ଓ ଗୀତରେ ଦୁଲୁକିବ ଅଞ୍ଚଳ : କିଣାବିକା ପାଇଁ ଖୋଲିବ ୧୨୧ଟି ଷ୍ଟଲ୍‌ ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଆଦିବାସୀ ମେଳା-୨୦୨୩ । ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ବୋଲି ସୂଚନା ମିଳିଛି । ଆଜି ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ
Read More...

ବାଇକ୍‌କୁ ଧକ୍କାଦେଲା ପିକଅପ୍‌ ଭ୍ୟାନ, ୨ ମୃତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ବ୍ରିଜ ନିକଟରେ ବାଇକ୍‌କୁ ପଛପଟୁ ଆସୁଥିବା ଏକ ପିକଅପ୍ ଗାଡ଼ି ଧକ୍କାଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ୨ ଜଣ ହେଲେ ବୁଲୁ ବେନିଆ(୩୭) ଓ ମନୋଜ ବେନିଆ(୨୫) । ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି ।
Read More...

ଆଜି ବସିବ ସର୍ବଦଳୀୟ ବୈଠକ : ଗୃହର ସୁପରିଚାଳନା ପାଇଁ ବୈଠକରେ ହେବ ଆଲୋଚନା

ଭୁବନେଶ୍ୱର : ବିଧାନସଭାର ବଜେଟ୍‌ ଅଧିବେଶନରେ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ ହେବ । ତେବେ ବଜେଟ୍‌ ଅଧିବେଶନ ପୂର୍ବରୁ ବିଧାନସଭାର ସର୍ବଦଳୀୟ ନେତାଙ୍କର ଏକ ବୈଠକ ଆଜି ସକାଳ ୧୧ଟା ୩୦ରେ ବିଧାନସଭା ସଚିବାଳୟର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଗୃହକାର୍ଯ୍ୟର
Read More...

ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବେତାଗୁଡ଼ା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଗତକାଲି ମଧ୍ୟରାତ୍ରିରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଆଜି ସକାଳ ୫ଟାରେ ପିଲାମାନେ ଉଠି ଦେଖିବା ପରେ ସ୍କୁଲ କର୍ତ୍ତୃପକ୍ଷ
Read More...

ଚନ୍ଦ୍ରଯାନ-୩ର ଇଏମ୍‌ଆଇ-ଇଏମ୍‌ସି ପରୀକ୍ଷା ସଫଳ

ନୂଆଦିଲ୍ଲୀ : ଭାରତର ମୁନ୍‌ ମିଶନ୍‌ 'ଚନ୍ଦ୍ରଯାନ-୩' ପ୍ରସ୍ତୁତ ହୋଇସାରିଛି । ଇତିମଧ୍ୟରେ ଏହାର ଇଏମ୍‌ଆଇ/ଇଏମ୍‌ସି (ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍‌ ଇଣ୍ଟରଫରେନ୍ସ/ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍‌ କମ୍ପାଟିବିଲିଟି) ପରୀକ୍ଷଣ ସଫଳ ହୋଇଛି । ଏହି ଟେଷ୍ଟ ସଫଳ ହେବା ଅର୍ଥ ଚନ୍ଦ୍ରଯାନ-୩ ଏବେ
Read More...

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଭୟାବହ ଅଗ୍ନିକାଣ୍ଡ

କୋଣାର୍କ : କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ନିକଟ ମାଙ୍କରଗୋରଡି, ଅରଖକୁଦ ସୁରକ୍ଷା ଜଙ୍ଗଲ ଓ ଭଗବତୀ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପ୍ରାୟ ୧୦ ଏକରରୁ ଅଧିକ ସୁରକ୍ଷା ଜଙ୍ଗଲରେ ନିଆଁ ଲାଗି କାଜୁ ଓ ଝାଉଁ ଗଛ ଜଳିଯାଇଥିବା ଜଣାପଡିଛି । ଖବର ପାଇ କୋଣାର୍କ ବନ୍ୟପ୍ରାଣୀ
Read More...