ଭିଜିଲାନ୍ସ ଜାଲରେ ଧରାପଡିଲେ ଜାମସେଠ ଆର୍ଆଇ
ବରଗଡ : ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଆର୍ଆଇ ଡମ୍ବରୁଧର ସେଠ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଜମି ବାବଦ ରିପୋର୍ଟ ପାଇଁ ୨୦ ହଜାର ଲାଞ୍ଚ ଦାବୀ କରିଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କ ବେସରକାରୀ ସହଯୋଗୀ ମାଝି ବାବୁଠାରୁ ରାସାୟନିକ!-->…
Read More...
Read More...