Monthly Archives

February 2023

ମାଙ୍କଡ଼ କାମୁଡାରେ ଦୁଇ ଜଣ ଗୁରୁତର

ଡେଲାଙ୍ଗ, (ଦିଲ୍ଲପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଯୋରକଣୀ ଗ୍ରାମର ଉପେନ୍ଦ୍ର ସୁନ୍ଦରାୟ ମାଙ୍କଡ଼ କାମୁଡାରେ ଗୁରୁତର ଆହତ ହୋଇ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ମାନସ ସାହୁ ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଘୋରଡିଆ ଗ୍ରାମରେ ପ୍ରାୟ ଏକ
Read More...

ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ : ୫ ମୃତ

ୱାଶିଂଟନ : ଆମେରିକାର ଆର୍କାସସର ପୁଲାସ୍କି କାଉଣ୍ଟିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ଗଣମାଧ୍ୟମ ଅନୁଯାୟୀ ଟୁଇନ-ଇଞ୍ଜିନ ବିମାନ ବିଲ ଏବଂ ହିଲାରୀ କ୍ଲିଣ୍ଟନ ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା
Read More...

ଟ୍ରକକୁ ପିଟିଲା ସ୍କର୍ପିଓ : ୩ ମୃତ, ୩ ଗୁରୁତର

ବଡ଼ବିଲ : ରୁଗୁଡ଼ି ଥାନା ଏନ୍‌ଏଚ୍ ୫୨୦ ବାରବାଙ୍କ ଘାଟି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ଟ୍ରକର ପଛପଟୁ ସ୍କର୍ପିଓ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ଭଦ୍ରାସାହି ବିଜୁ ହଟିଂର ଅର୍ଜ୍ଜନ ମୁଣ୍ଡା,
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଖଲ୍ଲିକୋଟ : ସ୍ଥାନୀୟ ମର୍ଦ୍ଦରାଜ ଶିଶୁ ଉଦ୍ୟାନ ନିକଟରେ ଏକ ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଗୁରାପଲ୍ଲୀ ଗ୍ରାମର ଘନ ପାତ୍ର ବୋଲି ଜଣାପଡିଛି । ସୂଚନା ଅନୁସାରେ ଖଲ୍ଲିକୋଟରୁ ନିଜ ଗ୍ରାମ ଗୁରାପଲ୍ଲୀକୁ ବୁଧବାର ସନ୍ଧ୍ୟାରେ ଘନ ସ୍କୁଟି ଯୋଗେ
Read More...

ତାଜିକିସ୍ତାନରେ ଭୂମିକମ୍ପ

ବେଜିଂ : ଆଜି ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜଣାପଡିଛି । ଯାହାର ପ୍ରଭାବରେ ଚୀନରେ ଭୂମିକମ୍ପ ଅନୁଭୁତ ହୋଇଛି । ଆମେରିକୀୟ ଭୂବିଜ୍ଞାନ ସର୍ଭେକ୍ଷଣ ପକ୍ଷରୁ(ଟଝଏଝ) ଏହି ସୂଚନା ଦିଆଯାଇଛି । ସକାଳ ପ୍ରାୟ ୫.୩୭ ମିନିଟ୍‌ରେ ଏହି ଭୂମିକମ୍ପ ହୋଇଥିଲା । ଆଫଗାନିସ୍ତାନ ଓ
Read More...

ନିଆଁ ଲାଗି ଜଳିଗଲା ଆଖୁ ଫସଲ

ତିଗିରିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବାଲି ଅମ୍ବା ଗ୍ରାମରେ ବୁଧବାର ରାତିରେ ଆଖୁ କିଆରିରେ ନିଆଁ ଲାଗିଯାଇ ଏକର ଏକର ଜମିରେ ହୋଇଥିବା ଆଖୁ ଫସଲ ଜଳି ଯାଇଥିବା ଖବର ମିଳିଛି । ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି
Read More...

ଯାତ୍ରୀ ବିଶ୍ରାମଗାରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଡୁମିରିପୁଟ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମଗାରରେ ଥିବା ଏକ ଶୌଚାଳୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ରେଳପଥ ଦୋହରିକରଣ କାର୍ଯ୍ୟରେ ସେ ନିୟୋଜିତ ଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଜିଆରପି
Read More...

ଆମ୍ବୁଲାନ୍ସ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ, ୧ ଗିରଫ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆମ୍ବୁଲାନ୍ସ ଗାଡ଼ିରେ ଗଞ୍ଜେଇ ଚୋରା ଚାଳାଣ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ପଟୁ
Read More...

ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣି ଛକ ଏଟିଏମ୍ ନିକଟରେ ଗୁରୁବାର ସକାଳ ୭ଟା ୧୫ରେ ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ବାଇକ୍‌କୁ ଧକ୍କା ଦେଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରୁ ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ବାଉଁଶୁଣୀ
Read More...

ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ପାଇଁ ବସିବ ନିର୍ଣ୍ଣାୟକ ବୈଠକ

ଭୁବନେଶ୍ୱର : ଆଜି ଶ୍ରୀକପିଳେଶ୍ୱର ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ହାଣ୍ଡିଭଙ୍ଗା ଯାତ ପାଇଁ ବସିବ ନିର୍ଣ୍ଣାୟକ ବୈଠକ । ଏହି ବୈଠକ ପରେ ସ୍ପଷ୍ଟ ହୋଇଯିବ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ହେବ କି ନାହିଁ ।
Read More...