Yearly Archives

2022

ଭୁପେନ୍ଦ୍ର ପଟେଲ ଆଜି ସିଏମ୍‌ ଭାବେ ଶପଥ ଗ୍ରହଣ କରିବେ

ଗାନ୍ଧୀନଗର : ଭୁପେନ୍ଦ୍ର ପଟେଲ ଆଜି ସିଏମ୍‌ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଭୁପେନ୍ଦ୍ର ପଟେଲ ସରକାରଙ୍କ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି କୁବେର ଧିଣ୍ଡୋର, ବଚୁଭାଇ ଖାବଡ଼, ଜଗଦୀଶ ପାଞ୍ଚାଲ, ପୁରୁଷୋତ୍ତମ ସୋଲଙ୍କି, ମୁକେଶ ପଟେଲ, ଭିକୁସିଂ ପରମାର, ପ୍ରଫୁଲ୍ଲ
Read More...

ଗୋପାଳପୁର ବେଳାଭୂମି ମହୋତ୍ସବ

ସ୍ମରଣିକା 'ଶାମୁକା' ପାଇଁ ଲେଖା ଆହ୍ୱାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ଡିସେମ୍ବର ମାସ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ଗୋପାଳପୁର ବେଳାଭୂମିର ସିକତା ଶୋଭିତ ସ୍ଥଳରେ ଅନୁଷ୍ଠିତ ହେବ । ଏହି
Read More...

ଡ଼ିଏସଆର ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟର ବାର୍ଷିକ ଉତ୍ସବ ପାଳିତ

• ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ଟି. କ୍ରିଷ୍ଣାଙ୍କ ନୃତ୍ୟାଭିନୟ ମୁଖ୍ୟ ଆକର୍ଷଣ ଥିଲା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଛତ୍ରପୁରର ଅଗ୍ରଣୀ ସଂଗଠନ ଡ଼ିଏସଆର ନୃତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ
Read More...

ଭୀଷ୍ମଗିରି ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ         

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ହାଇସ୍କୁଲର ହୀରକ ଜୟନ୍ତୀ ମହୋତ୍ସବ ପାଳନ ହେବାକୁ ଯାଉଛି । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ପ୍ରଧାନ ଶିକ୍ଷକ
Read More...

ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ନାଟକ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମ ଠାରେ ଶ୍ରୀ ଶ୍ରୀ ଭାଗବତ ସ୍ୱାମୀ ନାଟ୍ୟ ସଂସଦ ଆନୁକୂଲ୍ୟରେ 'ସ୍ୱପ୍ନ ହଜିଗଲା ଆଖି ଲୁହରେ' ସାମାଜିକ ନାଟକ ରବିବାର ମଞ୍ଚସ୍ଥ ହୋଇଯାଇଛି । ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ
Read More...

ଏମ୍‌ସିଡି ନିର୍ବାଚନରେ ପରାଜୟ ପରେ ଇସ୍ତଫା ଦେଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା

ନୂଆଦିଲ୍ଲୀ : ଏମ୍‌ସିଡି ନିର୍ବାଚନରେ ପରାଜୟ ପରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ଅଧ୍ୟକ୍ଷ ଆଦେଶ ଗୁପ୍ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ବର୍ତ୍ତମାନର ଦିଲ୍ଲୀ ବିଜେପି ଉପାଧ୍ୟକ୍ଷ ବିରେନ୍ଦ୍ର ସଚ୍ଚଦେବା
Read More...

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ଗ୍ରାମାଞ୍ଚଳ ଯୁବ କ୍ରୀଡା ପ୍ରତିଭା ଗୁରୁତ୍ୱ ଦିଆଯିବ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କଲେଜ ପରିସରଠାରେ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ରେନବୋ ପବ୍ଲିକ ସ୍କୁଲର ବିଂଶତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ବରଗଡ଼ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରେନବୋ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡା ମହୋତ୍ସବ ଅବସରରେ ଜୀବନରେ
Read More...

ବ୍ୟବସ୍ଥାଗତ ଭୁଲ ଯୋଗୁଁ ହିତାଧିକାରୀ ହନ୍ତସନ୍ତ, ୬ ମାସରୁ ଅଧିକ ହେବ ଭତ୍ତା ପାଇବାରୁ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ସରକାର ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟରେ ବୃଦ୍ଧ ବୃଦ୍ଧା ତଥା ଭିନ୍ନକ୍ଷମମାନଙ୍କ ପାଇଁ ଯୋଜନାମାନ କରି ସହାୟତା ପ୍ରଦାନ କରିଥାନ୍ତି । ସରକାର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମଧୁବାବୁ ପେନସନ୍‌ ଯୋଜନା ଭଳି ବିଭିନ୍ନ
Read More...

ଗଣ୍ଡାବଜା ପତ୍ରିକା ତରଫରୁ ମାନବିକ ଅଧିକାର ଦିବସ

ନ୍ୟାୟପାଳିକା ମାନବିକ ଅଧିକାର ପ୍ରତି ଆହୁରି ସମ୍ବେଦନଶୀଳ ହେଉ : ଅମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନବିକ ଅଧିକାରକୁ ଦେଶର ସମ୍ବିଧାନ ଓ ବିଚାର ବିଭାଗ ବିଶେଷ ଗୁରୁତ୍ୱ ପ୍ରଦାନ କରୁଥିଲେ ହେଁ ଲୋକେ ଦୈନନ୍ଦିନ ତାଙ୍କର ମାନବିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଜାତି, ଧର୍ମ,
Read More...