Yearly Archives

2022

ରେଲୱେ ଜମିରୁ ଜବର ଦଖଲ ଉଚ୍ଛେଦ ନୋଟିସ ପ୍ରସଙ୍ଗ : ଜମିହୀନଙ୍କୁ ଜାଗା ମିଶନରେ ସାମିଲ କରିବା ନେଇ ଜିଲ୍ଲାପାଳଙ୍କୁ…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିରେ ଥିବା ଜବର ଦଖଲ ଜମିରୁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ସ୍ଥାନୀୟ ରେଳ ପ୍ରଶାସନ ଦ୍ୱାରା ଉଚ୍ଛେଦ ନୋଟିସ ପରେ ଏହାର ପ୍ରତିବାଦ କରି ମଙ୍ଗଲବାର ଦିନ ବସ୍ତି ବାସିନ୍ଦା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।
Read More...

ଜିଲ୍ଲା ପରିଷଦ ସଭ୍ୟାଙ୍କ ଚନ୍ଦନଭାଟି ପ୍ରାଥମିକ ବିଦ୍ୟାଳୟକୁ ଆକଷ୍ମିକ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚନ୍ଦନଭାଟି ପ୍ରାଥମିକ ବିଦ୍ୟାଳୟକୁ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅନାମିକା ହୋତା, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଙ୍କଜିନୀ ସାହୁ ଏବଂ ସମିତି ସଭ୍ୟା ଶ୍ରୀମତୀ ସଙ୍ଗିତା ପାଣିଗ୍ରାହୀ ଆକଷ୍ମିକ ଭାବେ ଆସି ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସ୍କୁଲର
Read More...

ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଅଣ୍ଡା ମାଡ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ପେକ୍ସ ଠାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପୁଇଁନ୍ତଲା ମଣ୍ଡି ପରିଦର୍ଶନରେ ଯାଇଥିବା ସମୟରେ ବିଜେଡି କର୍ମୀ ଅଣ୍ଡାମାଡ କରିଛନ୍ତି
Read More...

ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କୁ ଡ଼. ଆମ୍ବେଦକର ସେବାଶ୍ରୀ ଜାତୀୟ ସମ୍ମାନରେ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ୩୮ତମ ଦୁଇ ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ରାଷ୍ଟ୍ରୀୟ ସଭାପତି ଡ଼. ସୋହନପାଲ ସୁମନାକ୍ଷର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପୂର୍ବତନ
Read More...

କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷଙ୍କ ବଲାଙ୍ଗିରଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ଡ.ସନ୍ତୋଷ କୁମାର ବେଜ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଜଳନିଧି-୨ ଯୋଜନାରେ ହିତାଧିକାରୀ ଚାଷୀ ମାନଙ୍କୁ କ୍ଷୁଦ୍ର ଉଠାଜଳ ସେଚନ ପ୍ରକଳ୍ପ ପାଇଁ ବିଭିନ୍ନ ଯନ୍ତ୍ରପାତି ବଣ୍ଟନ
Read More...

ରାଉରକେଲା ବିକାଶ ମଞ୍ଚର ଉଦବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ଦୁଇ ବର୍ଷ ତଳେ ହକି ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ହେବ ବୋଲି ସ୍ଥିର ହୋଇଥିଲା । ସେଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆୟୋଜନ ଜୋର ସୋରରେ ଚାଲିଥିବା ବେଳେ ଅନ୍ୟତମ ସ୍ମାର୍ଟ ସହର ରାଉରକେଲାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।
Read More...

ଭାଲେର ଠାରେ ବିଜେଡି କର୍ମୀଙ୍କ ଦ୍ୱାରା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ କଳା ପତାକା ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଭାଲେର ଛକ ଠାରେ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବିଜେଡି କର୍ମୀମାନେ କଳା ପତାକା ପ୍ରଦର୍ଶନ କରିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଆଜି ବିଧାୟକ ମୁକେଶ ମହାଲିଙ୍ଗ ଭାଲେର- କୁରୁଲ ବ୍ରିଜ୍‌ର ଭିତ୍ତି ପ୍ରସ୍ତର
Read More...