Yearly Archives

2022

ମା’ ଠାକୁରାଣୀ ଫୁଟବଲ କପ୍‌ ଉଦ୍‌ଯାପିତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଖେଳ ପଡ଼ିଆରେ ରବିବାର ମା' ଠାକୁରାଣୀ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସିଙ୍ଗାଣିଗୁଡା ଗ୍ରାମର କଷା ମାଡକାମୀ ଓ ଅନ୍ୟ ଜଣେ ତେଗଡାପାଲ୍ଲୀ
Read More...

ଜୟ ବୁଢ଼ା ଡଙ୍ଗର ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ବୈଦିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଳିଝରନ ଠାରେ ଗତକାଲି ଜୟ ବୁଢ଼ା ଡଙ୍ଗର ସ୍ଵେଚ୍ଛାସେବୀ ସଙ୍ଗଠନ ଆନୁକୂଲ୍ୟରେ ମହାଆଡ଼ମ୍ବରରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଛି । ଉକ୍ତ ଅଭିଯାନରେ ସଙ୍ଗଠନର ମୁଖ୍ୟ ରୋହିତ ସାହୁଙ୍କ ପ୍ରଚେଷ୍ଟାରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ଖଣ୍ଡପଡ଼ା : ଖଣ୍ଡପଡା ବ୍ଲକ ଗିରିଡିପଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ହେଲେ ଗିରିଡିପଲ୍ଲୀ ପଣସପଦର ଗ୍ରାମର ୪୫ ବର୍ଷୀୟ ନୀଳମଣି ନାୟକ । ସେ ଗାଈ ଚରାଇ ଫେରିବା ବେଳେ ବାଇକ ଧକ୍କାରେ
Read More...

ସୁବର୍ଣ୍ଣପୁର ସାମ୍ବାଦିକ ସଂଘ ପକ୍ଷରୁ ପାରିବାରିକ ବନ୍ଧୁମିଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଛନଛାନଡୁଙ୍ଗୁରି ସ୍ଥିତ ଯୋଗେଶ୍ୱର ମନ୍ଦିର ଠାରେ ଗତକାଲି ସୋନପୁର ଜିଲ୍ଲା ସାମ୍ବାଦିକ ସଂଘ ପାରିବାରିକ ବୈଠକ ସଂଘର ସଭାପତି ଗୋରେଖନାଥ ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀ ସାହୁ ସମସ୍ତଙ୍କୁ ପାରିବାରିକ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

ସାହାଜପାଲ : ବୌଦ୍ଧ ବ୍ଲକ ବାଉଁଶୁଣୀ ସାହାଜପାଲ ୫୭ ନଂ ଜାତୀୟ ରାଜପଥ ପୁରୁଣା ମଦଭାଟି ସାମ୍ନାରେ ଏକ ବାଇକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୮ଟାରେ ସାହାଜପାଲ ପୁରୁଣା ମଦଭାଟି ସାମ୍ନାରେ ଆଗରୁ ଏକ ବୋଲେରୋ ପିକଅପ୍‌
Read More...

ସଂଘମିତ୍ରା ପଣ୍ଡା ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ପର

ରସୁଲପୁର : ରସୁଲପୁର ବ୍ଲକ ଅଧୀନ ଓଡ଼ିଶୋ ପଞ୍ଚାୟତ ମାନପୁର ଗାଁର ପରିବା ବ୍ୟବସାୟୀ ନାରାୟଣ ପଣ୍ଡାଙ୍କ ଝିଅ ସଂଘମିତ୍ରା ପଣ୍ଡା ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଷୟ ସ୍ନାତକୋତ୍ତର ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି
Read More...

ଘୁନସର ଛକ ଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା : ସ୍ୱାମୀ ସ୍ତ୍ରୀ ଓ ପୁତ୍ର ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବଲାଙ୍ଗିର…

ଖପ୍ରାଖୋଲ,(ଅଶୋକ ବାଗ) : ଖପ୍ରାଖୋଲ ଲାଠୋର ରାସ୍ତା ଘୁନସର ଛକ ଠାରେ ଆଜି ଅପରାହ୍ନରେ ଗୋଟିଏ ବାଇକ ଏବଂ ଟାଟା ଏସି ମଧ୍ୟରେ ଦୁର୍ଘଟଣା ଘଟିଥିବାରୁ ବାଇକ ଚାଳକ ଗୁରୁତର ହେବା ସହିତ ସ୍ତ୍ରୀ ଓ ପୁତ୍ର ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ
Read More...

ଜେସିଆଇ ପକ୍ଷରୁ ଦୁଇ ଦିନିଆ ପ୍ରଭାବଶାଳୀ ବକ୍ତବ୍ୟ କଳା ଏବଂ ବ୍ୟକ୍ତିତ୍ୱ ବିକାଶ କର୍ମଶାଳାର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିଆଇ ପକ୍ଷରୁ ଦୁଇ ଦିନିଆ ପ୍ରଭାବଶାଳୀ ବକ୍ତବ୍ୟ କଳା ଏବଂ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଆନ୍ତର୍ଜାତୀୟ ସାମାଜିକ ସଂଗଠନ ଜେସିଆଇ ବଲାଙ୍ଗିର ଜିଲ୍ଲା ସଭାପତି ଜେସି ସୃଷ୍ଟି ଅଗ୍ରୱାଲଙ୍କ ନେତୃତ୍ୱରେ ବଲାଙ୍ଗିର ହୋଟେଲ ସାଇ ପ୍ୟାଲେସରେ
Read More...

୧୯୯୩ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ୧୯୯୩ ବ୍ୟାଚ୍‌ର ବନ୍ଧୁମିଳନ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ଶିକ୍ଷକ କୁଳମଣି ମହାନ୍ତି, ସୁବାସ ଚନ୍ଦ୍ର ନରେନ୍ଦ୍ର, ଚକ୍ରଧର ତ୍ରିପାଠୀ ପ୍ରମୁଖ ଶିକ୍ଷକମାନେ ଯୋଗ
Read More...