Yearly Archives

2022

ଦ୍ୱିତୀୟ ଦିନରେ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ବିଏମ୍‌ସି ବ୍ଲକକୁ ହରାଇଲା ବାଗଭାଡି ଓ ଅମାମୁଣ୍ଡାକୁ ହରାଇ ଖଲିଆପାଲି ସେମିଫାଇନାଲ୍‌ରେ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ଅନୁକୂଲ୍ୟରେ ପ୍ରଥମ ମଣି ବରିହା ସ୍ମାରକୀ ପ୍ରତିଯୋଗିତା ଦ୍ୱିତୀୟ ଦିନ ଖୁଜେନପାଲି ଖେଳ ପଡିଆରେ ଅନୁଷ୍ଠିତ
Read More...

ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅନେକ ଅଭିଯୋଗ ଶୁଣାଣି କରାଯାଇଥିଲା । ଗ୍ରାମର ଶତାଧିକ ବ୍ୟକ୍ତି ଏହି ଶିବିରରେ ଯୋଗ ଦେଇ ନିଜ ନିଜ ଅଭିଯୋଗର ଶୁଣାଣି
Read More...

କନ୍ଧମାଳରେ ରାସ୍ତା ନଥିବାରୁ କାନ୍ଧରେ ବୁହାଗଲା ମୃତଦେହ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାସ୍ତା ନଥିବାରୁ କାନ୍ଧରେ ବୁହାଗଲା ମୃତଦେହ ଏପରି ଏକ ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲାରେ । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଠାରୁ ମାତ୍ର ୬ କି.ମି. ଦୂର ଏକ ଗାଁକୁ ରାସ୍ତା ନ ଥିବାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧରେ
Read More...

ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଶାଖାର ସଭାପତି ନିରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ଓ ଜିଲ୍ଲା ସାଧାରଣ ସମ୍ପାଦକ
Read More...

୨୦ତମ ଶ୍ରୀ ଦାଦିଜୀ ମଙ୍ଗସୀର ବଦୀ ନବମୀ ଉତ୍ସବ ଆୟୋଜିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରୀ ରାଣୀସତୀ ମହିଳା ମଣ୍ଡଳ ଏବଂ ମା’ ଭଗବତୀ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦ତମ ଶ୍ରୀ ଦାଦିଜୀ ମଙ୍ଗସୀର ବଦୀ ନବମୀ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଡିସେମ୍ବର ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ବେଳେ ଆଜି ଅଷ୍ଟମୀ
Read More...

ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଏକ ଛଳନା : ଜୟନାରାୟଣ ମିଶ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇ ଥିବା ତୃଟିପୂର୍ଣ୍ଣ ଅମଳ ପରୀକ୍ଷା ଉପରେ ଧର୍ମେନ୍ଦ୍ର ପ୍ରଧାନ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବରଗଡ ଜିଲ୍ଲା ପଦ୍ମପୁରର ଚାଷୀ
Read More...

ଜୁନିଅର ରେଡ୍‌କ୍ରସ ସାମାଜିକ ସେବା ଶିବିର ଆୟୋଜିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରଗୁଲ୍‌ରେ ଗ୍ରାମ୍ୟ ଦେବାଦେବୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ସ୍ଥାନୀୟ ବାଲୁଙ୍କେଶ୍ୱର ଆଦିବାସୀ ହାଇସ୍କୁଲର ଜୁନିଅର ରେଡ୍‌କ୍ରସ ୟୁନିଟ ତରଫରୁ ଏକ ସାମାଜିକ ସେବା ଶିବିର ଆୟୋଜିତ
Read More...

ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର

ନଭେମ୍ବର ୧୭ରେ ବାଲେଶ୍ୱର ଓ ୧୯ରେ କଟକରେ ହେବ ଶିବିର ଭୁବନେଶ୍ୱର, (ପିଆଇବି) : ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜିକରଣ ଶିବିର ଆୟୋଜିତ ହୋଇଯାଇଛି । ପେନସନଭୋଗୀଙ୍କ ଦ୍ବାରା ଜୀବନ ପ୍ରମାଣ ଆପ୍ ଦ୍ବାରା ଫେସ
Read More...

ବାଲିଠାରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) :ମହାମହିମଗଣ,ବନ୍ଧୁଗଣ, ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି । ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ
Read More...

ବଲାଙ୍ଗିରର କଲ୍ୟାଣ ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କଲ୍ୟାଣ ଚାଇଲ୍ଡ ଲାଇନ ପକ୍ଷରୁ ଟିମ୍‌ର ଲିଡର ରଶ୍ମିଙ୍କ ଅଧ୍ୟକ୍ଷତାରେ କପସିପାଲି ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୭ ଦିନ ବ୍ୟାପୀ ହେବାକୁ ଥିବା ବେଳେ ଆଜି ଏହା କପସିପାଲି କଲ୍ୟାଣ ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି ।
Read More...