Yearly Archives

2022

ରାସ୍ତାରେ ଗଡୁଥିବା ମାତାଲ୍ ଶିକ୍ଷକଙ୍କ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ଘଟଣା : ଶିକ୍ଷକ ନିଲମ୍ବିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଅଧିନସ୍ଥ କେରବେଡା ପଞ୍ଚାୟତ ବଲିଆଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଖଗେଶ୍ୱର ବାରଲେବିଡିଆ ସ୍କୁଲ ଯାଉଥିବା ବେଳେ ମାତାଳ ଅବସ୍ଥାରେ ଗଡୁଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା । ଯାହାକୁ ନେଇ ଗତକାଲି ବିଭିନ୍ନ
Read More...

ନିଶିଥ ରଞ୍ଜନ ରାଉତରାୟଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ନିବାସୀ ଜଣାଶୁଣା ଠିକାଦାର ନିଶିଥ ରଞ୍ଜନ ରାଉତରାୟ(୬୫)ଙ୍କ ଗତ ତା.୧୩/୧୧/୨୨ରିଖ ଭୁବନେଶ୍ୱର ଠାରେ ପରଲୋକ ଘଟିଛି । ସେ ନିନା ଦା’ ଭାବରେ ଜଣେ ନମ୍ର, ଭଦ୍ର, ଜ୍ଞାନୀ ଓ ମେଳାପୀ ବ୍ୟକ୍ତି ଭାବରେ ପରିଚିତ ଥିଲେ । ତାଙ୍କ ପରଲୋକ ସମୟରେ
Read More...

ପ୍ରଦୀପଙ୍କୁ ଲୋକଙ୍କ ବ୍ୟାପକ ସମର୍ଥନ : ଗାଁ ଗାଁରେ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ୫ ଡିସେମ୍ବର ପଦ୍ମପୁର ଉପ ନିର୍ବାଚନ ହେବାକୁ ଥିବା ବେଳେ ଜୋର ସୋରରେ ପ୍ରଚାର ଆରମ୍ଭ ହୋଇଛି । ଏଥର କିନ୍ତୁ ଗାଁ ଗାଁରେ ଏକ ନୂତନ ମହୋଲ ଦେଖାଯାଉଛି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଗାଁ ଗାଁରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା
Read More...

ହନୁମାନ ମନ୍ଦିର ପ୍ରତିଷ୍ଠା ଓ ନବାହ ପାରାୟଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ୯ ଦିନ ବ୍ୟାପୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବାରପୁଡୁଗିଆ ଗ୍ରାମ ଗସ୍ତ କରି ନବାହ ପରାୟଣ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଅଂଚଳର ଶୁଭ ମନାସି ଥିଲେ । ସମ୍ମାନିତ
Read More...

ବଗାବାହାଲ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରୁ ସିନ୍ଧେକେଲା ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ, ଏକ କାର୍‌ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ କାର୍‌
Read More...

ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ହନର୍‌ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋରୋନା ପାଇଁ ସବୁ କିଛି ବନ୍ଦ ଥିଲା । ବ୍ୟବସାୟ ବି ବନ୍ଦ ହୋଇଯାଇଥିଲା ୨ ବର୍ଷ ପାଇଁ । ଏବେ ସବୁ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି । ଜୀବନ ସହଜ ହେବାକୁ ଲାଗିଥିବା ବେଳେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆ ଠାରେ ନଭେମ୍ବର ୧୮ରୁ ଡିସେମ୍ବର ୧୨ ତାରିଖ
Read More...

ଶାନ୍ତିଆ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଜଳେଶ୍ୱର : ଜଳେଶ୍ୱର ବ୍ଲକ ଶାନ୍ତିଆ ଗ୍ରାମ୍ୟ କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ରକ୍ତଦାତା ସଂଘ ସହଯୋଗରେ ସ୍ଥାନୀୟ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱରର ବିଡ଼ିଓ ପୁନମ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ ।
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଇନମ୍ୟାନ

ଟିକାବାଲି : ଜନୈକ ଉପଭୋକ୍ତାଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଲେ ବିଦ୍ୟୁତ ବିଭାଗ ଲାଇନମ୍ୟାନ । ସୂଚନା ଅନୁଯାୟୀ, ଟିକାବାଲି ବିଦ୍ୟୁତ ସେକସନରେ ଲାଇନମ୍ୟାନ ଭାବେ କାର୍ଯ୍ୟ କରୁଥିବା କାଳୁ ଚରଣ ପୋଲାଇ ଜଣେ ତେଜରାତି ଦୋକାନୀଙ୍କ ଦୋକାନକୁ ନୂଆ ବିଦ୍ୟୁତ ସଂଯୋଗ
Read More...

ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡିଗଲା ଅଟୋ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କପାସିରାରେ ନିଆଁ ଲାଗିବାରୁ ଏକ ଅଟୋ ସମ୍ପୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି । ଅଟୋଟି କପାସିରା ଗ୍ରାମର କୁମାର ସାହୁ ବଗର୍ତ୍ତୀଙ୍କର ବୋଲି ଜଣାପଡିଛି । ସୂଚନା ଅନୁସାରେ, ସେ ଗତକାଲି ସଂଧ୍ୟାରେ ଗାଁ ନିକଟ ନାଳ
Read More...

କେନକେବାରେ ଭାରତୀୟ କିଷାନ ସଂଘ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କେନକେବା ଗ୍ରାମ ସ୍ଥିତ ଶିବ ମନ୍ଦିର ଠାରେ ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଘ ଜିଲ୍ଲା ସଭାପତି ରାମଚନ୍ଦ୍ର ବିଶ୍ୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଶିକ୍ଷଣ
Read More...