Yearly Archives

2022

ବେନ୍ଦର ରିଜର୍ଭ ଫରେଷ୍ଟ ଭିତରୁ ବିପୁଳ ପରିମାଣରେ କୁରୁଲୁ କାଠଗଣ୍ଡି ଜବତ କଲା ବନ ବିଭାଗ ବୋଲି ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗାର୍ଗୁଲି ବିଭାଗ ଅଧୀନରେ ଆସୁଥିବା ବେନ୍ଦର ରିଜର୍ଭ ଫରେଷ୍ଟ ଭିତରୁ ବିପୁଳ ପରିମାଣରେ କୁରୁଲୁ କାଠଗଣ୍ଡି ଜବତ କଲା ବନ ବିଭାଗ ବୋଲି ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଏହି ଚଢାଉରେ ଲାଠେର ରେଂଜର କର୍ମଚାରୀମାନେ ସାମିଲ
Read More...

ଅପରାଧ ଦମନ ପାଇଁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଓ ଟାଉନ ଥାନା ପରିସରରେ ଟାଉନ ପୋଲିସର ପେଟ୍ରୋଲିଂ ବ୍ୟବସ୍ଥାକୁ ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଓ ଟାଉନ ଥାନା ପରିସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତରାୟଙ୍କ ତତ୍ୱାବଧାନରେ ଅପରାଧ ଦମନ ପାଇଁ ପେଟ୍ରୋଲିଂ ବ୍ୟବସ୍ଥାକୁ ନେଇ ଏକ
Read More...

ସପ୍ତଶଯ୍ୟା ଫାଉଣ୍ଡେସନ ପକ୍ଷରୁ ଡିସେମ୍ବର ୨୬ରୁ ଆରମ୍ଭ ହେବ ସପ୍ତଶଯ୍ୟା ମହୋତ୍ସବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସପ୍ତଶଯ୍ୟା ଫାଉଣ୍ଡେସନ ପକ୍ଷରୁ ଡିସେମ୍ବର ୨୬ରୁ ଆରମ୍ଭ ହେବ ସପ୍ତଶଯ୍ୟା ମହୋତ୍ସବର ତୃତୀୟ ସଂସ୍କରଣ । ଏହା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାର ସଢ଼େଇବେରଣା କଳାକୃତି ଗ୍ରାମଠାରେ ଚାଲିବ । ଏ ନେଇ ଶନିବାର ଭୁବନେଶ୍ୱର ସ୍ଥିତ ଆଦିବାସୀ
Read More...

ନାବାଳିକାଙ୍କୁ ବଳତ୍କାର ମାମଲାରେ ଉଚଲବାହାଲର ଅଭିଯୁକ୍ତକୁ ୨୦ ବର୍ଷ ଦୋଷୀ ସାବ୍ୟସ୍ତ ସହ ୧ ଲକ୍ଷ ଟଙ୍କା ଜୋରିମାନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩ ବର୍ଷ ପରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଉଚଲବାହାଲ ଗ୍ରାମର ଦୟାକର ଘିବେଲାକୁ ନାବାଳିକାଙ୍କୁ ବଳାତ୍କାର ମାମଲାରେ ୨୦ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ ସହ ୧ ଲକ୍ଷଟଙ୍କା ଜୋରିମାନା ଲଗାଯାଇଥିବା ବେଳେ ଏହାକୁ ନେଇ ଏସ୍‌ପି ନିତିନ କୁଶଲକର ଆଜି ସୂଚନା
Read More...

ପତ୍ନୀଙ୍କ ଜନ୍ମ ଦିନରେ ସ୍କାଏ ଲଂଚ ରାଷ୍ଟୁରାଣ୍ଟ ଉପହାର ଦେଲେ ସ୍ୱାମୀ ଶୁଭମ ଦର୍ଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବିକ୍ରମ ଛକ ନିକଟସ୍ଥ ବିକ୍ରମ ହାଇଟ୍‌ସ ଠାରେ ବିଙ୍ଗ ଷ୍ଟ୍ରଙ୍ଗ ଫିଟ୍‌ନେସ୍‌ କ୍ଲବର ଅନ୍ୟତମ ଏକ ଅଂଶ ସ୍କାଏ ଲଂଚ ରାଷ୍ଟୁରାଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ତେବେ ଏହି ରାଷ୍ଟୁରେଣ୍ଟ ଟିକୁ ପରିଚାଳକ ଶୁଭମ ଦର୍ଜୀ ନିଜ ପତ୍ନୀ ଶ୍ରୀମତୀ ପାୟଲ
Read More...

ଭାରତୀୟ ସମ୍ବିଧାନ ରାଷ୍ଟ୍ରର ମାର୍ଗଦର୍ଶିକା

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବିଧାନ ପ୍ରଣୟନ ସଭାର ବିଜ୍ଞ ପ୍ରଣମ୍ୟ ସଦସ୍ୟମାନଙ୍କ ପ୍ରାୟ ତିନି ବର୍ଷର ଚିନ୍ତନ ମନ୍ଥନ ଦ୍ୱାରା ପ୍ରସ୍ତୁତ ଭାରତୀୟ ସମ୍ବିଧାନ ସମସ୍ତ ରାଜନୈତିକ ଦଳ ତଥା ଜନ ସାଧାରଣ ପାଇଁ ପ୍ରଗତିର ମାର୍ଗଦର୍ଶିକା ବୋଲି ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲାରେ
Read More...

ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ଜଗନ ମୋହନ ଲାଲାଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀର ନାଟ୍ୟାନୁଷ୍ଠାନ ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ପ୍ରଥମ ଓଡିଆ ନାଟକର ସ୍ରଷ୍ଟା ନାଟ୍ୟକାର ଜଗନ ମୋହନ ଲାଲା ଜୟନ୍ତୀ ସେକ୍ଟର ୫ ସ୍ଥିତ କଲଚରାଲ ଏକାଡ଼େମୀ ଠାରେ ପାଳିତ ହୋଇଯାଇଛି । ପଞ୍ଚାନନ ମହାପାତ୍ରଙ୍କ ସଭାପତିତ୍ୱ ତଥା
Read More...

ଭେଟେରାନ କଳାକାର ବିକ୍ରମ ଗୋଖଲେଙ୍କ ପରଲୋକ

ପୁଣେ : ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଗତ ୫ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେର ପଣ୍ଡିତ ଦୀନାନାଥ
Read More...

ଲୁଟ୍‌ ଉଦ୍ୟମ : ୩ ଗିରଫ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅନ୍ତର୍ଗତ ଚିଂଚେଡ ଗ୍ରାମ ନିକଟ ନଦୀ ପୋଲ ଉପରେ ଲୁଟ୍‌ ଉଦ୍ୟମ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଚିଂଚେଡ ଗ୍ରାମର ଚୈତନ୍ୟ ରଣା ରାତିରେ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ପୋଲ ଉପରେ ୩ ଜଣ ଯୁବକ ତାଙ୍କୁ ଅଟକାଇ ମାଡ ମାରିବା ସହ
Read More...

ଧାନ ଖରିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଭଷ୍ମୀଭୂତ, ଚାଷୀ ଏବେ ଚିନ୍ତାରେ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ଗ୍ରାମ ପଞ୍ଚାୟତର ଧାନ ଖଲାରେ ଥିବା ଧାନ ଖରିରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଭଷ୍ମୀଭୂତ ହୋଇଯାଇଛି । ସୂଚନାନୁଯାୟୀ, ଝରିଆଲ ଗ୍ରାମର କିଶୋର କୁମାର ସାହୁ (୪.୫ ଏକରର ଧାନ), ରାଜେଶ୍ଵର
Read More...