Yearly Archives

2022

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମିଶନ ଶକ୍ତି ମା’ ମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ

ଓଡିଶାର ରୂପାନ୍ତର କ୍ଷେତ୍ରରେ ମା'ମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗଏସ୍‌ଏଚ୍‌ଜି ମାନେ ହେବେ ଏସ୍‌.ଏମ୍‌.ଇ ବା କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀମିଶନ ଶକ୍ତି ମା' ମାନଙ୍କୁ ୩ ଲକ୍ଷ ଟଙ୍କା ପରିବର୍ତ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ୨୦୨୨ ଅପ୍ରେଲ ପହିଲାରୁ ପିଛିଲା ଭାବେ
Read More...

ଧାନ କିଣାକୁ ନେଇ ଜିଲ୍ଲାପାଳ ଓ ଚାଷୀ ପ୍ରତିନିଧିଙ୍କ ଆଲୋଚନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟରେ ଆଜି ଜିଲ୍ଲାରେ ଧାନ କିଣା ଏବଂ ଧାନ କିଣାରେ ସ୍ୱଚ୍ଛତା ନେଇ ଜିଲ୍ଲାପାଳ ଓ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି । ଏହି ଆଲୋଚନାରେ ମଣ୍ଡିରେ ଧାନ କ୍ରୟ ପାଇଁ ଡିଏଲପିସି
Read More...

ଭତ୍ତାଧିକାରୀଙ୍କୁ ଶୀତବସ୍ତ୍ର ସକାଶେ ମିଳିବ ୩୦୦ ଟଙ୍କା ସ୍ୱତନ୍ତ୍ର ସହାୟତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶୀତ ପ୍ରକୋପକୁ ଦୃଷ୍ଟିରେ ରଖି ଶୀତ ବସ୍ତ୍ର ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ ଘୋଷଣା । ସମସ୍ତ ପ୍ରକାରର ଭତ୍ତାଧିକାରୀଙ୍କୁ ଶୀତବସ୍ତ୍ର ସକାଶେ ଡିସେମ୍ବର ମାସରେ ସେମାନଙ୍କ ମାସିକ ଭତ୍ତା ସହ ୩୦୦ ଟଙ୍କା ସ୍ୱତନ୍ତ୍ର ସହାୟତା ରାଶି ପ୍ରଦାନ କରାଯିବ ।
Read More...

ଭିଜିଲାନ୍ସ ଜାଲରେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ

ଯାଜପୁର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡ଼ିଲେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ । ସୂଚନା ଅନୁସାରେ, ଜଣେ ଶିକ୍ଷକଙ୍କୁ ବକେୟା ପ୍ରାପ୍ୟ ପାସ କରାଇବା ପାଇଁ କିରାଣୀଙ୍କ ମାଧ୍ୟମରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍‌
Read More...

ରାଉରକେଲାରେ ଅଙ୍ଗନୱାଡ଼ି ଲେଡିଜ୍‌ କର୍ମୀ ସଂଘ ପକ୍ଷରୁ ୮ ଦଫା ଦାବୀକୁ ନେଇ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୫ ଠାରେ ଥିବା ମହାନଗର ନିଗମର ଶିବିର କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି ଲେଡିଜ୍‌ କର୍ମୀ ସଂଘ ପକ୍ଷରୁ ୮ ଦଫା ଦାବୀକୁ ନେଇ ଧାରଣା ଦିଆଯାଇଛି । ଭାରତୀୟ ମଜ୍‌ଦୁର ସଂଘ ସହବନ୍ଧିତ ଏହି ସଙ୍ଗଠନର କର୍ମୀମାନେ ସେମାନଙ୍କର ବେତନ ବୃଦ୍ଧି,
Read More...

ଆଇନ ସଚେତନତା ଶିବିର ଏବଂ ଭାରତୀୟ ସମ୍ବିଧାନ ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲାଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚନ୍ଦନଭାଟି ଠାରେ ମୌଳିକ କର୍ତ୍ତବ୍ୟ, ପୋସ୍କୋ ଆକ୍ଟ ଏବଂ ଜେଜେ(ସିପିସି) ଆକ୍ଟ ସମ୍ବନ୍ଧିୟ
Read More...

ଡେଲାଙ୍ଗରେ ଏକ ଦିବସୀୟ ନିଶା ନିବାରଣ ସଚେତନତା ଅଭିଯାନ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ଆନୁକୂଲ୍ୟରେ ଏବଂ ଏନଆଇଏସଡ଼ି, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଦକ୍ଷତା ମନ୍ତ୍ରଣାଳୟ ସହାୟତାରେ ଏକ ଦିବସୀୟ ନିଶା ନିବାରଣ ସଚେତନତା ଅଭିଯାନ ସୋମବାର କଲ୍ୟାଣପୁର ସାଇନସ ହାଇୟର ସେକେଣ୍ଡେରୀ
Read More...

ବଲାଙ୍ଗିର କରାଟେ ସ୍କୁଲ ଛାତ୍ରୀ ସର୍ବଭାରତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଅଂଶଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ କରାଟେ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୩୪ତମ ଉପକନିଷ୍ଠ କରାଟେ ପ୍ରତିଯୋଗିତା ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିଷଦରେ ୧୧ରୁ ୧୩ ନଭେମ୍ବର ୨୦୨୨ରେ ହୋଇଥିଲା । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ସଂଘ ତଥା ବଲାଙ୍ଗିର କରାଟେ ସ୍କୁଲର
Read More...

ରିଂ ରୋଡ ବିଏସ୍‌ଏନ୍‌ଏଲ୍‌ ଛକ – ଡିଏଭି ପଲିଟେକନିକ ଛକ ସଂଯୋଗ କେବେ ?

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ହକି ମ୍ୟାଚ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାଉରକେଲା ସ୍ମାର୍ଟ ସିଟିକୁ ଚକାଚକ୍ କରାଯାଉଛି । ରାସ୍ତା ନିର୍ମାଣ, ପାର୍କ ଗୁଡିକର ବିକାଶ କରାଯାଉଛି । କିନ୍ତୁ ବିଏସ୍‌ଏନ୍‌ଏଲ୍‌ ଛକରୁ ସ୍ମାର୍ଟ ସିଟି ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ ରେଳବାଇ
Read More...

ଓସ୍କୋମ ହେଡ ଏ.ଜେ.ଜନାର୍ଥନାନ୍ ଏବଂ ଡ଼ା. ଏ.ପାଲଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ମାଟିଖାଲ ନିକଟରେ ଥିବା ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଭାରତୀୟ ବିରଳ ମୃତ୍ତିକା ଆଇଆରଇଏଲ୍(ଇଣ୍ଡିଆ) ଲିଃ.ର ମୁଖ୍ୟ ପରିଚାଳକ ତଥା ଓସ୍କୋମ ହେଡ ଏ.ଜେ.ଜନାର୍ଥନାନ୍ ଏବଂ ଉକ୍ତ ପ୍ରତିଷ୍ଠାନରେ ନିୟୋଜିତ ଡାକ୍ତର ଏ.ପାଲଙ୍କ
Read More...