ସୁରକ୍ଷିତ ବିଦ୍ୟୁତ ବ୍ୟବହାର ନେଇ ସଚେତନତା କାର୍ଯ୍ୟକ୍ରମ
ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବିଦ୍ୟୁତ ଗ୍ରୀଡ ଠାରେ ସୁରକ୍ଷିତ ବିଦ୍ୟୁତ ବ୍ୟବହାର ନେଇ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରଥ ଗ୍ରୀଡ ଠାରୁ ବାହାରି ସ୍ଥାନୀୟ ବସ୍ଷ୍ଟାଣ୍ଡ ଠାରେ ସୁରକ୍ଷିତ ବିଦ୍ୟୁତ ବ୍ୟବହାର ନେଇ!-->…
Read More...
Read More...